ଦେବପ୍ରସାଦ ଦାଶ: ଭାରତୀୟ ଓଡ଼ିଆ ଲେଖକ

ଦେବପ୍ରସାଦ ଦାଶ, ଓଡ଼ିଶାର ଜଣେ ଜଣାଶୁଣା ଲେଖକ, ଅଭିନେତା ଓ ସମ୍ବାଦ ପାଠକ । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟ ଆଦିରେ ସେ ନିଜ ଲେଖନି ଚାଳନା କରିଥାନ୍ତି । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ବରାବର ଦେଖିବାକୁ ମିଳିଥାଏ । ଦୂରଦର୍ଶନର ଜଣେ ସମ୍ବାଦ ପାଠକ ଭାବରେ ସେ ଖୁବ ପରିଚିତ । ସେ, ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ପଚିଚାଳନା ମଧ୍ୟ କରିଥାଆନ୍ତି । ଇନ୍ଦ୍ରଧନୁର ଛାଇ ଓ କଥାନ୍ତର ଚଳଚ୍ଚିତ୍ର ମାଧ୍ୟମରେ, ସେ ନିଜର ଅଭିନୟ ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିଛନ୍ତି ।

ଦେବପ୍ରସାଦ ଦାଶ: ରଚନାବଳୀ, ସମ୍ମାନ ଓ ପୁରସ୍କାର, ଆଧାର
ବୃତ୍ତିସାହିତ୍ୟିକ, ଅଭିନେତା ଓ ସମ୍ବାଦ ପାଠକ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ରାଜନୈତିକ ବିଜ୍ଞାନ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି କଲେଜ
ସାହିତ୍ୟ କୃତିଭୋର
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଦେବପ୍ରସାଦ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଫିସର ଭାବରେ ମଧ୍ୟ କାର୍ଯ୍ୟରତ । ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ କାମକରି ସେ ବହୁବାର ବିବାଦ ମଧ୍ୟରେ ରହି ଆସିଛନ୍ତି । ୨୦୧୮ ମେ ମାସରେ ସେ ସରକାରଙ୍କଦ୍ୱାରା ନିଲମ୍ବିତ ମଧ୍ୟ ହୋଇଥିଲେ ।

ରଚନାବଳୀ

ଗଳ୍ପ ସଂକଳନ

  • ଇନ୍ଦ୍ରଧନୁର ରଙ୍ଗ
  • ଗଜପତି
  • ଦଙ୍ଗା
  • ମୁହଁ
  • କାନ୍ଥ
  • ଆଲୋଚନା
  • ଭୋର

ପ୍ରବନ୍ଧ ସଂକଳନ

  • ଆମ ସମୟ
  • ଦୁଃଖର ଇଲାକା ଓ ଅନ୍ୟାନ୍ୟ ପ୍ରବନ୍ଧ
  • ଆତଙ୍କବାଦ
  • ଓସାମା ବିନ୍ ଲାଦେନ ଓ ସହସ୍ରାଦ୍ଧର ପ୍ରଥମ ଯୁଦ୍ଧ

ସମ୍ପାଦନା

  • ଝିଅ

ଅନୁବାଦ

  • ଦେଶ ପରଦେଶ(କମଳେଶ୍ୱରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ)

ଅନ୍ୟାନ୍ୟ

  • ଇଣ୍ଡିଆ ଷ୍ଟୋରି(ଇଂରାଜୀରେ ନିରଞ୍ଜନ ପତି ଓ ସନ୍ଧ୍ୟାରାଣୀ ନାୟକଙ୍କ ସହଲିଖିତ)

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଭୋର ପାଇଁ), ୨୦୦୯
  • ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର - ୨୦୦୪
  • ସମ୍ମା ସମ୍ମାନ - ୨୦୧୨
  • ଏକାମ୍ର ସଂସ୍କୃତି ସମ୍ମାନ - ୨୦୧୦
  • କଥା ନବପ୍ରତିଭା ସମ୍ମାନ
  • କିଶୋରୀ ଚରଣ ଦାସ ଗଳ୍ପ ପୁରସ୍କାର
  • ଅମୃତାୟନ ଗଳ୍ପ ପୁରସ୍କାର
  • ସୁଧନ୍ୟା ଗଳ୍ପ ପୁରସ୍କାର

