ମେଧା ପାଟକର: ସମାଜସେବୀ

ଛାଞ୍ଚ:ତିଆରି ଚାଲୁଛି

ମେଧା ପାଟକର
ମେଧା ପାଟକର: ପ୍ରାରମ୍ଭ ଜୀବନ, ବିଭିନ୍ନ କାର୍ଯ୍ୟରେ ସକ୍ରିୟ, ରାଜନୀତି ଜୀବନ
ମେଧା ପାଟକର ୨୦୦୨
ଜନ୍ମ (1954-12-01) ଡିସେମ୍ବର ୧, ୧୯୫୪ (ବୟସ ୬୯)
ଅନ୍ୟ ନାମମେଧା ତାଇ
ଶିକ୍ଷାଏମେ ଇନ ସୋସିଆଲ ୱର୍କ
ଶିକ୍ଷାନୁଷ୍ଠାନTata Institute of Social Sciences
National Alliance of People's Movements (NAPM)
ଆନ୍ଦୋଳନନର୍ମଦା ବଞ୍ଚାଅ ଆନ୍ଦୋଳନ
ପୁରସ୍କାରରାଇଟ ଲାଇଭଲିହୁଡ଼ ଆୱାର୍ଡ

ମେଧା ପାଟକର (୧ ଡିସେମ୍ବର ୧୯୫୪), ଜଣେ ସମାଜସେବୀ ଯେ କି ଆଦିବାସୀ,ଦଳିତ, ଚାଷୀ, ଶ୍ରମିକ ଏବଂ ମହିଳାଙ୍କ ପ୍ରତି ହଉଥିବା ଅନ୍ୟାୟ ବିରୋଧରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରନ୍ତି ଏବଂ ସେ ବିଭିନ୍ନ ରାଜନୈତିକ ଓ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ସେ ତିନୋଟି ରାଜ୍ୟର:ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଏବଂ ଗୁଜରାଟ ୩୧ ବର୍ଷ ପୁରୁଣା ଲୋକମାନଙ୍କୁ ନେଇ ଆନ୍ଦୋଳନ ଆରମ୍ଭ କରିଥିଲେ।ନର୍ମଦା ବଞ୍ଚାଅ ଆନ୍ଦୋଳନ(ଏନବିଏ) ଉଦ୍ଦେଶ୍ୟ ଥିଲା କି ଡ୍ୟାମ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଇଥିବା ଲୋକମାନଙ୍କୁ ଉଚିତ ନ୍ୟାୟ ମିଳୁ। ସେ ନ୍ୟାସନାଲ ଆଲେଆନ୍ସ ଅଫ୍ ପିପୁଲ ମୁମ୍ବମେଣ୍ଟ, ଏବଂ ଅାଲେଆନ୍ସ ପିପୁଲ ଅର୍ଗନାଇଜେସନର ପ୍ରତିଷ୍ଠାତା। ସେ ଡ୍ୟାମ କମିଶନର,ଯେ ଦୁନିଆର ପରିବେଶ, ସାମାଜିକ,ରାଜନୀତିକ ଓ ଆର୍ଥିକ ବିକାଶ ପାଇଁ କାର୍ଯ୍ୟ କରିଥାଏ ତାଙ୍କ ସମୁଖରେ ସେ ଡ୍ୟାମର ଏକ ପ୍ରସ୍ତାବ ଉପସ୍ଥାନ କରିଥିଲେ,ଅଲଗା ଉପାୟ ମଧ୍ୟ ଚିନ୍ତା କରିଥିଲେ।

