ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା

୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନ ହେବା ପରେ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିବା ବ୍ୟକ୍ତି ବିଶେଷଙ୍କ ତାଲିକା:

ନାମ କାର୍ଯ୍ୟକାଳ ସୂଚନା
ରଘୁବର ଦାସ ୧୮ ଅକ୍ଟୋବର ୨୦୨୩ଠାରୁ ଏପର୍ଯ୍ୟନ୍ତ
ଗଣେଶୀ ଲାଲ ୨୬.୦୫.୨୦୧୮ଠାରୁ ୧୮ ଅକ୍ଟୋବର ୨୦୨୩
ସତ୍ୟ ପାଳ ମଲିକ ୨୧.୦୩.୨୦୧୮ଠାରୁ ୨୫.୦୫.୨୦୧୮ ଅତିରିକ୍ତ ଦାୟିତ୍ୱ
ଏସ. ସି. ଜମିର ୦୯.୦୩.୨୦୧୩ଠାରୁ ୨୦.୦୩.୨୦୧୮
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ୨୧ ଅଗଷ୍ଟ ୨୦୦୭ଠାରୁ ୯ ମାର୍ଚ୍ଚ ୨୦୧୩
ରାମେଶ୍ୱର ଠାକୁର ୧୭ ନଭେମ୍ବର ୨୦୦୪ଠାରୁ ୨୧ ଅଗଷ୍ଟ ୨୦୦୭
ଏମ୍.ଏମ୍. ରାଜେନ୍ଦ୍ରନ ୧୫.୧୧.୧୯୯୯ଠାରୁ ୧୭.୧୧.୨୦୦୪
ସି. ରଙ୍ଗରାଜନ ୨୭.୦୪.୧୯୯୮ଠାରୁ ୧୪ ନଭେମ୍ବର ୧୯୯୯
କେ. ଭି. ରଘୁନାଥ ରେଡ୍ଡୀ ୧୩.୧୨.୧୯୯୭ଠାରୁ ୨୭.୦୪.୧୯୯୮
ଗୋପାଳ ରାମାନୁଜମ ୧୩.୦୨.୧୯୯୭ଠାରୁ ୧୩.୧୨.୧୯୯୭
କେ. ଭି. ରଘୁନାଥ ରେଡ୍ଡୀ ୩୧ ଜାନୁଆରୀ ୧୯୯୭ଠାରୁ ୧୨ ଫେବୃଆରୀ ୧୯୯୭
ଗୋପାଳ ରାମାନୁଜମ ୧୮.୦୬.୧୯୯୫ଠାରୁ ୩୦ ଜାନୁଆରୀ ୧୯୯୭
ବି. ସତ୍ୟନାରାୟଣ ରେଡ୍ଡୀ ୦୧.୦୬.୧୯୯୩ଠାରୁ ୧୭.୦୬.୧୯୯୫
ସୟଦ ନୁରୁଲ ହାସନ ୦୧.୦୨.୧୯୯୩ଠାରୁ ୩୧.୦୫.୧୯୯୩
ଯଜ୍ଞଦତ୍ତ ଶର୍ମା ୦୭.୦୨.୧୯୯୦ଠାରୁ ୦୧.୦୨.୧୯୯୩
ସୟଦ ନୁରୁଲ ହାସନ ୨୦.୧୧.୧୯୮୮ଠାରୁ ୦୬.୦୨.୧୯୯୦
ବିଶ୍ୱମ୍ବର ନାଥ ପାଣ୍ଡେ ୧୭.୦୮.୧୯୮୩ଠାରୁ ୨୦.୧୧.୧୯୮୮
ଚେପ୍ପୁଦିର ମୁଥାନ ପୂନାଚା ୦୧.୦୯.୧୯୮୨ଠାରୁ ୧୭ ଅଗଷ୍ଟ ୧୯୮୩
