ଦିନିୟାର କଣ୍ଟ୍ରାକ୍ଟର: ଭାରତୀୟ ଅଭିନେତା

ଦିନିୟାର କଣ୍ଟ୍ରାକ୍ଟର (୨୩ ଜାନୁୟାରୀ ୧୯୪୧ - ୫ ଜୁନ୍ ୨୦୧୯) ଜଣେ ଭାରତୀୟ ମଞ୍ଚ ଅଭିନେତା, ଯିଏକି ଜଣେ ହାସ୍ୟ ଅଭିନେତା ଭାବରେ ହିନ୍ଦୀ ଓ ତେଲୁଗୁ କଥାଚିତ୍ର ଜଗତରେ କାମ କରୁଥିଲେ । ସେ ଗୁଜରାଟୀ ଏବଂ ହିନ୍ଦୀ ଥିଏଟରରେ ମଧ୍ୟ କାମ କରୁଥିଲେ । ସ୍କୁଲରେ ପଢ଼ିବା ସମୟରୁ ସେ ଅଭିନୟ ଆରମ୍ଭ କରିଥିଲେ ଏବଂ ୧୯୬୬ ମସିହାରେ ଜଣେ ପେଷାଗତ ଅଭିନେତା ଭାବରେ କାମ କରିବା ଆରମ୍ଭ କରିଥିଲେ । ୨୦୧୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲେ । ୫ ଜୁନ ୨୦୧୯ରେ ୭୯ ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଦିନିୟାର କଣ୍ଟ୍ରାକ୍ଟର
ଜନ୍ମ(1941-01-23)୨୩ ଜାନୁଆରୀ ୧୯୪୧
ମୃତ୍ୟୁ୫ ଜୁନ ୨୦୧୯(2019-06-05) (ବୟସ ୭୮)
ଅନ୍ୟ ନାମଡେନିଆର୍ କଣ୍ଟ୍ରାକ୍ଟର
ବୃତ୍ତି(s)ଅଭିନେତା
ଲେଖକ
ନିର୍ଦ୍ଦେଶକ
ହାସ୍ୟ ଅଭିନେତା
ସକ୍ରିୟ ବର୍ଷ୧୯୬୬–୨୦୧୯

ଅଭିନୀତ କଥାଚିତ୍ର

  • ସିନେମା ସିନେମା (୧୯୭୯) - ଥିଏଟର ମାଲିକ ଭାବରେ
  • ଖିଲାଡ଼ି - ମହାବିଦ୍ୟାଳୟର ଅଧକ୍ଷ
  • ଜବାବ - ମହାବିଦ୍ୟାଳୟର ଅଧକ୍ଷ
  • ଦରାର୍
  • ବାଦଶାହା - କସିନୋର ପରିଚାଳକ
  • କ୍ରାନ୍ତି (୨୦୦୨) - ବିଚାରପତି
  • ଝଙ୍କାର୍ ବିଟ୍ସ - ଶ୍ରୀଯୁକ୍ତ ରାୟ
  • ମୁଝସେ ଶାଦି କରୋଗି - ବିଦ୍ୟାଳୟର ପ୍ରଧାନଶିକ୍ଷକ
  • ଚୋରୀ ଚୋରୀ ଚୁପକେ ଚୁପକେ - ହୋଟେଲ ମ୍ୟାନେଜର
  • ୩୬ ଚାଇନା ଟାଉନ୍ - ଲୋବୋ, ଚାକର

ଦୂରଦର୍ଶନ

ବର୍ଷ କାର୍ଯ୍ୟକ୍ରମ ଭୂମିକା
୧୯୯୫ ତେରି ଭି ଚୁପ୍ ମେରି ଭି ଚୁପ୍ ମାଲିକ
୧୯୯୬-୧୯୯୯ କଭି ଇଧର କଭି ଉଧର ମାଲିକ
୧୯୯୮-୧୯୯୯ ଦମ୍ ଦମା ଦମ୍ ମାଲିକ
୧୯୯୮-୨୦୦୧ ହମ୍ ସବ୍ ଏକ୍ ହେଁ ହସମୁଖ ପଟେଲ
୧୯୯୮-୧୯୯୯ ଦୋ ଔର୍ ଦୋ ପାଞ୍ଚ୍ ଦିନ୍ସୁ
୧୯୯୮ ଦିଲ୍ ଭିଲ୍ ପ୍ୟାର୍ ଭ୍ୟାର୍ ଅତିଥି କଳାକାର
୨୦୦୨-୨୦୦୪ ଶୁଭ୍ ମଙ୍ଗଲ୍ ସାବଧାନ ଭିସ୍ପି ପାଉଡରୱାଲା
୨୦୦୩ କରିସ୍ମା - ଦ ମିରାକିଲ୍‌ସ୍ ଅଫ୍ ଡେସ୍ଟିନି ମିଷ୍ଟର କଣ୍ଟ୍ରାକ୍ଟର
୨୦୦୪ ହମ୍ ସବ୍ ବରାତି
ଖିଚଡ଼ି ମି. ମେହେଟ୍ଟା
୨୦୦୩-୨୦୦୫ ଆଜ୍ କେ ଶ୍ରୀମନ୍ ଶ୍ରୀମତି ମି. ଚାମଚାୱାଲା
୨୦୦୮ ତାରକ ମେହେଟ୍ଟା କା ଉଲଟା ଚଷମା ଶୋଡ଼ିଙ୍କ ଶ୍ୱଶୁର
୨୦୧୩ ଭ ସେ ଭାଡ଼େ