ପ୍ରାରମ୍ଭ ଜୀବନ

ସ୍ୱାଧୀନ ସଂଗ୍ରାମୀ ଏବଂ ଶ୍ରମିକ ସଂଗଠନ ନେତ୍ରୀ ମେଧା ପାଟକାରଙ୍କ ଜନ୍ମ ମୁମ୍ବାଇ, ମହାରାଷ୍ଟ୍ରରେ ୧ଡିସେମ୍ବର୧୯୫୪ ତାଙ୍କ ମାତା ଇନ୍ଦୁମତୀ ପିତା ବସନ୍ତ କହନକର।ପାଟକର ସୋସିଆଲ ୱର୍କରେ ଏମେ ଟାଟା ଇଂଷ୍ଟିଚିୟୁଟ ଅଫ୍ ସୋସିଆଲ ସାଇନ୍ସ କଲେଜରେ କାଟିଥିଲେ।ସେ ସ୍ୱେଚ୍ଛା ସଂଗଠନମାନଙ୍କ ସହ ମୁମ୍ବାଇରେ ଅନୁସୂଚିତ ଲୋକମାନଙ୍କ ପାଇଁ ୫ ବର୍ଷ କାର୍ଯ କରିଥିଲ, ସେ ୩ ବର୍ଷ ପାଇଁ ଉତ୍ତର-ପୂର୍ବ ଗୁଜରାଟ ଜିଲ୍ଲାରେ ଅନୁସୂଚିତ ଜନଜାତି ଜାତିଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରିଥିଲେ। ସେ ପିଏଚଡ଼ିରେ ସ୍କାରଲସିପ ପାଇ ଟିଇସସରେ,ଅର୍ଥନୀତିକ ଉନ୍ନତି ଏବଂ ପରମ୍ପରା ସମାଜ ଉପରେ କିପରି ପ୍ରଭାବ ପକାଉଛି ତାଉପରେ ପଢ଼ିଥିଲେ।

ବିଭିନ୍ନ କାର୍ଯ୍ୟରେ ସକ୍ରିୟ

ନର୍ମଦା ବଞ୍ଚାଅ ଆନ୍ଦୋଳନ

ନର୍ମଦା ବଞ୍ଚାଅ ଆନ୍ଦୋଳନ ଏକ ସାମାଜିକ ଆନ୍ଦୋଳନ ଯାହା୧୯୮୫ରେ ଆରମ୍ଭ ହୋଇଥିଲା ଯାହାର ଉଦେଶ୍ୟ ଥିଲା ଆଦିବାସୀ, କିଷାନ, ମାଛଚାଷୀଙ୍କ ଏବଂ ନର୍ମଦା କୂଳରେ ବସବାସ କରୁଥିବା ଲୋକମାନଙ୍କଅଧିକାର ଓନ୍ୟାୟ ପାଇଁ ଥିଲା।ସବୁ ବର୍ଗର ଲୋକ ତାଙ୍କ ସହ ଏକମତ ଥିଲେ।

ମେଧା ପାଟକର: ପ୍ରାରମ୍ଭ ଜୀବନ, ବିଭିନ୍ନ କାର୍ଯ୍ୟରେ ସକ୍ରିୟ, ରାଜନୀତି ଜୀବନ 
ମାର୍ଚ୍ଚ ୨୦୧୨ରେ ମେଧା ପାଟକାର

ଘର ବଞ୍ଚାଅ ଘର ବନାଅ ଆନ୍ଦୋଳନ

ହିରନନ୍ଦିନୀ ଜମି ଘୋଟଲା

ରାଜନୀତି ଜୀବନ

ପୁରସ୍କାର ଓ ସମ୍ମାନ

  • ୧୯୯୧: ରାଇଟ ଲିଭିଲିହୁଡ଼ ଆୱାର୍ଡ
  • ୧୯୯୨: ଗୋଲଡ଼ମ୍ୟାନ ଏନଭରମେଣ୍ଟ ଆୱାର୍ଡ
  • ୧୯୯୫: ଗ୍ରୀନ ରିବୋନ ଆୱାର୍ଡ ,ବିବିସି ପାଇଁ ,ଇଂଲଣ୍ଡବେଷ୍ଟ ଅନ୍ତର୍ଜାତୀୟ ରାଜନୀତି ପ୍ରଚାରକ
  • ୧୯୯୯: ହିୟୁମାନ ରାଇଟ ଡେଫେନଡ଼ରସ୍,ଅନ୍ତର୍ଜାତୀୟ ଆମେନଷ୍ଟରି, ଜର୍ମାନୀ
  • 1999: ଏମ.ଏ. ଥୋମାସ ନ୍ୟାସନାଲ ହିୟୁମାନ ରାଇଟ ଆୱାର୍ଡ ଭାରତ ଗାଁ ଆନ୍ଦୋଳନ
  • ୧୯୯୯:ପର୍ସନ ଅଫ୍ ଦି ଇୟର ବିବିସି
  • ୧୯୯୯: ଦିନନାଥ ମଙ୍ଗେସକର ଆୱାର୍ଡ
  • ୧୯୯୯:କୁଣ୍ଡଳ ଲାଲ ଆୱାର୍ଡ ଶାନ୍ତି ପାଇଁ
  • ୧୯୯୯: ମହାତ୍ମା ଫୁଲେ ଆୱାର୍ଡ
  • ୨୦୧୩: ଭୀମ ବାଇ ଆମ୍ବେଦକର ଆୱାର୍ଡ
  • ୨୦୧୪: ମଦର ଟେରେସା ଆୱାର୍ଡ ସାମାଜିକ ନ୍ୟାୟ ପାଇଁ,

