ସର୍ପ ଦଂଶ

ସାପ ତାର ବିଷ ଦାନ୍ତଦ୍ୱାରା କ୍ଷତ କଲେ ତାହାକୁ ସର୍ପ ଦଂଶ କୁହାଯାଏ । ପୃଥିବୀରେ ଦେଖାଯାଉଥିବା ସାପମାନଙ୍କ ମଧ୍ୟରୁ ସମସ୍ତେ ବିଷଧର ନୁହନ୍ତି ମାତ୍ର ବିଷଧର ସାପ କେବଳ ଆଣ୍ଟର୍କଟିକାକୁ ଛାଡିଦେଲେ ଅନ୍ୟ ସବୁ ଦେଶରେ ଦେଖାଯାଇଥାନ୍ତି । ସାପ ସାଧାରଣତଃ ଶିକାର ଓ ନିଜର ରକ୍ଷା ନିମନ୍ତେ ଆକ୍ରମଣ କରିଥାଏ । ସାପ ଦଂଶନ କେତେ ଗୁରୁତର ତାହା ସାପ କେଉଁ ପ୍ରଜାତିର, ଶରୀରର କେଉଁ ଅଂଶରେ କ୍ଷତ ହୋଇଛି, ଶରୀର ମଧ୍ୟକୁ କେତେ ପରିମାଣର ବିଷ ପ୍ରବେଶ କରିଛି ଓ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିର୍ଭର କରେ । ସାପ ଦଂଶନ କରିଥିଲେ ମଣିଷର ଆତଙ୍କିତ ହେବା, ହୃଦୟର ସ୍ପନ୍ଦନ ବଢିବା ଓ ବାନ୍ତି ଲାଗିବା ଭଳି ଲକ୍ଷଣ ଦେଖାଯାଏ । ବିଷ ନଥିବା ସାପଦ୍ୱାରା ମଧ୍ୟ ଆନେକ ପ୍ରକାର ପାର୍ଶ୍ୱପ୍ରତିକ୍ରିୟା ଜନିତ ରୋଗ ହୋଇଥାଏ । ସାପ ଦଂଶନଦ୍ୱାରା ମୃତ୍ୟୁ ଅଷ୍ଟ୍ରେଲିଆ, ଇଉରୋପ ଓ ଉତ୍ତର -ଆମେରିକାରେ ବହୁତ କମ ଦେଖାଯାଇଥାଏ ମାତ୍ର ସ୍ୱାସ୍ଥ୍ୟ ସେବାରେ ପଛରେ ଥିବା ଦକ୍ଷିଣ ଏସିଆ, ଦକ୍ଷିଣ-ପୂର୍ବ ଏସିଆ ଓ ଆଫ୍ରିକାର କେତେକ ସ୍ଥାନରେ ସାପ ଦଂଶନଦ୍ୱାରା ମୃତ୍ୟୁର ହାର ଅଧିକ ଦେଖାଯାଏ । ପ୍ରତି ବର୍ଷ ସାପ ଦଂଶନ ଦ୍ୱାର ବହୁ ପ୍ରାଣହାନୀ ହେଉଥିଲେ ମଧ୍ୟ କିଛି ପ୍ରତିଷେଧକ ନେଲେ ଏହାକୁ ଅନେକ ପରିମାଣରେ ଅଟକାଯାଇପାରିବ ଯେପରିକି ଜୋତା ପିନ୍ଧିବା ଓ ବିଷଧର ସାପ ବସବାସ କରୁଥିବା ସ୍ଥାନକୁ ନ ଯିବାଦ୍ୱାରା ।

ସର୍ପ ଦଂଶନ
ସର୍ପ ଦଂଶ
ଗୋଖର ସାପ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଆଶୁ ଚିକିତ୍ସା[*]
ଆଇସିଡ଼ି-୧୦T63.0, T14.1, W59 (nonvenomous), X20 (venomous)
ଆଇସିଡ଼ି-୯-ସିଏମ୍989.5, E905.0, E906.2
ରୋଗ ଡାଟାବେସ29733
ମେଡ଼ିସିନ-ପ୍ଲସ000031
ଇ-ମେଡ଼ିସିନmed/2143
MeSHD012909
ସର୍ପ ଦଂଶ
ସର୍ପ ଦଂଶନର ସାଧାରଣ ଲକ୍ଷଣ

ଆଧାର

http://www.auroville.org/comingtoav/snakebite.htm Archived 2012-03-07 at the Wayback Machine.

