ଜ୍ଞାନୀ ଦେବାଶିଷ ମିଶ୍ର: କବି ଓ ସାହିତ୍ୟ ସମାଲୋଚକ

ଜ୍ଞାନୀ ଦେବାଶିଷ ମିଶ୍ର, ଜଣେ ଓଡ଼ିଆ କବି ଓ ସାହିତ୍ୟ ସମାଲୋଚକ । ସେ ୨୦୧୬ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଜ୍ଞାନୀ ଦେବାଶିଷ ମିଶ୍ର
ଜ୍ଞାନୀ ଦେବାଶିଷ ମିଶ୍ର: ରଚନାବଳୀ, ପୁରସ୍କାର ଓ ସମ୍ମାନ, ଆଧାର
ଜ୍ଞାନୀ ଦେବାଶିଷ ମିଶ୍ର
ଜନ୍ମ୨୦.୦୫.୧୯୮୫
ଚାହାଳି, ନୟାଗଡ଼
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାଓଡ଼ିଆ ଭାଷାରେ ଡକ୍ଟରେଟ
ବୃତ୍ତିଅଧ୍ୟାପକ
ସକ୍ରିୟ ବର୍ଷ୨୦୧୩
ଚାକିରିକ୍ଷେତ୍ରରେଭେନ୍ସା ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିକବି ଓ ସାହିତ୍ୟିକ
ଉଲ୍ଲେଖନୀୟ କୃତିଦାଗ
ବୈବାହିକ-ସାଥୀପଦ୍ମଜା ମିଶ୍ର
ପିତାମାତା(s)ଶରତ ଚନ୍ଦ୍ର ମିଶ୍ର , ନିହାରବାଳା ଦାଶ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଦାଗ କବିତା ସଙ୍କଳନ ପାଇଁ-୨୦୧୬ରେ)

ଜ୍ଞାନୀ ଦେବାଶିଷ ୧୯୮୫ମସିହାରେ ନୟାଗଡ଼ ଜିଲ୍ଲାର ଚାହାଳିଠାରେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଜୀବନରୁ କବିତା ଲେଖିବା ଆରମ୍ଭ କରିଥିବା ଜ୍ଞାନୀ, କଲେଜ ବେଳକୁ କବିତା ପ୍ରତି ବେଶୀ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ । ସେ ୨୦୧୫ ମସିହାରେ ବିଶ୍ୱଭାରତୀ ଶାନ୍ତିନିକେତନରୁ ପିଏଚଡ଼ି ହାସଲ କରିଛନ୍ତି । ୧୯୭୫ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସ (ତୁଳନାତ୍ମକ ଅଧ୍ୟୟନ’) ତାଙ୍କ ପିଏଚଡ଼ି ଗବେଷଣାର ସନ୍ଦର୍ଭ ଥିଲା । ସେ ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟରତ । କବିତା ବ୍ୟତୀତ, ଜ୍ଞାନୀ ନାଟ୍ୟ ସମାଲୋଚନା କ୍ଷେତ୍ରରେ ମଧ୍ୟ ଲେଖନୀ ଚାଳନା କରନ୍ତି ।

ରଚନାବଳୀ

କବିତା

  • ଦାଗ(କବିତା) - (ଟାଇମପାସ୍ ପ୍ରକାଶନ ସଂସ୍ଥାଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ୩୩ଟି କବିତା ସ୍ଥାନ ପାଇଛି )
  • ତଥାପି ଜୀବନ(କବିତା)
  • ପୟରେ ନ ଲାଗଇ ଧୂଳି (କବିତା)
  • ତରା ଓ ଫଜେରା

ସମାଲୋଚନା

  • ଅଭିନୟରେ ଜୀବନଚର୍ଯ୍ୟା
  • ସମୟ ସହ କେଇ ପାଦ
  • ଆଳାପ ଓ ଅନ୍ୱେଷା
  • ଅଞ୍ଚଳ ଓ ସାହିତ୍ୟ (ପ୍ରସଙ୍ଗ : ନୟାଗଡ଼)
  • ତୁଳନା : ଭୂମି ଓ ଆକାଶ (୧୯୭୫ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସ )
  • କଥାଦୃଷ୍ଟି
  • ନାଟ୍ୟ ପରିଚିତି (୨୦୨୧)

