ଚାନ୍ସ ଫ୍ରାକଚର

ଚାନ୍ସ ଫ୍ରାକଚର ଏକ ପ୍ରକାର ମେରୁଦଣ୍ଡ (spine) ଅସ୍ଥିଭଗ୍ନ‌କୁ ବୁଝାଏ ଯାହା ଅତ୍ୟଧିକ ଫ୍ଲେକ୍ସନ (ସାମନା ଦିଗକୁ ବାଙ୍କିବା) (flexion) ଯୋଗୁ ହୋଇଥାଏ । ଲକ୍ଷଣ ମଧ୍ୟରେ ଉଦର ଚର୍ମରେ ବ୍ରୁଇସିଙ୍ଗ ହୁଏ ଯାହାକୁ ସିଟ ବେଲ୍ଟ ସାଇନ (seat belt sign) କୁହାଯାଏ ବା ପକ୍ଷାଘାତ (paralysis of the legs) ହୋଇପାରେ । ଏହା ସ‌ହିତ ଅନେକ ଲୋକଙ୍କର ପ୍ଲୀହା ଫାଟିଯାଏ (Splenic rupture), ଅଗ୍ନାଶୟ (pancreatic) ବା କ୍ଷୁଦ୍ରାନ୍ତ୍ରରେ (small bowel) ଆଘାତ ହୁଏ ବା ମେସେଣ୍ଟେରି (mesenteric) ଛିଣ୍ଡିଯାଏ । ଖାଦ୍ୟନଳୀ ଆଘାତ ପ୍ରଥମ ଦିନ ଜଣାଯାଇନପାରେ ।

ଚାନ୍ସ ଫ୍ରାକଚର (Chance fracture)
Chance fracture of the spine, flexion distraction fracture, lap seat belt fracture
ଚାନ୍ସ ଫ୍ରାକଚର
ଟି ୯ ଓଟି ୧୦ରେ ହୋଇଥିବା ଚାନ୍ସ ଫ୍ରାକଚର
ଲକ୍ଷଣଉଦର ବ୍ରୁଇସିଙ୍ଗ (Abdominal bruising), ଦୁଇ ଗୋଡ଼ର ପକ୍ଷାଘାତ (paralysis of the legs)
ବିପଦ କାରକସାମନା ସାମନି ଧକ୍କା (motor vehicle collision) ଯେଉଁଥିରେ ଲୋକଟି ଗୋଟିଏ ଲ୍ୟାପ ବେଲ୍ଟ (lap belt) ପିନ୍ଧିବା ଦେଖାଯାଉଛି ।
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ (Medical imaging) (X-ray, CT scan)
ସଠିକ ରୋଗ ନିର୍ଣ୍ଣୟକମ୍ପ୍ରେସନ ଫ୍ରାକଚର (Compression fracture), ବର୍ସ୍ଟ ଫ୍ରାକଚର (burst fracture)
ଚିକିତ୍ସାବ୍ରେସିଙ୍ଗ (Bracing), ଅପରେଶନ
ପୁନଃପୌନିକକ୍ୱଚିତ

ସାଧାରଣତଃ ସାମନା ସାମନି ଗାଡ଼ି ଧକ୍କା (motor vehicle collision) ହେଲେ ଗୋଟିଏ ଲ୍ୟାପ ବେଲ୍ଟ (lap belt) ପିନ୍ଧିଥିବା ଲୋକ ଏହି ଆଘାତ ପାଇବା ଦେଖାଯାଏ । ଉଦରରେ ମାଡ଼ ହେଲେ ମଧ୍ୟ ଏହି ଆଘାତ ହୁଏ ଯେପରିକି ଗଛ ପଡ଼ିଲେ ବା ଉପରୁ ଖସିପଡ଼ିଲେ ଏହି ଆଘାତ ହୁଏ । ମେରୁଦଣ୍ଡର ତିନି ଶ୍ରେଣୀ ଭାଙ୍ଗିଯାଏ (ଆଣ୍ଟିରିଅର, ପୋଷ୍ଟିରିଅର ଓ ମଧ୍ୟ ଭାଗ) । ଥୋରାସିକ ଭର୍ଟିବ୍ରାର (thoracic) ତଳ ଭାଗ ଓ ଲମ୍ବର ଭର୍ଟିବ୍ରାର (lumbar spine) ଉପର ଭାଗ ବେଶୀ ଆଘାତପ୍ରାପ୍ତ ହୁଏ । ଉଦର ଆଘତ ଜାଣିବା ନିମନ୍ତେ ସିଟି ସ୍କାନ (CT scan) କରାଯାଏ । ଏହି ଭଙ୍ଗା ଅଧିକ ଅନସ୍ଟେବଲ (unstable) ରହେ (ଦୃଢ଼ ରହେନି) ।

