ରୁଆଣ୍ଡା

ରବାଣ୍ଡା ପୂର୍ବ ଆଫ୍ରିକାରେ ଥିବା ଏକ ଦେଶ। ଜନସଂଖ୍ୟା ଏକ କୋଟି ଷୋହଳ ଲକ୍ଷ । ଏହି ଦେଶ ଯୁବକମାନଙ୍କର ଦେଶ କାରଣ ମୋଟ ଜନସଂଖ୍ୟାର ୪୨ %ଙ୍କର ବୟସ ୧୫ ବର୍ଷରୁ କମ୍ ଏବଂ ପ୍ରାୟ ୯୭ %ଙ୍କ ବୟସ ୬୫ ବର୍ଷରୁ କମ। ରୁଆଣ୍ଡାରେ ମୁଖ୍ୟତଃ ତିନି ଜାତିର ଲୋକ ବାସ କରନ୍ତି ହୁତୁ, ତୁତସି ଏବଂ ତ୍ୱାଆ ! । ଭାରତରେ ହିନ୍ଦୁମାନଙ୍କ ଭଳି ରୁଆଣ୍ଡାରେ ହୁତୁମାନଙ୍କର ଜନସଂଖ୍ୟା ମୋଟ ଜନସଂଖ୍ୟାର ୮୪% । ତୁତସୀ ଏବଂ ତ୍ୱାଆଙ୍କ ଜନସଂଖ୍ୟା କ୍ରମାନୁସାରେ ୧୫ ଏବଂ ୧% !। ୟୁରୋପୀୟ ପ୍ରଭୂତ୍ୱ ପୂର୍ବରୁ ରୁଆଣ୍ଡାରେ ତୁତସୀ ଜାତିର ଲୋକ ରାଜୁତି କରୁଥିଲେ ଏବଂ ସଂଖ୍ୟା ଗରିଷ୍ଠ ହୁତୁ ଜାତି ସେମାନଙ୍କୁ ଶାସନରେ ସାହାଯ୍ୟ କରୁଥିଲେ । ହୁତୁ ଜାତିର ଅଧିକାଂଶ ଲୋକ କୃଷି କରୁଥିଲେ । ରୁଆଣ୍ଡାର ଆଦିମ ଅଧିବାସୀ ତ୍ୱାଆ ଜଙ୍ଗଲରେ ରହୁଥଲେ । ପାର୍ବତୀୟ ସୌନ୍ଦଯ୍ୟ ଭରା ରୁଆଣ୍ଡା ବେଲଜିୟମଠାରୁ ସ୍ୱତନ୍ତ୍ର ହେଲାପରେ ନେତୃତ୍ୱ ପାଇଁ ହୁତୁ ଏବଂ ତୁତସି ଜାତି ଭିତରେ ସଂଘର୍ଷ ହେଲା । ତୁତସୀମାନେ ହାରିଯାଇ ପଡୋଶୀ ଦେଶରେ ନିର୍ବାସିତ ଜୀବନ ବିତାଇଲେ । ତୁତସି ଜାତିର ଲୋକମାନେ କଟରବାଦୀ ସାଜିଲେ ସରକାରୀ ସମ୍ପତ୍ତି ଲୁଟିଲେ ହୁତୁଲୋକଙ୍କୁ ହତ୍ୟା କଲେ । ଆର ପ୍ରତିକାରରେ ହୁତୁ ଜାତୀର ଲୋକ ନରସଂହାର କରିବା ଆରମ୍ଭ କରିଦେଲେ । ଦିର୍ଘଦିନର ଗୃହଯୁଦ୍ଧ ପରେ ୧୯୯୪ ଏପ୍ରିଲ ୬ ତାରିଖରେ ରାଜଧାନୀ କିଗାଲୀରେ ଏକ ଶାନ୍ତି ସଭାର ଆୟୋଜନ କରାଗଲା । ଦୂର୍ଭାଗ୍ୟକୁ ଏହି ସଭାରେ ରାଷ୍ଟ୍ରପତି ହବିଅରିମାନା ଏବଂ ହୁତୁ ରାଷ୍ଟ୍ରପତି ସିପ୍ରେନ୍ଙ୍କ ହତ୍ୟା ପରେ ରକ୍ତପାତ ଆରମ୍ଭ ହେଇଗଲା । ଦେଶର ମୋଟ ଜନସଂଖ୍ୟାରୁ ୨୦% ଲୋକ ହଣାହେଲେ । ସେ ସମୟର ସରକାର ମଧ୍ୟ ହୁତୁ ଜାତି ସପକ୍ଷରେ ଥିଲା । ତୁତସୀ ଜାତି ପ୍ରତି ଘୃଣା ଏତେ ବଢିଯାଇଥିଲା ଯେ ଯିଏ ତୁତସୀମାନଙ୍କ ସପକ୍ଷରେ କହୁଥିଲା ତାକୁ ବି ମାରିଦିଆଯାଉଥିଲା । ଦଙ୍ଗା ହେବାର ୨୦ ବର୍ଷ ବିତିଗଲାଣି । ଦୁଇ ଜାତିର ଲୋକଙ୍କ ପ୍ରଚେଷ୍ଟା ଫଳରେ ଆଜି ରୁୱାଣ୍ଡାରେ ଶାନ୍ତି ବିରାଜମାନ କରୁଛି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆଜିକାଲି ରୁୱାଣ୍ଡାରେ ତୁତସୀ ସରକାର ଚାଲିଛି । ସରକାରୀ କ୍ଷେତ୍ରରେ ୫୫% ମହିଳାମାନେ କାର୍ଯ୍ୟ କରୁଛନ୍ତି ।