ରଙ୍ଗନାଥ ମିଶ୍ର ୨୫ ଜୁନ ୧୯୮୨ଠାରୁ ୩୧ ଅଗଷ୍ଟ ୧୯୮୨ କାର୍ଯ୍ୟକାରୀ
ଚେପ୍ପୁଦିର ମୁଥାନ ପୂନାଚା ୦୪.୧୧.୧୯୮୦ଠାରୁ ୨୪.୦୬.୧୯୮୨
ସୁକାନ୍ତ କିଶୋର ରାୟ ୦୧.୧୦.୧୯୮୦ଠାରୁ ୦୩.୧୧.୧୯୮୦ କାର୍ଯ୍ୟକାରୀ
ଚେପ୍ପୁଦିର ମୁଥାନ ପୂନାଚା ୩୦.୦୪.୧୯୮୦ଠାରୁ ୩୦.୦୯.୧୯୮୦
ଭଗବତ ଦୟାଲ ଶର୍ମା ୨୩.୦୯.୧୯୭୭ଠାରୁ ୩୦.୦୪.୧୯୮୦
ହରିଚରଣ ସିଂହ ବ୍ରାର ୦୭.୦୨.୧୯୭୭ଠାରୁ ୨୨.୦୯.୧୯୭୭
ଶିବ ନାରାୟଣ ଶଙ୍କର ୧୭.୦୪.୧୯୭୬ଠାରୁ ୦୭.୦୨.୧୯୭୭
ଆକବର ଅଲୀ ଖାଁ ୨୫.୧୦.୧୯୭୪ଠାରୁ ୧୭.୦୪.୧୯୭୬
ଗତିକୃଷ୍ଣ ମିଶ୍ର ୨୧.୦୮.୧୯୭୪ଠାରୁ ୨୫.୧୦.୧୯୭୪ କାର୍ଯ୍ୟକାରୀ
ବସପ୍ପା ଦନପ୍ପା ଜତ୍ତି ୦୮.୧୧.୧୯୭୨ଠାରୁ ୨୦.୦୮.୧୯୭୪
ଗତିକୃଷ୍ଣ ମିଶ୍ର ୦୧.୦୭.୧୯୭୨ଠାରୁ ୦୮.୧୧.୧୯୭୨ କାର୍ଯ୍ୟକାରୀ
ଯୋଜେନ୍ଦ୍ର ସିଂହ ୨୦.୦୯.୧୯୭୧ଠାରୁ ୩୦.୦୬.୧୯୭୨
ଶକୁନ୍ତଳା ଶାହ ଅନ୍ସାରୀ ୩୧.୦୧.୧୯୬୮ଠାରୁ ୨୦.୦୯.୧୯୭୧
ଅଯୋଧ୍ୟା ନାଥ ଖୋସ୍ଲା ୧୨.୦୯.୧୯୬୬ଠାରୁ ୩୦.୦୧.୧୯୬୮
ଖଲୀଲ୍ଲ ଅହମ୍ମଦ ୦୫.୦୮.୧୯୬୬ଠାରୁ ୧୧.୦୯.୧୯୬୬
ଅଯୋଧ୍ୟା ନାଥ ଖୋସ୍ଲା ୧୬.୦୯.୧୯୬୨ଠାରୁ ୦୫.୦୮.୧୯୬୬
ଯଶବନ୍ତ ନାରାୟଣ ସୁକ୍ଥାଙ୍କର ୩୧.୦୭.୧୯୫୭ଠାରୁ ୧୫.୦୯.୧୯୬୨
ଭୀମସେନ ସଚାରା ୧୨.୦୯.୧୯୫୬ଠାରୁ ୩୧.୦୭.୧୯୫୭
ପି. ଏସ୍. କୁମାରସ୍ୱାମିରାଜା ୧୦.୦୨.୧୯୫୪ଠାରୁ ୧୧.୦୯.୧୯୫୬
ସୟିଦ ଫଜଲ ଅଲି ୦୭.୦୬.୧୯୫୨ଠାରୁ ୦୯.୦୨.୧୯୫୪
ଏମ୍. ଆସଫ ଅଲି ୧୮.୦୭.୧୯୫୧ଠାରୁ ୦୬.୦୬.୧୯୫୨
ଭି. ପି. ମେନନ ୦୬.୦୫.୧୯୫୧ଠାରୁ ୧୭.୦୭.୧୯୫୧
ଏମ୍. ଆସଫ ଅଲି ୨୧.୦୬.୧୯୪୮ଠାରୁ ୦୫.୦୫.୧୯୫୧
କୈଳାସ ନାଥ କାଟଜୁ ୧୫.୦୮.୧୯୪୭ଠାରୁ ୨୦.୦୬.୧୯୪୮
