ମହାସିଦ୍ଧ

ମହାସିଦ୍ଧ ପୂର୍ବରୁ ତାଙ୍କ ରଚିତ ଅନେକ ପୋଥିର ନାମ ତେଙ୍ଗୁର ପୋଥିରେ ଦେଖିବାକୁ ମିଳିଥାଏ । ସେ ଓଡ଼ିଶାରେ ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତରନାଥଙ୍କ ବିବରଣୀରେ ଲିପିବଦ୍ଧ ଅଛି ଯେ ବୁଦ୍ଧ ଦେବ ଭବିଷ୍ୟତ ବାଣୀ କରିଥିଲେ ଯେ କାହ୍ନୁପା ଉରୁବିଷ ବା ଓଡ଼ିଶା ଦେଶରେ ଜନ୍ମଗ୍ରହଣ କରିବେ । କେତେକଙ୍କ ମତରେ କାହ୍ନ ବା କୃଷ୍ଣପାଦ ଜଣେ ବିଶିଷ୍ଟ ବୌଦ୍ଧତାନ୍ତ୍ରିକ ଯୋଗୀ ଥିଲେ ଓ ସେ ସିଦ୍ଧ ଜାଳନ୍ଧରିପାଙ୍କ ଶିଷ୍ୟ ଥିଲେ । ସେ ୭୪ ଖଣ୍ଡ ପୋଥି ରଚନା କରିଥିଲେ ଓ ଜାତିରେ କାୟସ୍ଥ ଥିଲେ । । ତେବେ ସାଧନାମାଳାର ଲେଖକ ଡ.

ବିନୟତୋଷ ଭଟ୍ଟାଚାର୍ଯ୍ୟ କାହ୍ନୁ ପାଙ୍କୁ ଜୁଲ୍ହାଜାତିର ଓ ଓଡ଼ିଆ ଭାଷୀ ବୋଲି ଅଭିହିତ କରିଅଛନ୍ତି ।

ମହାସିଦ୍ଧ
ଜନ ଓ ବର୍ଥ ଫର୍ଡ଼ଙ୍କ ସଂଗ୍ରହରୁ ୧୮ଶ ଶତାବ୍ଦୀରେ ସିଟୁ ପାଞ୍ଚେନଙ୍କଦ୍ୱାରା ଅଙ୍କିତ ଅଷ୍ଟମହାସିଦ୍ଧ ଚିତ୍ର ମଧ୍ୟରୁ ମହାସିଦ୍ଧ ଘଣ୍ଟପା ।

ଚଉରାଶି ସିଦ୍ଧ

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଚଉରାଶି ସିଦ୍ଧାଚାର୍ଯ୍ୟର ବହୁଳ ଉଲ୍ଲେଖ ଦେଖିବାକୁ ମିଳିଥାଏ । ବିଶେଷ ଭାବରେ ସାରଳା ଓ ପଞ୍ଚସଖା କାଳରେ କାହ୍ନୁପା, ମଛେନ୍ଦନାଥ (ମତ୍ସ୍ୟେନ୍ଦ୍ରନାଥ), ଲୁଇପା, ଶବରୀପା, ହାଡ଼ିପା ଓ ବିରୂପାଙ୍କ ନାମ ଉଲ୍ଲେଖଯୋଗ୍ୟ ।

ଚଉରାଶି ସିଦ୍ଧଙ୍କର ନାମ ଓ କାଳ:

ଅଙ୍କ ନାମ ଅନ୍ୟ ନାମ କାଳ ବିଶେଷତା
ଲୁଇପା ଲୁଇପାଦ ଖ୍ରୀ ୭୯୬-୮୦୯ ଆଶ୍ଚର୍ଯ୍ୟଚର୍ଯାଚୟର ୧୨ଟି ଗୀତିକା ରଚନା
ଲୀଳାପା
ବିରୂପା
ଡୋମ୍ବିପା (ଲୁଇପା)ଙ୍କ ଶିଷ୍ୟ
ଶବରପା (ସରହଙ୍କ ଶିଷ୍ୟ)
ସରହପା ସରହପା ଖ୍ରୀ. ୭୬୯-୮୦୯
କଙ୍କାଳିପା
ମୀନପା ଖ୍ରୀ. ୮୦୮-୪୯
ଗୋରକ୍ଷପା
୧୦ ଚଉରାଙ୍ଗିପା
୧୧ ବିଣାପା
୧୨ ଶାନ୍ତିପା ଖ୍ରୀ. ୭୯୪-୧୦୨୯
୧୩ ତନ୍ତିପା
୧୪ ଚମାରିପା
୧୫ ଖଡ଼ଗପା
୧୬ ନାଗାର୍ଜୁନପା
୧୭ କଣହପା ଖ୍ରୀ. ୮୦୯-୪୯
୧୮ କର୍ଣରିପା ଆର୍ଯଦେବ
୧୯ ଅଗଣପା
୨୦ ନାରୋପା ଖ୍ରୀ. ୭୯୪-୧୦୨୬
୨୧ ଶୀଳପା
୨୨ ତିଲୋପା
୨୩ ଛତ୍ରପା
୨୪ ଭଦ୍ରପା
୨୫ ଦୋଖନ୍ଦିପା
୨୬ ଅଜୋଗିପା
୨୭ କାଳପା
୨୮ ଆମ୍ବିପା
୨୯ କଙ୍କଣପା
୩୦ କମ୍ବଳପା
୩୧ ଢେଙ୍କିପା
୩୨ ଉଦେପା
୩୩ ତନ୍ତିପା
୩୪ କୁକୁରିପା କୁକ୍କୁରୀପା
୩୫ କୁସୁନ୍ଦିପା
୩୬ ଧର୍ମପା
୩୭ ମହିପା
୩୮ ଅଚନ୍ତିପା
୩୯ ଭଳହପା
୪୦ ନଳିନପା
୪୧ ଭୁସୁକୁପା
୪୨ ଇନ୍ଦଭୁତି ଇନ୍ଦ୍ରଭୂତି
୪୩ ମେକୋପା
୪୪ କୁଠାଳିପା
୪୫ କମରିପା
୪୬ ଜାଙ୍କଧରିପା
୪୭ ରାହୁଳପା
୪୮ ଧର୍ମରିପା
୪୯ ଧୋକଡ଼ିପା
୫୦ ମେଦିନୀପା
୫୧ ପଙ୍କଜପା
୫୨ ଘଣ୍ଟାପା ବଜ୍ର ଖ୍ରୀ. ୮୦୪-୪୯
୫୩ ଜୋଗିପା ଯୋଗୀପା
୫୪ ଚେଳୁକପା
୫୫ ଗୁଣ୍ଡୁରିପା
୫୬ ଲୁଚିକପା
୫୭ ନିର୍ଗୁଣପା
୫୮ ଜୟାନନ୍ତ
୫୯ ଚର୍ମଟିପା
୬୦ ଚମ୍ପକପା
୬୧ ଭିଖନପା
୬୨ ଭଳିପା
୬୩ କୁମରିପା
୬୪ ଚବରି ଅଜପାଳି
୬୫ ମଣିଭଦ୍ରା (ଯୋଗିନୀ)
୬୬ ମେଖଳପା (ଯୋଗିନୀ)
୬୭ କନଖଳାପା (ଯୋଗିନୀ)
୬୮ କଳକଳାପା
୬୯ କନ୍ଥାଳି
୭୦ ଧୁହୁରିପା
୭୧ ଉଧରିପା
୭୨ କମଳପା
୭୩ କିଳପା
୭୪ ସାଗରପା
୭୫ ସର୍ବଭକ୍ଷପା
୭୬ ନାଗବୋଧିପା
୭୭ ଦାରିକପା
୭୮ ପୁତୁଳିପା
୭୯ ପନହପା
୮୦ କୋକିଳିପା
୮୧ ଅନଙ୍ଗପା
୮୨ ଲକ୍ଷ୍ମୀଙ୍କରା (ଯୋଗିନୀ)
୮୩ ସମୁପପା
୮୪ ଭଳିପା

ଟୀକା

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଅନ୍ନପୂର୍ଣ୍ଣା ମହାରଣାହସ୍ତମୈଥୁନହେମନ୍ତ କୁମାର ଦାସଜର୍ଜ କ୍ୟାଣ୍ଟରବି. ଆର. ଆମ୍ବେଦକରଜଗନ୍ନାଥଙ୍କ ଧୂପବଳରାମ ଦାସଡାଇନୋସରମ୍ୟାଲେରିଆବୌଦ୍ଧ ଧର୍ମଇଟାଲୀସାଧାରଣତନ୍ତ୍ର ଦିବସ (ଭାରତ)ଲକ୍ଷ୍ମୀକାନ୍ତ ମହାପାତ୍ରସ୍ୱାମୀ ବିବେକାନନ୍ଦଯୁକ୍ତରାଷ୍ଟ୍ର ଆମେରିକାପାଳୁଅଓଡ଼ିଶାର ଲୋକନୃତ୍ୟସାନ୍ତାଳୀ ଲୋକସଂସ୍କୃତିରାଜେନ୍ଦ୍ର କିଶୋର ପଣ୍ଡାମହାପାତ୍ର ନୀଳମଣି ସାହୁସାନ୍ତାଳ ଜନଜାତିଶର୍ଦ୍ଦିହିନ୍ଦୁଜାପାନଦୀପକ ମିଶ୍ରପ୍ରଥମ ବିଶ୍ୱଯୁଦ୍ଧହୃଷୀକେଶ ମଲ୍ଲିକଇନ୍‌ଫ୍ଲୁଏଞ୍ଜାକାସ୍ପିଆନ ସାଗରପ୍ରତିଭା ଶତପଥୀସୋମନାଥ୧୯୬୮ଜଗନ୍ନାଥଙ୍କ ବେଶଧର୍ମପଦବ୍ୟକ୍ତିଗତ ଅର୍ଥବ୍ୟବସ୍ଥାପ୍ରମୋଦ କୁମାର ମହାନ୍ତିଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଓମ'ଙ୍କ ନିୟମଶ୍ରାଦ୍ଧବୀଣାପାଣି ମହାନ୍ତିପାରମିତା ଶତପଥୀଗୌତମ ବୁଦ୍ଧବସନ୍ତ କୁମାରୀ ଦେବୀବୈଦେହୀଶ ବିଳାସଶିବଲିଙ୍ଗଦଶହରାବୀର ହନୁମାନ ମନ୍ଦିର, ରାୟଗଡ଼ଉତ୍କଳ ଦିବସମହାପ୍ରସାଦରାଜନୀତି ବିଜ୍ଞାନବ୍ରହ୍ମା ମନ୍ଦିର, ବିନ୍ଦୁସାଗରରଜନୀ ରଞ୍ଜନହିନ୍ଦୁ ଧର୍ମଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଇଂରାଜୀ ଭାଷାଲିଓନପରିସଂଖ୍ୟାନଓଡ଼ିଶାଆଣ୍ଟିବଡି୧୯୮୮କଣ୍ଡୋମବିପିନ ବିହାରୀ ମିଶ୍ରଗୋପୀନାଥ ମହାନ୍ତିବଡ଼ପଡ଼ାଧନୁଯାତ୍ରାବର୍ଷାମହୁମାଛି୦ (ସଂଖ୍ୟା)🡆 More