ବଟୁ ଗୁମ୍ଫା

ବଟୁ ଗୁମ୍ଫା ,  ମାଲୟେସିଆ ଦେଶର ସେଲଙ୍ଗରଠାରେ ଅବସ୍ଥିତ ଏକ ଚୂନ ପଥର ପାହାଡ ଓ ସେଠାରେ ଗୁମ୍ଫାରେ ମନ୍ଦିର ରହିଛି । ଏହି ପର୍ବତ ନିକଟରେ ପ୍ରବାହିତ ହାଉଥିବା ସାନଗାଇ ବଟୁ ନଦୀର ନାମ ଅନୁସାରେ ଏହି ଗୁମ୍ଫାର ନାମ ବଟୁ ଗୁମ୍ଫା କୁହାଯାଇଥାଏ । ଏହା ଏହିପର୍ବତ ଶ୍ରେଣୀର ଦଶମ ଚୂନ ପଥର ପାହାଡ ଓ ନିକଟରେ ଥିବା ଗ୍ରାମକୁ ମଧ୍ୟ ବଟୁ ଗୁମ୍ଫା କୁହାଯାଇଥାଏ । .

ବଟୁ ଗୁମ୍ଫା
ବଟୁ ଗୁମ୍ଫା
Entrance to Batu Caves with the Murugan statue
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictGombak
Location
CountryMalaysia
Architecture
TypeDravidian Architecture
K. Thamboosamy Pillay
Website
www.batucaves.org

ଏହା ଭାରତ ବାହାରେ ଥିବା ହିନ୍ଦୁ ଧର୍ମ ସ୍ଥଳୀ ମଧ୍ୟରୁ ସର୍ବାଧିକ ଜନପ୍ରିୟ । ମାଲେସିଆ ଦେଶରେ ମଧ୍ୟ ହିନ୍ଦୁ ପର୍ବ ଥାଇପୁସମ ଏଠାରେ ପାଳିତ ହୁଏ । 

ବଟୁ ଗୁମ୍ଫାକୁ ଭଗବାନ ମୁରୁଗାଙ୍କ ଦଶମ ଗୁମ୍ଫା ଭାବରେ କୁହାଯାଇଥାଏ । ଏଠି ମଧ୍ୟରୁ 6 ତୀ ଭାରତରେ ଓ 4 ତୀ ମାଲୟେସିଆରେ ରହିଛି । ମାଲୟେସିଆର ଅନନ୍ୟ ତିନୋଟି କଲ୍ଲୁମଲାଇ ମନ୍ଦିର , ଇୟଫଠାରେ , ତନିମାଳୟ ମନ୍ଦିର ପେନଙ୍ଗଠାରେ ଓ ସନ୍ନସୀମାଳୟ ମନ୍ଦିର ମାଲକ୍କାଠାରେ ଅବସ୍ଥିତ । 

ଏହା ନିକଟରେ ସେଲାୟଙ୍ଗ ନାମକ ଏକ ବୃହତ ଥୋକ ବଜାର ରହିଛି । .

ବଟୁ ଗୁମ୍ଫା
Entrance Shrine at Batu Caves

ଇତିହାସ 

ବଟୁ ଗୁମ୍ଫା 
Interior of Batu Caves

ଏହି ଗୁମ୍ଫା 400 ମିଲିୟନ ବର୍ଷ ପ୍ରାଚୀନ ବୋଲି କୁହାଯାଏ । ଏଠାରେ ପ୍ରାଚୀନ ଆଦିମ ତେମୁଆନ ଜାତିର ଲୋକ ରହୁଥିଲେ । 1860 ମସିହାର ଆଦ୍ଯ ଭାଗରେ ଚାଇନୀଜମାନେ ଆସି ସେଠାରେ ଖନନ କରି ସାରା ବାହାର କରୁଥିଲେ ଓ ତାହାକୁ କୃଷି କାର୍ଯ୍ୟରେ ବ୍ୟବହାର କରୁଥିଲେ । ତେବେ ବ୍ରିଟିଶମାନେ ଆସିବା ପରେ ଆମେରିକୀୟ ପ୍ରକୃତିବିଦ ୱିଲିୟମ ହାରନାଡେ ପ୍ରଥମେ ସେ ବିଷୟ ଲିପିବଦ୍ଧ ଆକାରରେ ପ୍ରସାର କରିଥିଲେ । 

1980 ମସିହାରେ ଭାରତୀୟ ବଣିକ ଥମ୍ବୁଶମୀ ପିଲାଇ ପ୍ରଥମେ ବଟୁ ଗୁମ୍ଫାରେ ଉପାସନାର ବ୍ୟବସ୍ଥା କରି ସେଠାରେ ଭଗବାନ ମୁରୂଗନଙ୍କ ମନ୍ଦିର ଗୁମ୍ଫା ଭିତରେ ସ୍ଥାପନ କରେଇ ଥିଲେ । 1892 ମସିହାରୁ ସେଠାରେ ଥାଇପୁସମ ଯାତ୍ରା ହେଇଆସୁଛି । 