ବ୍ରେସ (brace) ସାହାଯ୍ୟରେ ଏହାର କଞ୍ଜରଭେଟିଭ ଚିକିତ୍ସା (conservative) କରାଯାଏ ଓ ଆବଶ୍ୟକ ସ୍ଥଳେ ଅପରେଶନ କରାଯାଏ । ଆଜିକାଲି ଏହି ଧରଣର ଭଙ୍ଗା କ୍ୱଚିତ ଦେଖିବାକୁ ମିଳୁଛି । ସନ ୧୯୪୮ରେ ଜି.କ୍ୟୁ.ଚାନ୍ସ ନାମକ ମାଞ୍ଚେଷ୍ଟରର, ଇଂଲଣ୍ଡର (Manchester) ଜଣେ ରେଡିଓଲୋଗି ବିଶେଷଜ୍ଞ ଏହି ବିଷୟ ପ୍ରଥମେ ବର୍ଣ୍ଣନା କରିଥିଲେ । ୧୯୫୦ ଓ ୧୯୬୦ ଦଶକରେ ଏହି ଭଙ୍ଗା ଅଧିକ ଦେଖାଯାଉଥିଲା ଯେତେବେଳେ ସିଟବେଲ୍ଟ (shoulder harnesses) ବ୍ୟବସ୍ଥା ଗାଡ଼ିରେ ନଥିଲା ।

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
  • ICD-10: S22.0
  • ICD-9-CM: 805.2
ବାହାର ଉତ୍ସ

Tags:

en:Splenic ruptureen:Vertebral columnen:flexionen:mesentericen:pancreaticen:paraplegiaen:seat belt signen:small bowel

🔥 Trending searches on Wiki ଓଡ଼ିଆ:

୧୯୮୦ଦୀନକୃଷ୍ଣ ଦାସ୨୧ଓଡ଼ିଶାର ଭୂଗୋଳବିଶ୍ୱ ନାଟ୍ୟ ଦିବସଆଣ୍ଟିବଡିଭାରତୀୟ ଦଣ୍ଡ ସଂହିତା, ୧୮୬୦ତରୁଣକାନ୍ତି ମିଶ୍ରବାଲେଶ୍ୱରଜଳ ପ୍ରଦୂଷଣଜୟନ୍ତୀ ରଥଭାଇ ଭାଇତାରିଣୀ ମନ୍ଦିର, ଘଟଗାଁସରୋଜ ବଳବଳଦେବଜୀଉ ମନ୍ଦିରସୌମ୍ୟ ରଞ୍ଜନ ପଟ୍ଟନାୟକସାହି ଯାତଧନୁଯାତ୍ରାଆଖଣ୍ଡଳମଣି ମନ୍ଦିରଲାଟିନ ଭାଷାଦ୍ଵାରକାଧୀଶ ମନ୍ଦିରଅର୍ଚ୍ଚନା (କବିତା ସଙ୍କଳନ)ଓଡ଼ିଆ ଭାଷା ଆନ୍ଦୋଳନଶ୍ରୀ ଅରବିନ୍ଦକୌରବଅକ୍ଷାଂଶମାଟିର ମଣିଷ (ଉପନ୍ୟାସ)ଓଡ଼ିଆ ରାମାୟଣପ୍ୟାରିସଗ୍ରହମାଦଳା ପାଞ୍ଜିଦଧି ନାଟଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରିକାର୍ତ୍ତିକେୟରାଜ ଯୋଗଓଡ଼ିଆ ସାହିତ୍ୟର ଇତିହାସସୁଚିତ୍ରା ପାଣିଗ୍ରାହୀଗୋପାଳ ଛୋଟରାୟଭୂମିକମ୍ପସାନ୍ତାଳୀ ଲୋକସଂସ୍କୃତି୮ ମାର୍ଚ୍ଚଓଡ଼ିଶାର ଲୋକକଳାୟୁକ୍ରେନ୧୯୭୯ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଭୁଟାନପାର୍ବତୀ୧୯୯୩୧ ଅକ୍ଟୋବରଦୀନନାଥ ପାଠୀସିପାହୀ ବିଦ୍ରୋହରଥଯାତ୍ରାକୁମ୍ଭ (ରାଶି)ପାର୍ବତୀ ଘୋଷରାମକୃଷ୍ଣ ପରମହଂସପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟବୀର ହନୁମାନ ମନ୍ଦିର, ରାୟଗଡ଼ରମାକାନ୍ତ ରଥଦୁର୍ଗାଫୁଲଜବାହରଲାଲ ନେହେରୁନନ୍ଦିନୀ ଶତପଥୀଭାରତୀୟ ଆଇନରେ ବ୍ୟଭିଚାରତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବଓଡ଼ିଆଯୋଗରାଜତନ୍ତ୍ରଚେକ୍ ଗଣରାଜ୍ୟକପିଳାସ ଶିବ ମନ୍ଦିରଭୀମ ଭୋଇବିପିନ ବିହାରୀ ମିଶ୍ରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଲୁସାକମୋଗଲ ସାମ୍ରାଜ୍ୟ🡆 More