ସତ୍ୟ ସାଇ ବାବା

ଶ୍ରୀ ସତ୍ୟ ସାଇ ବାବା (ତେଲୁଗୁ: సత్య సాయిబాబా) (ଜନ୍ମ: ୨୩ ନଭେମ୍ବର ୧୯୨୬ ; ମୃତ୍ୟୁ: ୨୪ ଅପ୍ରେଲ ୨୦୧୧), ଶ୍ରୀ ସତ୍ୟ ସାଇ ବାବା (ଜନ୍ମ ନାମ - ସତ୍ୟ ନାରାୟଣ ରାଜୁ) ୨୩ ନଭେମ୍ବର ୧୯୨୬ ତାରିଖରେ ଆନ୍ଧ୍ର ପ୍ରଦେଶ ରାଜ୍ୟର ପୁଟ୍ଟପର୍ତି ଗ୍ରାମରେ ଜନ୍ମ ନେଇଥିଲେ । ବିଶ୍ୱ ସାରା ତାଙ୍କର ବହୁତ ଭକ୍ତ ଅଛନ୍ତି । ଭକ୍ତମାନେ ବାବାଙ୍କୁ ଶ୍ରୀ ସିରଡ଼ି ସାଈ ବାବାଙ୍କ ଅବତାର ମାନନ୍ତି । ବାବା ୨୪ ଅପ୍ରେଲ ୨୦୧୧ ତାରିଖରେ ଦେହତ୍ୟାଗ କରିଥିଲେ ।

ଶ୍ରୀ ସତ୍ୟ ସାଇ ବାବା
A color photo of Sri Satya Sai Baba
ଧର୍ମହିନ୍ଦୁ,
ଜନ୍ମ ତାରିଖ(1926-11-23)୨୩ ନଭେମ୍ବର ୧୯୨୬
ଜନ୍ମସ୍ଥାନପୁଟ୍ଟପର୍ତି, ଆନ୍ଧ୍ର ପ୍ରଦେଶ, ଭାରତ
ଜନ୍ମ ନାମସତ୍ୟନାରାୟଣ ରାଜୁ
ତିରୋଧାନ୨୪ ଅପ୍ରେଲ ୨୦୧୧(2011-04-24) (ବୟସ ୮୪)
ତିରୋଧାନ ସ୍ଥାନପୁଟ୍ଟପର୍ତି, ଆନ୍ଧ୍ର ପ୍ରଦେଶ, ଭାରତ
ବାଣୀସମସ୍ତଙ୍କୁ ପ୍ରେମ କର, ସମସ୍ତଙ୍କ ସେବା କର

ସାହାଯ

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ପୁଟ୍ଟପର୍ତୀ ଗ୍ରାମରେ ଏକ ସାଧାରଣ ପରିବାରରେ ଜନ୍ମ ହେଇଥିଲେ I ସେ ୨୦ ଅକ୍ଟୋବର ୧୯୪୦ରେ ୧୪ ବର୍ଷ ବୟସରେ ନିଜକୁ ଶିରିଡି ସାଇବାବାଂକ ଅବତାର ବୋଲି କହିଥିଲେ I ଯେଉଁ ବ୍ୟକ୍ତି ତାଙ୍କ ସାମନାରେ ଶିରିଡି ସାଇ ବାବାଂକ ବିଷୟରେ କଥାବାର୍ତା ହେଉଥିଲେ ତାଙ୍କୁ ନିଜର ପୁର୍ବ ଶରୀର ବୋଲି କହୁଥିଲେ I

ଆଧାର

ବାହାର ଲିଙ୍କ

Tags:

ଆନ୍ଧ୍ର ପ୍ରଦେଶତେଲୁଗୁ ଭାଷା

🔥 Trending searches on Wiki ଓଡ଼ିଆ:

ଅଣ୍ଡକୋଷ ଯନ୍ତ୍ରଣାପ୍ରଧାନ ପୃଷ୍ଠାପ୍ରସବସେସିଲିଆ ପେଇନ-ଗାପୋସ୍ଚକିନଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦିନଇଷ୍ଟ ଇଣ୍ଡିଆ କମ୍ପାନୀଶିବ ଶଙ୍କର ସାହାଣୀନନ୍ଦ କିଶୋର ବଳପ୍ରତିଭା ରାୟସଂଘମିତ୍ରା ମିଶ୍ରକ୍ରିଏଟିଭ କମନ୍ସଜାକର୍ତାPimecrolimusଓଡ଼ିଆ ସାହିତ୍ୟପାଇକ ବିଦ୍ରୋହଚୈତନ୍ୟକୃଷ୍ଣକା (ଉପନ୍ୟାସ)ମକର ସଂକ୍ରାନ୍ତିନବରାତ୍ରୀବିଶ୍ୱତାପନବିଜୁ ଜନତା ଦଳ୧୦ ମାର୍ଚ୍ଚଭାରତ-ଚୀନ ସୀମା ବିବାଦଶ୍ରୀସୁଦଶା ବ୍ରତବିଷ୍ଣୁବ୍ରତ ରାଉତରାୟ୨ ଡିସେମ୍ବରମିତ୍ରଭାନୁ ଗୌନ୍ତିଆବିଷ୍ଣୁଆତପଦାହମନମୋହନ ସାମଲଲକ୍ଷ୍ମୀନାରାୟଣ ସାହୁକାଳୀଚରଣ ପଟ୍ଟନାୟକଜହ୍ନକଥା (ପତ୍ରିକା)ସ୍ୱିଡେନସମ୍ବାଦ (ଖବରକାଗଜ)ଦୀପାବଳୀ୧୩୯୧ଗୋପାଳ ଚନ୍ଦ୍ର ପ୍ରହରାଜପଶ୍ଚିମ ଓଡ଼ିଶାଅସହଯୋଗ ଆନ୍ଦୋଳନବିନି ଅରୋଡ଼ା୧୯୮୧ଗୁରୁବାର୧୨ ମାର୍ଚ୍ଚରତି ରଞ୍ଜନ ମିଶ୍ରକନଫୁସିଅସବାଦଖାରବେଳ ସ୍ୱାଇଁଲୋକ ସଭାରଶ୍ମି ରାଉଳଓପନ-ସୋର୍ସ ସଫ୍ଟୱେରମୁକୁନ୍ଦ ଦେବଋଷିଆହୃଦରକ୍ତନାଳୀ ରୋଗରାକ୍ଷୀ ପୂର୍ଣ୍ଣିମା୨୩ ମାର୍ଚ୍ଚହରପ୍ପାରାଧାନାଥ ରାୟବୀର ସୁରେନ୍ଦ୍ର ସାଏବଲାଙ୍ଗୀରଭାରତର ରାଷ୍ଟ୍ରପତିକାହ୍ନୁଚରଣ ମହାନ୍ତିସିଲଡେନାଫିଲ🡆 More