1920 ମସିହାରେ ସେଟାକୁ କାଷ୍ଠା ନିର୍ମିତ ସୋପାନ ନିର୍ମିତ ହେଇଥିଲା । ତାହା ପରେ 272 ତୀ କଂକ୍ରିଟ ନିର୍ମିତ ସୋପାନ ସେ ସ୍ଥାନରେ କରଯାଇଥିଲା । ଏଠାରେ 3 ତୀ ମୁଖ୍ୟ ଗୁମ୍ଫା ସହ କେତେତି କ୍ଷୁଦ୍ର ଗୁମ୍ଫା ମଧ୍ୟ ରହିଛି । ପାହାଡ ତଳ ଦେଶରେ ଆର୍ଟ ଗଲେରୀ ଓ ସଂଗ୍ରହାଳୟ ରହିଛି । 

Religious site

ବଟୁ ଗୁମ୍ଫା 
Standing at 42.7 m (140 ft) high, the world's tallest statue of Murugan, a Hindu deity, is located outside Batu Caves. The statue, which cost approximately 24 million rupees, is made of 1550 cubic metres of concrete, 250 tonnes of steel bars and 300 litres of gold paint brought in from neighbouring Thailand.
ବଟୁ ଗୁମ୍ଫା 
Inside The Cave
ବଟୁ ଗୁମ୍ଫା 
Batu Caves Inner View

ପ୍ରଶାସନ 

ଶ୍ରୀ ମହା ମାରିଆମ୍ମା ମନ୍ଦିର ଦେବସ୍ଥାନମ ପ୍ରତିଷ୍ଠାନ ଏହାର ପରିଚାଳନା କରେ ଓ ଏହାର ମୁଖ୍ୟ ଦପ୍ତର କୁଆଲାଲୁମ୍ପୁରଠାରେ ରହିଛି । ସେମାନେ ମାଲୟେସିଆ ସରକାରଙ୍କୁ ହିନ୍ଦୁ କଲେଣ୍ଡର ଓ ଅନନ୍ୟ ହିନ୍ଦୁ ସମ୍ପର୍କିତ ବିଷୟରେ ପରାମର୍ଶ ଦେଇ ଥାନ୍ତି । 

ପ୍ରକୃତି 

ଏହି ଗୁମ୍ଫା ଅଗୁଡିକରେ ବିଭିନ୍ନ ପ୍ରଜାତିର ବାନର ରହିଥାନ୍ତି । ଏହା ଛଡା ବହୁ ସଂଖ୍ୟାରେ ବାଦୁଡି ମଧ୍ୟ ଦେଖାଯାଇଥାନ୍ତି । ଅନ୍ୟ ଗୁମ୍ଫା ଗୁଡିକର ପ୍ରକୃତିକ ଅବସ୍ଥା ବଜାୟ ରଖିବାକୁ ଗୁମ୍ଫା ମଧ୍ୟକୁ ପ୍ରବେଶ ବରଣ କରାଯାଇଛି । ତେବେ ମାଲୟେସିଆ ପ୍ରକୃତି ସଂସ୍ଥାନଦ୍ୱାରା ଶିକ୍ଷା ପାଇଁ ଟୁର ଆୟୋଜନ କରାଯାଏ । 

ପର୍ବତାରୋହଣ

ବଟୁ ଗୁମ୍ଫାକୁ ପହଚିବାକୁ 160 ତୀ ଭିନ୍ନ ମାର୍ଗ ରହିଛି । .  


ଉନ୍ନୟନ 

1970 ମସିହାରୁ ଏହି ଅଞ୍ଚଳରେ ବାସଗୃହ ସମୂହ ନିର୍ମିତ ହେଇ ବସ୍ତିର ଉନ୍ନୟନ ଘଟିଛି । 

ବିଗତ ଦଶନ୍ଧିରେ ଏହି ଅଞ୍ଚଳର ପ୍ରଭୁତ ଉନ୍ନତି ଘଟିଛି । ନୂତନ 515 ମିଲଲିଆନ ଖରଚରେ କୋମୁତର ରେଳ ପରିବର୍ଦ୍ଧନ କାର୍ଯ୍ୟକାରୀ ହେଲା ପରେ ବଟୁ ଗୁମ୍ଫା ଯାଏ ଟ୍ରେନ ଚଳାଚଳ ସମ୍ଭବ ହେଇଛି । ଏଠାରେ ଏକ କେବୁଲ କାର ମଧ୍ୟ 10 ମିଲିୟନ ମଲୟା ମୁଦ୍ରାରେ ନିର୍ମିତ ହେଇ ପର୍ଯ୍ୟଟକଙ୍କ ପାଇଁ ରହିଛି । 

.