ବାହାର ଆଧାର

Tags:

ଅଷ୍ଟ୍ରେଲିଆଆଫ୍ରିକାଆମେରିକାଇଉରୋପଏସିଆପୃଥିବୀସାପ

🔥 Trending searches on Wiki ଓଡ଼ିଆ:

ବି. ଆର. ଆମ୍ବେଦକରଜୈନ ଧର୍ମସମ୍ବାଦ (ଖବରକାଗଜ)୧୬୧୬ଜର୍ମାନୀଆମାଜନ ନ‌ଦୀ୭ ମାର୍ଚ୍ଚ୧୪୦୭ଉତ୍କଳ ବ୍ରାହ୍ମଣଛବିଳ ମଧୁ ବର୍ଣ୍ଣବୋଧକମ୍ପ୍ୟୁଟରକୋଭିଡ-୧୯୧୪ ମାର୍ଚ୍ଚବସନ୍ତ କୁମାର ଶତପଥୀଆପଲ ଇନକର୍ପୋରେଟେଡମନମୋହନ ସାମଲପ୍ରଫୁଲ୍ଲ ସାମଲଶକୁନି (ମହାଭାରତ)ଅଷ୍ଟ୍ରିଆଲଳିତ ମାନସିଂହରୋହିଙ୍ଗିଆ ଗଣହତ୍ୟାସାଧାରଣ ଆପେକ୍ଷିକ ତତ୍ତ୍ୱବିଲ୍ ଗେଟ୍ସ୍ବଳରାମ ଦାସସମୟ (କାଳ)ବନମାଳୀ ଦାସଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାନିତ୍ୟାନନ୍ଦ ମହାପାତ୍ରମଦନମୋହନ ମିଶ୍ରନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦମେଡ଼େଲିଭିଅମନିମୋନିଆପାର୍ବତୀ ଘୋଷପାଦ ଭାତୁଡ଼ିଆର୍ମେନିଆତୁର୍କୀହ୍ୱାଟ୍ସଆପଆକବରଭାରତ ସରକାରନୃସିଂହନାଟୋଭାରତୀୟ ସମ୍ବିଧାନକୋଷ୍ଠକାଠିନ୍ୟକାପୋସିସ ସାର୍କୋମାବିବାହତେନ୍ତୁଳିନିର୍ମାଲ୍ୟସୁଡୋଏଫେଡ୍ରିନଏର୍ଗୋକ୍ୟାଲସିଫେରଲଆଣ୍ଡୋରାକବିସୂର୍ଯ୍ୟ ବଳଦେବ ରଥରଥଯାତ୍ରାମି ଠୁ (ହ୍ୟାସଟ୍ୟାଗ)ମୁଣ୍ଡପିଛା ଆୟବିଜାଣ୍ଟିନୀୟ ସାମ୍ରାଜ୍ଯସୁନ୍ଦରଗଡ଼ ଜିଲ୍ଲାଶତପୁରା ରେଞ୍ଜଜୋଗ ଜଳପ୍ରପାତମାଲଟାମାଟ୍ରିକ୍ସଆର. କେ. ନାରାୟଣ୯ ଜୁନବ୍ରୋଙ୍କିଓଲାଇଟିସହୋମାଟ୍ରୋପିନସିକ୍ଲ ସେଲ୍ ରୋଗସୋମନାଥଲୋକ ସଭାକଲେରାଚନ୍ଦ୍ରଶେଖର ରଥ🡆 More