ଆଗାପିଲ୍‍ ଲାକ୍ରା: ଓଡ଼ିଆ ରାଜନୀତିଜ୍ଞ

ଆଗାପିଲ୍‍ ଲାକ୍ରା (୧୮ ଅଗଷ୍ଟ ୧୯୦୯ - ୯ ଅପ୍ରେଲ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର ଓ ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଗାପିଲ୍‍ ଲାକ୍ରା
ଆଗାପିଲ୍‍ ଲାକ୍ରା: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀଶାନ୍ତି ପ୍ରକାଶ ଓରାମ
ନିର୍ବାଚନ ମଣ୍ଡଳୀରାଜଗାଙ୍ଗପୁର
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପର ଅଧିକାରୀରବି ଦେହୁରୀ
ନିର୍ବାଚନ ମଣ୍ଡଳୀରଘୁନାଥପାଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1909-08-18)୧୮ ଅଗଷ୍ଟ ୧୯୦୯
ମୃତ୍ୟୁ୯ ଅପ୍ରେଲ ୧୯୯୮(1998-04-09) (ବୟସ ୮୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସଲୋମି ମିଞ୍ଜ
ବାପା/ବୋଉଥୋମାସ୍ ଲାକ୍ରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଆଗାପିଲ୍‍ ଲାକ୍ରା ୧୯୦୯ ମସିହାର ଅଗଷ୍ଟ ମାସ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥୋମାସ୍ ଲାକ୍ରା ଓ ପତ୍ନୀଙ୍କ ନାମ ସଲୋମି ମିଞ୍ଜ ।

ରାଜନୈତିକ ଜୀବନ

ଆଗାପିଲ୍‍ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଆଗାପିଲ୍ ଲାକ୍ରା ୧୯୯୮ ମସିହାର ଅପ୍ରେଲ ୯ରେ ୮୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ଆଗାପିଲ୍‍ ଲାକ୍ରା ଜନ୍ମ, ପରିବାର ଓ ଶିକ୍ଷାଆଗାପିଲ୍‍ ଲାକ୍ରା ରାଜନୈତିକ ଜୀବନଆଗାପିଲ୍‍ ଲାକ୍ରା ମୃତ୍ୟୁଆଗାପିଲ୍‍ ଲାକ୍ରା ଆଧାରଆଗାପିଲ୍‍ ଲାକ୍ରାଓଡ଼ିଆ ଲୋକଓଡ଼ିଶା ବିଧାନ ସଭାରଘୁନାଥପାଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜଗାଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧ମ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଅମିୟ କୁମାରୀ ପାଢ଼ୀଲକ୍ଷ୍ମଣ ମିଶ୍ରଭାରତୀୟ ଡାକ ସେବାବାଳୀଉଇକିକମନ୍ସନଦୀଭଗବତ ଗୀତାଶତ୍ରୁଘ୍ନ ପାଣ୍ଡବଧଉଳିକ୍ଲେଭିଡିପିନଜଗନ୍ନାଥ ପ୍ରସାଦ ଦାସବୈଶାଖଓଡ଼ିଆ ଭାଷା ଆନ୍ଦୋଳନଝୁମରଡୋରା୪ ଅପ୍ରେଲଆଖଣ୍ଡଳମଣି ମନ୍ଦିରବିଜୁ ପଟ୍ଟନାୟକମାତଙ୍ଗୀପରଶୁରାମରାଖାଲ ମହାନ୍ତି୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଅଶୋକାଷ୍ଟମୀ୧୯ ମାର୍ଚ୍ଚମନୋଜ ଦାସଙ୍କ କଥା ଓ କାହାଣୀପଖାଳ ଦିବସପଠାଣି ସାମନ୍ତଅକ୍ଷୟ ମହାନ୍ତିପାରାଦ୍ୱୀପ୧୮ ଅପ୍ରେଲଚୈତ୍ର ପୂର୍ଣ୍ଣିମାମହାଭାରତରାମାୟଣମହାନଦୀଧୋତିମଧୁସୂଦନ ଦାସପ୍ରଣବ ପ୍ରକାଶ ଦାସନୀଳକଣ୍ଠ ଦାସବ୍ରଜ କିଶୋର ପ୍ରଧାନଦୁଃଶାସନଗଜେନ୍ଦ୍ର ପ୍ରସାଦ ସାହୁରାଜା ରାମମୋହନ ରାୟଲକ୍ଷ୍ମଣ ନାୟକଇତିହାସବ୍ରାଉଜରପୃଥିବୀନଟବର ଶତପଥୀକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସରସ୍ୱତୀ ସମ୍ମାନଅମର ପ୍ରସାଦ ଶତପଥୀହନୁମାନ ଜୟନ୍ତୀକରଞ୍ଜଯୁକ୍ତରାଷ୍ଟ୍ର ଆମେରିକାରଜକାଞ୍ଚନ ଅୱସ୍ତିଚଇତି ଘୋଡ଼ା ନାଚପାପମୋଚନୀ ଏକାଦଶୀସରଳା ଦେବୀବନମାଳୀ ଦାସମକର (ରାଶି)ନନ୍ଦିନୀ ଶତପଥୀକିଶୋରୀ ଚରଣ ଦାସଜୟଦେବ ଜେନାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଗୁରୁଭୁବନେଶ୍ୱର ମିଶ୍ରଦୀନକୃଷ୍ଣ ଦାସବିଜୁଳି🡆 More