Republic of Rwanda

[Repubulika y'u Rwanda] Error: {{Lang}}: text has italic markup (help)
[République du Rwanda] Error: {{Lang}}: text has italic markup (help)
The flag of Rwanda: blue, yellow and green stripes with a yellow sun in top right corner
The seal of Rwanda: central tribal devices, surmounted on a cog wheel and encircled by a square knot
Flag Seal
ରାଷ୍ଟ୍ରାଦର୍ଶ: "Ubumwe, Umurimo, Gukunda Igihugu"
"Unity, Work, Patriotism"
ଜାତୀୟ ସଙ୍ଗୀତ: [Rwanda nziza] Error: {{Lang}}: text has italic markup (help)
Beautiful Rwanda
Location of  ରୁଆଣ୍ଡା  (dark blue) – in Africa  (light blue & dark grey) – in the African Union  (light blue)
Location of  ରୁଆଣ୍ଡା  (dark blue)

– in Africa  (light blue & dark grey)
– in the African Union  (light blue)

Location of Rwanda
ରାଜଧାନୀ
and largest city
Kigali
ବୃହତ୍ତମ ସହରKigali
ସରକାରୀ ଭାଷା
ଜାତି
  • 84% Hutu
  • 15% Tutsi
  • 1% Twa
ଜାତୀୟତା
  • Rwandan
  • Rwandese
GovernmentSemi-presidential constitutional republic
• President
Paul Kagame
• Prime Minister
Anastase Murekezi
ବିଧାନ ମଣ୍ଡଳParliament
• ଉଚ୍ଚ ସଦନ
Senate
• ନିମ୍ନ ସଦନ
Chamber of Deputies
Independence
• from Belgium
1 July 1962
କ୍ଷେତ୍ରଫଳ
• ମୋଟ
26,338 km2 (10,169 sq mi) (149th)
• ଜଳଭାଗ (%)
5.3
ଲୋକସଂଖ୍ୟା
• July 2013 estimate
12,012,589 (81st)
• 2012 census
10,515,973
• ଘନତା
419.8/km2 (1,087.3/sq mi) (29th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2013 estimate
• ମୋଟ
$16.368 billion
• ମୁଣ୍ଡପିଛା
$1,538
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2013 estimate
• ମୋଟ
$7.431 billion
• ମୁଣ୍ଡପିଛା
$698
ଜିନି ଗୁଣାଙ୍କ  (2011)50.8
high
ମାନବ ବିକାଶ ସୂଚନାଙ୍କ (2013)Steady 0.506
low · 151st
ମୁଦ୍ରାRwandan franc (RWF)
ସମୟ ମଣ୍ଡଳUTC+2 (CAT)
• Summer (DST)
UTC+2 (not observed)
ରାସ୍ତା ଚାଲିବା ପାଖright
ଟେଲିଫୋନ କୋଡ଼+250
Internet TLD.rw