ସମ୍ମାନ

ସମ୍ମାନ

Tags:

ମେଧା ପାଟକର ପ୍ରାରମ୍ଭ ଜୀବନମେଧା ପାଟକର ବିଭିନ୍ନ କାର୍ଯ୍ୟରେ ସକ୍ରିୟମେଧା ପାଟକର ରାଜନୀତି ଜୀବନମେଧା ପାଟକର ପୁରସ୍କାର ଓ ସମ୍ମାନମେଧା ପାଟକର ସମ୍ମାନମେଧା ପାଟକର ସମ୍ମାନମେଧା ପାଟକର

🔥 Trending searches on Wiki ଓଡ଼ିଆ:

୧୮ ଅପ୍ରେଲବୀରକିଶୋର ଦାସଜଗନ୍ନାଥ ଦାସମହାଦେଶବିଶ୍ୱତାପନରାଜ୍ୟ ସଭାବବୃବାହନ (ମହାଭାରତ)ହରେକୃଷ୍ଣ ମହତାବନଅଙ୍କ ଦୁର୍ଭିକ୍ଷଶଙ୍କର ପ୍ରସାଦ ତ୍ରିପାଠୀପରିସଂଖ୍ୟାନ ବର୍ଗୀକରଣରାମଚନ୍ଦ୍ର ବେହେରାରାମକୃଷ୍ଣ ନନ୍ଦକୃଷ୍ଣ ଜନ୍ମାଷ୍ଟମୀଜଗନ୍ନାଥଯୋଗପ୍ରାଣବନ୍ଧୁ କରକେଳୁଚରଣ ମହାପାତ୍ରଜ୍ଞାନୀ ଦେବାଶିଷ ମିଶ୍ରଲକ୍ଷ୍ମୀନାରାୟଣ ସାହୁଧର୍ମେନ୍ଦ୍ର ପ୍ରଧାନଉଇକିମିଡ଼ିଆ ଫାଉଣ୍ଡେସନଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଚୌଧୁରୀ ବିକାଶ ଦାସମନୋରଞ୍ଜନ ଦାସ୬୧୬ଓଡ଼ିଶା ବିଧାନ ସଭା୧୯୮୪ରାଖାଲ ମହାନ୍ତିମଧୁସୂଦନ ଦାସଧାତୁକୋରାପୁଟପଦାର୍ଥହେମୋଫିଲିଆଭୀମ ଭୋଇପାରାଦୀପ ବନ୍ଦର୨୪ ଅପ୍ରେଲଯକ୍ଷ୍ମାଦୁର୍ଗା ପୂଜାଚନ୍ଦନ ଯାତ୍ରାବସନ୍ତ କୁମାରୀ ପଟ୍ଟନାୟକଗଙ୍ଗାଧର ମେହେରଓଡ଼ିଶାର ଭୂଗୋଳଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପଣା ସଂକ୍ରାନ୍ତିଜୁଲିଅସ ସିଜରଦେବୀପ୍ରସନ୍ନ ପଟ୍ଟନାୟକମହାତ୍ମା ଗାନ୍ଧୀଙ୍କ ପରିବାରରାଧାମୋହନ ଗଡ଼ନାୟକଶିମିଳିପାଳ ଜାତୀୟ ଉଦ୍ୟାନକଲମନୀଳକଣ୍ଠ ଦାସତାମିଲ ଭାଷାଅନନ୍ତ ପଟ୍ଟନାୟକଲାନାଡେଲୁମାବପ୍ରଣବ ପ୍ରକାଶ ଦାସ୧୯ ଅପ୍ରେଲଆଣ୍ଟିସାଇକୋଟିକ୨୯ ଅପ୍ରେଲସମ୍ବଲପୁର ଜିଲ୍ଲାପଠାଣି ପଟ୍ଟନାୟକକ୍ଲେଭିଡିପିନଗଜେନ୍ଦ୍ର ପ୍ରସାଦ ସାହୁଗୁଗଲଜାପାନଜଳ ପ୍ରଦୂଷଣ🡆 More