ଚନ୍ଦ୍ରଗ୍ରହଣ

ଚନ୍ଦ୍ର ପୃଥିବୀର ଚାରିପଟେ ଘୁରୁଥାଏ, ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଥାଏ , ଏହିପରି ଘୂର୍ଣ୍ଣନ ପ୍ରକ୍ରିୟା ଅହରହ ଚାଲିଥାଏ । ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ୟ ଏକା ସରଳ ରେଖାରେ ଅବତୀର୍ଣ୍ଣ କରନ୍ତି ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପାରେ ନାହିଁ ଏବଂ ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ସେହି ସମୟରେ ଚନ୍ଦ୍ର ଲାଲ୍ ଦେଖାଯାଆନ୍ତି , ସେହି ସମୟକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ । ଏହା କେବଳ ପୂର୍ଣିମା ତିଥୀରେ ହୋଇଥାଏ !

ଚନ୍ଦ୍ରଗ୍ରହଣ
୨୦୧୧ ମସିହା ଜୁନ ମାସର ସମ୍ପୂର୍ଣ୍ଣ୍ଣ ଚନ୍ଦ୍ରଗ୍ରହଣ
ଚନ୍ଦ୍ରଗ୍ରହଣ
ଚନ୍ଦ୍ରଗ୍ରହଣର ଜ୍ୟାମିତିକ ଚିତ୍ର

ଚନ୍ଦ୍ରଗ୍ରହଣ ଦୃଶ୍ୟ

ଚନ୍ଦ୍ର ଗ୍ରହଣ ବେଳେ ସୂର୍ଯ୍ୟାଲୋକ ନ ପଡିଲେ ବି ଚନ୍ଦ୍ର ସମ୍ପୂର୍ଣ୍ଣ୍ଣ ଅନ୍ଧକାର ଦେଖାଯାଏ ନାହିଁ । କାରଣ ସୂର୍ଯ୍ୟାଲୋକ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରୁଥିବାରୁ ସୂର୍ଯ୍ୟରଶ୍ମି ପ୍ରତିସରିତ (Refracted) ହୋଇ ଚନ୍ଦ୍ରର ଛାୟା ଶଙ୍କୁ ମଧ୍ୟ ଦେଇ ଯାଏ । ତେବେ ସୂର୍ଯ୍ୟାଲୋକ ପ୍ରତିସରିତ ହୋଇ ଚନ୍ଦ୍ର ପୃଷ୍ଠରେ ପତିତ ହେବା ବେଳେ ଅପେକ୍ଷାକୃତ କମ ତରଙ୍ଗ-ଦୈର୍ଘ୍ୟ ବିଶିଷ୍ଟ ଆଲୋକ ରଶ୍ମି ଏଭଳି ପ୍ରତିସରଣ ବେଳେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାରନ୍ତି ଯାହାକି ମନୁଷ୍ୟ ଦୃଷ୍ଟିରେ ଇଷତ୍ ଲାଲ ବର୍ଣ୍ନ ଦେଖାଯାଏ । ଅତଏବ ଚନ୍ଦ୍ର ପୃଷ୍ଠ ସମ୍ପୂର୍ଣ୍ଣ୍ଣ ଅନ୍ଧକାର ନ ହୋଇ ଗ୍ରହଣ ବେଳେ ଇଷତ୍ ଲାଲ୍ ଦିଶେ । ଅର୍ଥାତ, ପୃଥିବୀକୁ ଘେରି ଯଦି କୌଣସି ବାୟୁମଣ୍ଡଳ ନ ଥାଆନ୍ତା, ତେବେ ଚନ୍ଦ୍ର ଗ୍ରହଣ ବେଳେ ଚନ୍ଦ୍ର ସଂପୂର୍ଣ୍ଣ ଅନ୍ଧକାର ଦେଖାଯାଆନ୍ତା ।

ଚନ୍ଦ୍ରଗ୍ରହଣର ପ୍ରକାର

ପୃଥିବୀର ଚନ୍ଦ୍ର ଉପରେ ପଡୁଥିବା ଛାଇ ଅନୁସାରେ ଚନ୍ଦ୍ରଗ୍ରହଣକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