ବଟୁ ଗୁମ୍ଫା 
Interior of Batu caves

ଯାତାୟତ 

ବଟୁ ଗୁମ୍ଫା ସ୍ଥଳରେ ଟ୍ରେନ ଯୋଗେ କୋମୁତର ଷ୍ଟେସନରୁ ଯାଇ ହୁଏ । ଥରେ ପହଞ୍ଚିବାକୁ ବସର ମଧ୍ୟ ସୁବିଧା ରହିଛି ।

ଗ୍ୟାଲେରି

ପୁନଶ୍ଚ ଦେଖଣା 

  • Malaysian Indian
  • Indian Singaporean
  • Kavadi

ଆଧାର 

ବାହାର ଲିଙ୍କ 

Tags:

ବଟୁ ଗୁମ୍ଫା ଇତିହାସ ବଟୁ ଗୁମ୍ଫା Religious siteବଟୁ ଗୁମ୍ଫା ପ୍ରକୃତି ବଟୁ ଗୁମ୍ଫା ପର୍ବତାରୋହଣବଟୁ ଗୁମ୍ଫା ଉନ୍ନୟନ ବଟୁ ଗୁମ୍ଫା ଯାତାୟତ ବଟୁ ଗୁମ୍ଫା ଗ୍ୟାଲେରିବଟୁ ଗୁମ୍ଫା ପୁନଶ୍ଚ ଦେଖଣା ବଟୁ ଗୁମ୍ଫା ଆଧାର ବଟୁ ଗୁମ୍ଫା ବାହାର ଲିଙ୍କ ବଟୁ ଗୁମ୍ଫା

🔥 Trending searches on Wiki ଓଡ଼ିଆ:

ଆମ୍ବବଳରାମ ଦାସବିଭିନ୍ନ ପ୍ରକାର ଶାଗର ତାଲିକାଇନଷ୍ଟାଗ୍ରାମନୀଳମାଧବ ମନ୍ଦିରସମୟ (କାଳ)ମନୋରଞ୍ଜନ ଦାସମାଙ୍ଗାଲୋରେଶେଷ ବସନ୍ତର ଚିଠିଚେକ ରିପବ୍ଲିକସବ୍ୟସାଚୀ ମିଶ୍ରଭାରତ୪ ମାର୍ଚ୍ଚପେରିକାର୍ଡ଼ାଇଟିସଜଗନ୍ନାଥ ମନ୍ଦିରଟୁକୁନି ସାହୁଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକୋଳିକୋଡ଼କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସିଙ୍ଗାପୁରବର୍ଷାକୋଣାର୍କ ସୂର୍ଯ୍ୟ ମନ୍ଦିରଯବକ୍ଷାରଜାନଉଇକିଡାଟା୧୮୭୫ସ୍ପେନଜଗନ୍ନାଥ ଦାସପରିସଂଖ୍ୟାନଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିହିନ୍ଦୁଓଡ଼ିଶାର ସଂସ୍କୃତିରଜିୟା ସୁଲତାନରାଜେନ୍ଦ୍ର ନାରାୟଣ ସିଂହଦେଓଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଲୋକ ସଭାମାଛସୁଡୋଏଫେଡ୍ରିନମିରା ଅଲଫାସା୧୮ ମାର୍ଚ୍ଚଶଙ୍ଖ କ୍ଷେତ୍ରଓଡ଼ିଆ ଭାଷାଜୈନ ଧର୍ମମସ୍ତିଷ୍କକୁମାରିଲ ଭଟ୍ଟନରୱେକର୍କଟ ରୋଗଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଡୋନେସିଆମହାତ୍ମା ଗାନ୍ଧୀଦକ୍ଷିଣ ଆଫ୍ରିକାଭାରତୀୟ ସ୍ୱାଧୀନତା ଆନ୍ଦୋଳନକ୍ଲିଣ୍ଡାମାଇସିନଚୈତନ୍ୟସାଇକେଲଶ୍ରୀ ଅରବିନ୍ଦଅନ୍ନପୂର୍ଣ୍ଣା ରଙ୍ଗମଞ୍ଚପିତ୍ତାସ୍ମରୀଦୀନକୃଷ୍ଣ ଦାସଶିବାଜୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଶିବଏର୍ଗୋକ୍ୟାଲସିଫେରଲଆର. କେ. ନାରାୟଣଧନୁଯାତ୍ରାନେପାଳଔଷଧୀୟ ବୃକ୍ଷଲତା🡆 More