ଇତିହାସ

ଭୂଗୋଳ

ଧର୍ମ

ପ୍ରଶାସନିକ ବିଭାଜନ

ଭାଷା

ଆଧାର

ବାହାର ତଥ୍ୟ

Government

General

Tourism

Tags:

ରୁଆଣ୍ଡା ଇତିହାସରୁଆଣ୍ଡା ଭୂଗୋଳରୁଆଣ୍ଡା ଧର୍ମରୁଆଣ୍ଡା ପ୍ରଶାସନିକ ବିଭାଜନରୁଆଣ୍ଡା ଭାଷାରୁଆଣ୍ଡା ଆଧାରରୁଆଣ୍ଡା ବାହାର ତଥ୍ୟରୁଆଣ୍ଡାଆଫ୍ରିକାଏପ୍ରିଲହିନ୍ଦୁ

🔥 Trending searches on Wiki ଓଡ଼ିଆ:

ମାଦଳା ପାଞ୍ଜିସେବିବିଶ୍ୱ ଏଡ୍‌ସ ଦିବସସ୍ନେହସାରହିନ୍ଦୁସ୍ତାନ ପେଟ୍ରୋଲିୟମହନୁମାନଲୋକ ସଭାଦଶହରାଓଡ଼ିଆ ନାଟକପ୍ରସନ୍ନ ଆଚାର୍ଯ୍ୟଜଗନମୋହ‌ନ ଲାଲଅପରେଟିଙ୍ଗ ସିଷ୍ଟମରାଧାନାଥ ରାୟକୋଣାର୍କ ସୂର୍ଯ୍ୟ ମନ୍ଦିରକୃଷ୍ଣପ୍ରସାଦ ମିଶ୍ରକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭଗବତ ଗୀତାକଳାହାଣ୍ଡି ଜିଲ୍ଲାକଳାକଳେବର ଚଉତିଶାହାଡ଼ଫୁଟିବାଘଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ଅମୃତାୟନବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରବିବାରଖୋର୍ଦ୍ଧା ଜିଲ୍ଲାଭୀମାଶଙ୍କର ମନ୍ଦିରଜଳ ପ୍ରଦୂଷଣକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିତ୍ତରଞ୍ଜନ ଦାସଓଡ଼ିଆ କବି ମାନଙ୍କର ତାଲିକାମନୋଜ ଦାସଶାରଳା ପୁରସ୍କାରସାଇ ଭୋସଲେପଦ୍ମ ଲୋଚନ ପଣ୍ଡାକିଶୋରୀ ଚରଣ ଦାସଇମରାନ ଖାଁବୈଷୟିକ ବିଜ୍ଞାନନନ୍ଦ କିଶୋର ବଳବିଜୁ ଜନତା ଦଳକଣାଦ (ମୁନି)ଓଡ଼ିଶାର ପର୍ବପର୍ବାଣିସାଧୁ ମେହେରପଦାର୍ଥ ବିଜ୍ଞାନସଞ୍ଜୟ ହାତୀରାମଚନ୍ଦ୍ର ବେହେରାସାରଳା ଦାସବର କୋଳିଉଇଲିୟମ୍ ହେନେରୀ ପର୍କିନପୋଇଅକ୍ଷୟ ତୃତୀୟାକୋଣାର୍କସିଦ୍ଧାନ୍ତ ମହାପାତ୍ରQR codeଚିଲିକା ହ୍ରଦବ୍ୟଞ୍ଜନ ବର୍ଣ୍ଣପ୍ରସନ୍ନ କୁମାର ଦାସବେଲତାରାତାରିଣୀ ମନ୍ଦିରଏଡା ଲଭ୍‌ଲେସ୍‌ବୀଣାପାଣି ମହାନ୍ତିଦାଶରଥି ଦାସଋଷିଆସାରଦା ପ୍ରସାଦ ମିଶ୍ରଦି ଟେଷ୍ଟ ଅଫ ମାଇ ଲାଇଫଫକୀର ମୋହନ ସେନାପତିଟୁଇଟର🡆 More