ଚାନ୍ଦ ବାଓରି: ପାହାଚକୂପ

ଚାନ୍ଦ ବାଉରି ଗୋଟିଏ ପାହାଚ କୂଅ ରାଜସ୍ଥାନର ଜୟପୁର ନିକଟରେ ଥିବା ଅଭାନେରି ଗ୍ରାମରେ ଅଛି ।

ଚାନ୍ଦ ବାଓରି: ପାହାଚକୂପ
Chand Baori, in the village of Abhaneri near Bandikui, Rajasthan.

ଭୌଗୋଳିକ ଅବସ୍ଥିତି

ଅଭାନେରି ଗ୍ରାମ ରାଜସ୍ଥାନର ଦଉସା ଜିଲ୍ଲାରେ ଅବସ୍ଥିତ ।  ଏହି ଗ୍ରାମଟି ରାଜସ୍ଥାନ ଠାରୁ ୯୫ କି ମି ଦୂରରେ ଯଇପୁର ଆଗ୍ରା ରାସ୍ତାରେ ଅଛି ।  ଚାନ୍ଦ ବାଉରି ହରସ‌ତ ମାତା ମନ୍ଦିରର ବିପରୀତ ଦିଗରେ ଅବସ୍ଥିତ ଆଉ ଏହା ୮୦୦ ଏ ଡିରେ ତିଆରି ହୋଇଥିଲା ।  ଏଥିରେ ୩୫୦୦ଟି ସିଡ଼ି ଅଛି ।

ବିଶେଷତ୍ୱ

୩୫୦୦ ପାହାଚ ଏବଂ ୧୩ ମହଲା ବିଶିଷ୍ଟ ଏହି କୂଅ ରାଜସ୍ଥାନର ଏକ ଦର୍ଶନୀୟ ସ୍ଥାନ ସହିତ ଦେଶର ବୃହତ୍ତମ ତଥା ଗଭୀରତମ କୂଅ । କୂଅର ନିମ୍ନ ସ୍ତରରେ ଜଳର ତାପମାତ୍ରା ସାଧାରଣତଃ ଉପରସ୍ତରର ଜଳଠାରୁ ୫ରୁ ୬ ଡିଗ୍ରୀ ଶୀତଳ ଅଟେ । ଏହି ସ୍ଥାନର ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏଠାରେ ଭୁଲ ଭୁଲ୍ଲେୟା(Bhool Bhulaiyaa) ସହ ଅନ୍ୟ କେତେକ ଚଳଚ୍ଚିତ୍ର ଶୁଟିଂ କରାଯାଇଛି ।

ଆଧାର

Tags:

ଜୟପୁର, ରାଜସ୍ଥାନ

🔥 Trending searches on Wiki ଓଡ଼ିଆ:

ବଡ଼ପଡ଼ାଓଡ଼ଗାଁମାଳିକାଜ୍ଞାନୀ ଦେବାଶିଷ ମିଶ୍ରବି. ଆର. ଆମ୍ବେଦକରଭାରତର ଜାତୀୟ ପତାକାଏସିଆସାତକଡ଼ି ହୋତାବିଭୂତି ପଟ୍ଟନାୟକରଜାବଖରି,ଦଶ ବିଦ୍ୟା ମହଲ,ଶିବଲିଙ୍ଗଚକ୍ଷୁ ପ୍ରତିସରଣ ଦୋଷରୁକୁଣା ରଥଯାତ୍ରାଲିସବନଓଡ଼ିଆ ରାମାୟଣସାରଳା ଦାସମୋଗଲ ସାମ୍ରାଜ୍ୟଓଡ଼ିଶାର ପର୍ବପର୍ବାଣିଅକ୍ଷୟ ତୃତୀୟା୧୯୫୧୧୯୯୩ଅନୁରାଧା ବିଶ୍ୱାଳମହାପ୍ରସାଦନଟବର ଶତପଥୀଅମ୍ଳଜାନ୭ (ସଂଖ୍ୟା)ସାନ୍ତାଳୀ ଲୋକସଂସ୍କୃତିଶ୍ରୀକ୍ଷେତ୍ର ଦେବାଦେବୀରମେଶ ପ୍ରସାଦ ପାଣିଗ୍ରାହୀସ୍ୱର ବର୍ଣ୍ଣପଖାଳ ଦିବସଅଶ୍ୱିନୀ କୁମାର ଘୋଷଶକ୍ତିଜୟ ଜଗନ୍ନାଥଜବାହରଲାଲ ନେହେରୁ୧୯ ଜାନୁଆରୀରୋମାନିଆଚେକ୍ ଗଣରାଜ୍ୟକିଶୋରୀ ଚରଣ ଦାସରୋମନେଲସନ ମଣ୍ଡେଲାକୋଡିନ୧ (ସଂଖ୍ୟା)ରମାଦେବୀ ଚୌଧୁରୀବେଲଆଖଣ୍ଡଳମଣି ମନ୍ଦିରଓଡ଼ିଆଓଡ଼ିଆ ସାହିତ୍ୟର ଇତିହାସଫୋଟନ୍‌ସମ୍ବଲପୁରମାଳଦ୍ଵୀପମିଥୁନ (ରାଶି)ବୀର ସୁରେନ୍ଦ୍ର ସାଏଓଡ଼ିଶାର ସଂସ୍କୃତିରାଜ ଯୋଗରାମଚନ୍ଦ୍ର ବେହେରାତନ୍ଦୁର୍ଜୁଲିଅସ ସିଜରରୁକ୍ମଣୀସାଇକେଲଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଅଚ୍ୟୁତାନନ୍ଦ ପ‌ତିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାହିନ୍ଦୁମହୁପ୍ରଧାନ ପୃଷ୍ଠାଭାରତୀୟ ମୁଦ୍ରାୟୁନେସ୍କୋସମୟ (କାଳ)🡆 More