ସମ୍ପାଦନ

  • ଶୂରଦେଓଙ୍କ କାନ୍‌ଭାସ୍
  • ନଟ ନାଟ୍ୟ ନାଟ୍ୟାୟନ
  • ପଦ୍ମମାଳୀ : ଖୋଜାଲୋଡ଼ା
  • ମେଘତଳର ଜ୍ୟୋତ୍ସ୍ନା : ପୂତନା (ମିଳିତ ଭାବେ), ପଶ୍ଚିମା ପବ୍ଲିକେଶନ୍ସ୍, ଭୁବନେଶ୍ୱର,୨୦୨୦
  • କ୍ରାନ୍ତିର କୁମ୍ଭାକାର (ମିଳିତ ଭାବେ)

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୬
  • ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର - ୨୦୧୭(ଗୋଡ଼ ଗଳ୍ପ ପାଇଁ)

ଆଧାର

Tags:

ଜ୍ଞାନୀ ଦେବାଶିଷ ମିଶ୍ର ରଚନାବଳୀଜ୍ଞାନୀ ଦେବାଶିଷ ମିଶ୍ର ପୁରସ୍କାର ଓ ସମ୍ମାନଜ୍ଞାନୀ ଦେବାଶିଷ ମିଶ୍ର ଆଧାରଜ୍ଞାନୀ ଦେବାଶିଷ ମିଶ୍ରଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ମାଲଟାହିନ୍ଦୀମନମୋହନ ସାମଲମାକାଓଜାଭାସ୍କ୍ରିପ୍ଟନନ୍ଦ କିଶୋର ବଳବୁଦାପେଷ୍ଟତୁର୍କୀନିର୍ମାଲ୍ୟମାଛସିକ୍ଲ ସେଲ୍ ରୋଗହଳଧର ନାଗ୧୯ ଡିସେମ୍ବରଯୁକ୍ତରାଷ୍ଟ୍ର ଆମେରିକାଇରାନସୁରେନ୍ଦ୍ର ମହାନ୍ତିବିଶ୍ୱତାପନ୧୮୭୫ଜନ୍ ଏଫ୍. କେନେଡ଼ିବିଶ୍ୱନାଥ କରତେନ୍ତୁଳିକାର୍ଲ ମାର୍କସମାଙ୍ଗାନିଜନରେନ୍ଦ୍ର ମୋଦୀ୧୪୩୪ମଧ୍ୟ ପ୍ରଦେଶଖଣ୍ଡଗିରି ମେଳା୨୦୨୨ ଫିଫା ବିଶ୍ୱକପ୍ଓଡ଼ିଆ ଖାଦ୍ୟରମାଦେବୀ ଚୌଧୁରୀକୋରାପୁଟଓଡ଼ିଆ ଭାଷାଓଡ଼ିଶାବ୍ୟାଙ୍କ ଅଫ ଇଣ୍ଡିଆଗୌତମ ବୁଦ୍ଧନହୁଷରାଜ ଯୋଗଜୈନ ଧର୍ମକଟକ୧୨୭୪ଓଡ଼ିଆ କଥାଚିତ୍ର ଜଗତନୃସିଂହଭୀମ ଭୋଇରାଉରକେଲାରବର୍ଟ ମୂଗକୋଣାର୍କ ସୂର୍ଯ୍ୟ ମନ୍ଦିରଜର୍ଜିଆଉଇକିଡାଟାଓଡ଼ିଶାର ଲୋକନୃତ୍ୟଭର୍ତ୍ତୃହରି ମହତାବଜୋହାନ୍ ସେବାଷ୍ଟିଆନ୍ ବାକ୍୧୭୫୨ସ୍ୱାମୀ ବିବେକାନନ୍ଦଓଡ଼ିଆ କବି ମାନଙ୍କର ତାଲିକାବିଜୟ ମିଶ୍ରବିଶ୍ୱ ଏଡ୍‌ସ ଦିବସଗଞ୍ଜାମ ଜିଲ୍ଲାସମ୍ବଲପୁରଲକ୍ଷ୍ମୀକାନ୍ତ ମହାପାତ୍ରପୁରୀଦିଲ୍ଲୀଦୀପାବଳୀବାରାକ ଓବାମାଜୟୀ ରାଜଗୁରୁଶ୍ରୀରାଧାଉପନିଷଦଗୋପବନ୍ଧୁ ଦାସନବୀନ ପଟ୍ଟନାୟକଗୋପୀନାଥ ମହାନ୍ତିପଦାର୍ଥ ବିଜ୍ଞାନରମଜାନତାଇୱାନ🡆 More