ଚନ୍ଦୁଲାଲ ତ୍ରିବେଦୀ ୦୧.୦୪.୧୯୪୬ଠାରୁ ୧୪.୦୮.୧୯୪୭
ହାଥୋର୍ନ ଲୁଇସ ୦୧.୦୪.୧୯.୪୧ଠାରୁ ୩୧.୦୩.୧୯୪୬
ଜନ ଅଷ୍ଟିନ ହବ୍ୱାକ ୦୮.୧୨.୦୯୩୮ଠାରୁ ୩୧.୦୩.୧୯୪୧
ଜର୍ଜ ଟାଉନ୍ସେଣ୍ଡ ବଙ୍ଗ ୧୧.୦୮.୧୯୩୮ଠାରୁ ୦୭.୧୨.୧୯୩୮
ଜନ ଅଷ୍ଟିନ ହବ୍ୱାକ ୦୧.୦୪.୦୯୩୬ଠାରୁ ୧୧.୦୮.୧୯୩୮

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଧୋତିସଞ୍ଚୟ ଖାତାଶବ୍ଦ (ଧ୍ୱନି)ନଦୀନବକଳେବରଅହଲ୍ୟାତୁଳସୀ ଗଛଝୁମରସୁନାବେଶଶିମିଳିପାଳ ଜାତୀୟ ଉଦ୍ୟାନରମାଦେବୀ ଚୌଧୁରୀସମ୍ବାଦ (ଖବରକାଗଜ)ଭୁବନେଶ୍ୱର ମିଶ୍ରକାହ୍ନୁଚରଣ ମହାନ୍ତିରଙ୍ଗବତୀବାଘବିନୋଦ ଚନ୍ଦ୍ର ନାୟକଗୁରୁ ପ୍ରସାଦ ମହାନ୍ତିଅହଲ୍ୟା (ଓଡ଼ିଆ କଥାଚିତ୍ର)ସମୟ (କାଳ)କାମଦା ଏକାଦଶୀଶିଖରଚଣ୍ଡୀଛେନା ମୁଡୁକିକୃଷ୍ଣଚନ୍ଦ୍ର ପାଣିଗ୍ରାହୀନଟବର ଶତପଥୀକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶତ୍ରୁଘ୍ନ ପାଣ୍ଡବବିଶ୍ୱନାଥ ଦାସକିଶୋରୀ ଚରଣ ଦାସଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଦର ଟେରେସାରାଧାମୋହନ ଗଡ଼ନାୟକଭାରତଡୋରାପଠାଣି ପଟ୍ଟନାୟକବ୍ରଜନାଥ ବଡ଼ଜେନାବଡ଼ଦିନwiki.phtmlଦଗ୍ଧପୃଥିବୀ ଦିବସରମଜାନ୮ ଅପ୍ରେଲନରେନ୍ଦ୍ର ମୋଦୀଦାଶରଥୀ ଜେନାବୁଧେଇ ଓଷାବୈକୁଣ୍ଠନାଥ ପଟ୍ଟନାୟକଜୟଦେବ ଜେନାବ୍ରାଉଜରଉତ୍କଳ ସମ୍ମିଳନୀଦଳିତଚିଲିକା ହ୍ରଦରାମକୃଷ୍ଣ ପରମହଂସମହାବୀର ଜୈନତାରାପ୍ରସାଦ ଦାସଏମିତି ଭାଇ ଜଗତେ ନାହିଁବ୍ରାହ୍ମଣଚାରି ଧାମପାରାଦ୍ୱୀପମସ୍କୋଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର🡆 More