ଆଂଶିକ ଚନ୍ଦ୍ରଗ୍ରହଣ

ଆଂଶିକ ଗ୍ରହଣରେ, ଚନ୍ଦ୍ର ଉପରେ ପୃଥିବୀର ଛାଇ କିଛି ମାତ୍ରାରେ ପଡିଥାଏ ।

ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ସମ୍ପୂର୍ଣ୍ଣ ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାଇରେ ସମ୍ପୂର୍ଣ୍ଣ ଭାବରେ ଲୁଚିଯାଇଥାଏ ।

ଆଧାର

ବାହାର ତଥ୍ୟ

Tags:

ଚନ୍ଦ୍ରଗ୍ରହଣ ଦୃଶ୍ୟଚନ୍ଦ୍ରଗ୍ରହଣ ର ପ୍ରକାରଚନ୍ଦ୍ରଗ୍ରହଣ ଆଧାରଚନ୍ଦ୍ରଗ୍ରହଣ ବାହାର ତଥ୍ୟଚନ୍ଦ୍ରଗ୍ରହଣଚନ୍ଦ୍ରପୃଥିବୀସୂର୍ଯ୍ୟ

🔥 Trending searches on Wiki ଓଡ଼ିଆ:

ବସନ୍ତ କୁମାର ଶତପଥୀପ୍ରତିଭା ରାୟବଡ଼ଓଷାପୃଥିବୀ ଦିବସଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳସୁଦର୍ଶନ ପଟ୍ଟନାୟକପୃଥିବୀଉପେନ୍ଦ୍ର ଭଞ୍ଜଅଗ୍ନ୍ୟାଶୟ ଅକ୍ଷମତାଗୋବିନ୍ଦ ତ୍ରିପାଠୀପଣାଜଗନ୍ନାଥଶିଖରଚଣ୍ଡୀଭାନୁଜୀ ରାଓଡୋରାଲାନାଡେଲୁମାବବୈଷ୍ଣବ ଚରଣ ପଟ୍ଟନାୟକଚିତ୍ରା (ନକ୍ଷତ୍ର)ଚନ୍ଦ୍ରଶେଖର ରଥବୁଧବାରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଅଂଶୁଘାତଜ୍ଞାନପୀଠ ପୁରସ୍କାରଦଗ୍ଧବିଧାନ ସଭା ସଭ୍ୟଗୋପବନ୍ଧୁ ଦାସହେନା ଫୁଲବ୍ରହ୍ମୋତ୍ରୀ ମହାନ୍ତିସମୀର ରଞ୍ଜନ ଦାଶଶିବ ସେନାସାମବେଦଦିବ୍ୟସିଂହ ଦେବବର୍ଷାରମେଶ ପ୍ରସାଦ ପାଣିଗ୍ରାହୀଶଙ୍କର ପ୍ରସାଦ ତ୍ରିପାଠୀମକର (ରାଶି)ସୁନାବେଶଭାରତର ଜାତୀୟ ପତାକାଓଡ଼ିଆ କଥାଚିତ୍ର ଜଗତରୋମୀୟ ସାମ୍ରାଜ୍ୟଗାଈଟୀକା ଗୋବିନ୍ଦ ଚନ୍ଦ୍ରକରଣ (ଜାତି)କୋରାପୁଟବିବାହଶଶି ଭୂଷଣ ରଥଓଡ଼ିଆସୌଭାଗ୍ୟ କୁମାର ମିଶ୍ରଚୈତ୍ରଜିନା ସାମଲକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାତାମିଲ ଭାଷାବୌଦ୍ଧ ଧର୍ମବିଜ୍ଞାନପ୍ରତିଭା ଶତପଥୀଜୁଲିଅସ ସିଜରହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାମୁମ୍ବାଇରାମକୃଷ୍ଣ ପରମହଂସଅହିଂସାସିକ୍ଲ ସେଲ୍ ରୋଗଦୁଃଶୀଳାରାମଚନ୍ଦ୍ର ବେହେରାହେମୋଫିଲିଆକବିସୂର୍ଯ୍ୟ ବଳଦେବ ରଥଭାରତୀୟ ଜନତା ପାର୍ଟି🡆 More