ଆଧାର

Tags:

ଦେବପ୍ରସାଦ ଦାଶ ରଚନାବଳୀଦେବପ୍ରସାଦ ଦାଶ ସମ୍ମାନ ଓ ପୁରସ୍କାରଦେବପ୍ରସାଦ ଦାଶ ଆଧାରଦେବପ୍ରସାଦ ଦାଶଇନ୍ଦ୍ରଧନୁର ଛାଇକଥାନ୍ତର

🔥 Trending searches on Wiki ଓଡ଼ିଆ:

ନିଗମାନନ୍ଦ ପରମହଂସସିପାହୀ ବିଦ୍ରୋହମହାଶ୍ୱେତା ରାୟଖାରବେଳହରିହର ବେଶଯୀଶୁସଂଯୁକ୍ତା ପାଣିଗ୍ରାହୀଇରଫାନ ପଠାଣନୀଳିମା ଆଜୀମରାସାୟନିକ ମୌଳିକବୀର ସୁରେନ୍ଦ୍ର ସାଏଶ୍ରୀମନ୍ଦିରର ଗଣେଶ ମନ୍ଦିରଭୁବନେଶ୍ୱରପର୍ଯ୍ୟାୟ ସାରଣୀ (ବୃହତ ସଂସ୍କରଣ)ସଚ୍ଚିଦାନନ୍ଦ ରାଉତରାୟମୂଳା (ନକ୍ଷତ୍ର)ଅଷ୍ଟ୍ରେଲିଆଦୁର୍ଗାମହା ଶିବରାତ୍ରିମୟୂରଭଞ୍ଜ ରାଜ୍ୟଭାଷା ବିଜ୍ଞାନରାମଚନ୍ଦ୍ର ମିଶ୍ରଶତ୍ରୁଘ୍ନ ପାଣ୍ଡବକ୍ରିକେଟଗଜ ଉଦ୍ଧାରଣ ବେଶବିଜୁ ଜନତା ଦଳଭଗୀରଥ ଦାସଉତ୍କଳ ଦିବସମୟୂରଭଞ୍ଜ ଜିଲ୍ଲାଓଲେନା ଜେଲେନସ୍କାଲାଓସମହାତ୍ମା ଗାନ୍ଧୀବିଶ୍ୱନାଥ କରନବକଳେବରବିରିଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗବିଶାଖା (ନକ୍ଷତ୍ର)ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାବରଗଛଜାତୀୟ ସଙ୍ଗୀତମହାବୀର ଜୈନଚୋଡ଼ଗଙ୍ଗ ଦେବଋଷିଆଠିଆକିଆ ବେଶଭ୍ୟାକୁମ୍ କ୍ଲିନର୍କଳାହାଣ୍ଡି ଜିଲ୍ଲାଭୀମ ପୃଷ୍ଟିଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଟୁକାଟିନିବ୨୦୧୯ ଭାରତୀୟ ସାଧାରଣ ନିର୍ବାଚନଗଙ୍ଗାଧର ମେହେରଅଖିଳ ମୋହନ ପଟ୍ଟନାୟକହସ୍ତମୈଥୁନସେହି ଦିନକନ୍ୟା (ରାଶି)ରାବଣାନୁଗ୍ରହଗଣେଶବିଶ୍ୱ ବୌଦ୍ଧିକ ସମ୍ପଦ ଦିବସଓଡ଼ିଶାର ଇତିହାସସୋଫିଆ ଆଲାମଚନ୍ଦ୍ରଶେଖର ରଥସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)ରାମାୟଣ (ବହୁବିକଳ୍ପ)ଶିବପ୍ରାଣକୃଷ୍ଣ ପରିଜାଫ୍ରୋଭାଟ୍ରିପଟାନପ୍ରଧାନ ପୃଷ୍ଠାଅନ୍ତର୍ଜାତୀୟ ମାତୃଭାଷା ଦିବସଆମ୍ବଦାସକାଠିଆଜୟ ଜଗନ୍ନାଥ🡆 More