ଅଂଶୁପା ହ୍ରଦ: ଭାରତର ଏକ ହ୍ରଦ

ଅଂଶୁପା ହ୍ରଦ କଟକ ଜିଲ୍ଲାରେ ଅବସ୍ଥିତ ଏକ ମଧୁର ଜଳ ଓ ଅଶ୍ୱଖୁରାକୃତି ହ୍ରଦ ।

ଅଂଶୁପା ହ୍ରଦ
ଅଂଶୁପା ହ୍ରଦ: ଭାରତର ଏକ ହ୍ରଦ
ଅଂଶୁପା ହ୍ରଦରେ ସୂର୍ଯ୍ୟାସ୍ତର ଦୃଶ୍ୟ
ଅବସ୍ଥାନକଟକ, ଓଡ଼ିଶା
ଦିଗବାରେଣି20°27′33″N 85°36′13″E / 20.4591°N 85.6037°E / 20.4591; 85.6037
Typeମଧୁର ଜଳ ହ୍ରଦ
ନିଷ୍କାସନ କ୍ଷେତ୍ରସ୍ଥ  ଦେଶଭାରତ
ସର୍ବାଧିକ ଲମ୍ବ୫ କି.ମି.
ସର୍ବାଧିକ ଓସାର୧.୬ କି.ମି.
କ୍ଷେତ୍ରଫଳ୧୪୧ ହେକ୍ଟର

ଅବସ୍ଥାନ

ଏହା ମହାନଦୀ କୂଳରେ, ବାଙ୍କୀର ବିପରୀତ ଦିଗରେ ପାଖାପାଖି ୧୪୧ ହେକ୍ଟର ଜମିରେ ବ୍ୟାପିଅଛି । ବାଙ୍କୀରେ ଅବସ୍ଥିତ ଏହି ହ୍ରଦ କଟକ ସହରଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଯାହା ଶୀତଦିନରେ ବହିରାଗତ ଚଢ଼େଇମାନଙ୍କ ପାଇଁ ଏକ ବାସସ୍ଥାନ ଭଳି କାମକରିଥାଏ । ସରଣ୍ଡା ପାହାଡ଼ ପାଖରେ ଏହା ବାଉଁଶ ବଣ ଓ ଆମ୍ବ ତୋଟା ଭିତରେ ରହିଛି । ଅଂଶୁପା ହ୍ରଦରେ ନୌକା ଚାଳନା ଓ ମାଛଧରାର ସୁବିଧା ମଧ୍ୟ ଅଛି । ୨୦୨୧ ମସିହାରୁ ଏହି ହ୍ରଦକୁ ରାମସାର ସାଇଟ ଭାବରେ ଘୋଷିତ କରାଯାଇଛି ।}}

ଆଧାର

ଅଧିକ ତଥ୍ୟ

Tags:

କଟକ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

କାଞ୍ଚନ ଅବସ୍ତିଭାତମୟୂରଅହଲ୍ୟା (ଓଡ଼ିଆ କଥାଚିତ୍ର)ରାଧାନାଥ ରାୟକାଞ୍ଚନ ଅୱସ୍ତିଜୁଲିଅସ ସିଜର୪ ଅପ୍ରେଲଓଡ଼ିଆ କଥାଚିତ୍ର ଜଗତଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଓଡ଼ିଆ ନବବର୍ଷବିଶ୍ୱ ମ୍ୟାଲେରିଆ ଦିବସଗୋଦାବରୀଶ ମିଶ୍ରବିଶ୍ୱନାଥ ଦାସନଅଙ୍କ ଦୁର୍ଭିକ୍ଷଇସଲାମ ଧର୍ମଗୁରୁତୁଷାରକାନ୍ତି ବେହେରାଶ୍ରୀନିବାସ ରାମାନୁଜନମସ୍କୋସଂସ୍କୃତ ଭାଗବତଭାରତୀୟ ଜନତା ପାର୍ଟିମୁମ୍ବାଇକରଣ (ଜାତି)ରାମଚନ୍ଦ୍ର ବେହେରାବୈକୁଣ୍ଠନାଥ ପଟ୍ଟନାୟକIndiaକବି ପ୍ରସାଦ ମିଶ୍ରସୁରେନ୍ଦ୍ର ମହାନ୍ତିwiki.phtmlଜାନକୀ ବଲ୍ଲଭ ପଟ୍ଟନାୟକନଟବର ଶତପଥୀଟୀକା ଗୋବିନ୍ଦ ଚନ୍ଦ୍ରବଡ଼ଦିନଶିଖରଚଣ୍ଡୀତୁଳସୀ ଗଛଓଡ଼ିଆ ସାହିତ୍ୟଉତ୍କଳ ସମ୍ମିଳନୀଭୁବନେଶ୍ୱରଜୟନାରାୟଣ ମିଶ୍ରବେଦବିଜ୍ଞାନଚନ୍ଦନ ଯାତ୍ରାନବକୃଷ୍ଣ ଚୌଧୁରୀମହାତ୍ମା ଗାନ୍ଧୀବ୍ରାଉଜରସମ୍ବାଦ (ଖବରକାଗଜ)ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଆଶୁତୋଷ ପରିଡ଼ାକଟକ ଜିଲ୍ଲାସୁନାଆଣ୍ଟିସାଇକୋଟିକଜ୍ଞାନକୋଷଧର୍ମରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାସଚିନ ତେନ୍ଦୁଲକରକିରଣ ବେଦୀଜୟ ଜଗନ୍ନାଥଧର୍ମଗଡ଼ଗଙ୍ଗାଧର ମେହେରସ୍ୱାସ୍ଥ୍ୟକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଚିଲିକା ହ୍ରଦଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ଅଟିଜିମ୍‌🡆 More