ଆଧାର

ବାହାର ଲିଙ୍କ୍

This article uses material from the Wiki ଓଡ଼ିଆ article ଦିନିୟାର କଣ୍ଟ୍ରାକ୍ଟର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.

Tags:

ଅଭିନୀତ କଥାଚିତ୍ର ଦିନିୟାର କଣ୍ଟ୍ରାକ୍ଟର

ଦୂରଦର୍ଶନ ଦିନିୟାର କଣ୍ଟ୍ରାକ୍ଟର

ଆଧାର ଦିନିୟାର କଣ୍ଟ୍ରାକ୍ଟର

ଗୁଜରାଟୀ ଭାଷା

ପଦ୍ମଶ୍ରୀ

ମୁମ୍ବାଇ

ହିନ୍ଦୀ

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଅଷ୍ଟ୍ରେଲିଆଅସ୍ଥି ଭଗ୍ନଫକୀର ମୋହନ ସେନାପତିମହାତ୍ମା ଗାନ୍ଧୀରାଧାନାଥ ରାୟଓଡ଼ିଆ ସାହିତ୍ୟଗୋଦାବରୀଶ ମିଶ୍ରଓଡ଼ିଆ ଭାଷାଗଙ୍ଗାଧର ମେହେରଗୋପବନ୍ଧୁ ଦାସଗୋପୀନାଥ ମହାନ୍ତିମନୋଜ ଦାସଜଗନ୍ନାଥ ଦାସଅପରେଟିଙ୍ଗ ସିଷ୍ଟମଚନ୍ଦ୍ରଯାନ-୩ପ୍ରତିଭା ରାୟଜାଭା (ପ୍ରୋଗ୍ରାମିଂ ଭାଷା)ଓଡ଼ିଶାଗୋଦାବରୀଶ ମହାପାତ୍ରସୁରେନ୍ଦ୍ର ମହାନ୍ତିଏକାଦଶୀମଧୁସୂଦନ ଦାସରେବତୀ (କ୍ଷୁଦ୍ରଗଳ୍ପ)ଭାରତମନୋରଞ୍ଜନ ଦାସଅନୁ ଆଗାନୂଆଖାଇସଚ୍ଚିଦାନନ୍ଦ ରାଉତରାୟବରଗଛପଠାଣି ସାମନ୍ତମଧୁସୂଦନ ରାଓରାଣୀ ଲକ୍ଷ୍ମୀବାଈନଈ ସେପାରୀ କନକ ଗୋରୀଆର୍ଯ୍ୟଭଟ୍ଟନନ୍ଦିନୀ ଶତପଥୀପୁଷ୍ଟିସାରକାଳୀଚରଣ ପଟ୍ଟନାୟକଶ୍ରୀନିବାସ ରାମାନୁଜନସିନ୍ଦୂର (ଟେଲି ଫିଲ୍ମ)ସୁଭାଶିଷ ଶର୍ମାଲକ୍ଷ୍ମୀକାନ୍ତ ମହାପାତ୍ରପାଠାଗାରଭୁବନେଶ୍ୱର ବେହେରାକାଳିନ୍ଦୀ ଚରଣ ପାଣିଗ୍ରାହୀରଥଯାତ୍ରାରମାକାନ୍ତ ରଥଭାରତର ସଂସ୍କୃତିଖୁଦୁରୁକୁଣୀ ଓଷାଭଗବତ ଗୀତାଜଗନ୍ନାଥଗୋଲୋକ ବିହାରୀ ଧଳଗଣେଶକୋଣାର୍କ ସୂର୍ଯ୍ୟ ମନ୍ଦିରସାରଳା ଦାସଗୌତମ ବୁଦ୍ଧବଳରାମ ଦାସବିଜୟ ମିଶ୍ରଦଶାବତାରଉପେନ୍ଦ୍ର ଭଞ୍ଜବନମାଳୀ ଦାସଫାଲଗୁନି ନାୟରବନ୍ଦେ ଉତ୍କଳ ଜନନୀଭାରତର ଜାତୀୟ ପତାକା🡆 More