ହରିହର ବେଶ

ହରିହର ବେଶ ବଡ଼ଠାକୁର ବଳଭଦ୍ରଙ୍କର ଏକ ବିଶେଷ ବେଶ । ଏହା ବର୍ଷକରେ ବଳଭଦ୍ରଙ୍କ ମାତ୍ର ଦୁଇଗୋଟି ସବିଶେଷ ବେଶରୁ ଗୋଟିଏ । ପରମ୍ପରାକ୍ରମେ ଏହି ବେଶ ଦୀପାବଳୀ ଅମାବାସ୍ୟାଠାରୁ କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟରେ ପ୍ରତ୍ଯେକ ସୋମବାର ଦିନ ଅବକାଶଠାରୁ ବାଳଧୂପ ପର୍ଯ୍ୟନ୍ତ କରାଯାଏ । ଏହି ବେଶରେ ବଳଭଦ୍ରଙ୍କ ଶ୍ରୀଅଙ୍ଗକୁ ଅଧା କଳା ଓ ଅଧା ଧଳା ବର୍ଣ୍ଣର ବସ୍ତ୍ରରେ ମଣ୍ଡିତ କରାଯାଏ । ଏହା ହରିହର ଉପାସନାର ପ୍ରତୀକ । ବଳଭଦ୍ରାଙ୍କ ଉପାସନାରେ ବାସୁଦେବ ମନ୍ତ୍ର ସହ ଶ୍ରୀକଣ୍ଠାଦି ନ୍ୟାସ ବ୍ୟବହାର କରାଯାଏ । ଓଡ଼ିଶାରେ ପାରମ୍ପରିକ ଭାବେ ଶିବଙ୍କୁ ଧବଳ ବର୍ଣ୍ଣରେ ଓ କୃଷ୍ଣ ବା ବିଷ୍ଣୁଙ୍କୁ ଗାଢ଼ କଳା ବର୍ଣ୍ଣରେ ଚିତ୍ରିତ କରାଯାଏ । ଏହି ଦୁଇ ଦେବତାଙ୍କର ସମନ୍ୱୟକୁ ପ୍ରତିପାଦିତ କରେ ।

ଆଧାର

ଅଧିକ ତଥ୍ୟ

Tags:

କାର୍ତ୍ତିକ ପୂର୍ଣ୍ଣିମାକୃଷ୍ଣଦୀପାବଳୀବଳଭଦ୍ରଶିବ

🔥 Trending searches on Wiki ଓଡ଼ିଆ:

ସ୍ନେହସାରଚିଲିକା ହ୍ରଦନବୀନ ପଟ୍ଟନାୟକନିଦ୍ରାହୀନତାଗଜପତି ଜିଲ୍ଲାରାଉରକେଲାଅଟିଜିମ୍ ସ୍ପେକ୍ଟ୍ରମଭାରତଡେଭିଡ ବେକହାମଅନନ୍ତ ପଟ୍ଟନାୟକକମ୍ପ୍ୟୁଟରଉଇକିପିଡ଼ିଆଶ୍ରୀ ଅରବିନ୍ଦବୈକୁଣ୍ଠନାଥ ପଟ୍ଟନାୟକଉତ୍କଳ ଗ୍ରାମୀଣ ବ୍ୟାଙ୍କକେଦାରନାଥ ମନ୍ଦିରଓଡ଼ିଶୀବ୍ରାହ୍ମ ସମାଜରସାୟନ ବିଜ୍ଞାନ୧୯୪୧ଦାସକାଠିଆଏ. ପି. ଜେ. ଅବଦୁଲ କଲାମଗରିଷ୍ଠ ସାଧାରଣ ଗୁଣନୀୟକପ୍ରଧାନ ପୃଷ୍ଠାଲକ୍ଷ୍ମୀକାନ୍ତ ମହାପାତ୍ରବୈଷ୍ଣବ ପାଣି୨୦ ଫେବୃଆରୀକୃଷ୍ଣରାଧାନାଥ ରାୟଉଇକିମିଡ଼ିଆ ଫାଉଣ୍ଡେସନଭାରତ ସରକାରଚନ୍ଦ୍ରଶେଖର ରଥକତରଲଣ୍ଡନଉଇକିପୋଥି୭୨୦ମଇ ଦିବସଜଗନ୍ନାଥଙ୍କ ବେଶମଧୁସୂଦନ ଦାସଛତୁନରେନ୍ଦ୍ର ପୁଷ୍କରିଣୀଭୁବନେଶ୍ୱରବିନୋଦ ଚନ୍ଦ୍ର ନାୟକ୧ (ସଂଖ୍ୟା)ସାରଳା ଦାସଜ୍ୱର🡆 More