ଚନ୍ଦ୍ରଶେଖର ହୋତା: ଓଡ଼ିଆ ପ୍ରାବନ୍ଧିକ

ଚନ୍ଦ୍ରଶେଖର ହୋତା (ଜନ୍ମ: ୧ ଜୁଲାଇ ୧୯୮୫) ଜଣେ ଓଡ଼ିଆ ପ୍ରାବନ୍ଧିକ । ପ୍ରବନ୍ଧ ବ୍ୟତିତ ସେ କବିତା ମଧ୍ୟ ଲେଖନ୍ତି । ପୁସ୍ତକ ଚେତନାର ଅନ୍ୱେଷଣ ପାଇଁ ତାଙ୍କୁ ୨୦୨୦ ବର୍ଷର କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଚନ୍ଦ୍ରଶେଖର ହୋତା
ଚନ୍ଦ୍ରଶେଖର ହୋତା କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ପ୍ରଦାନ ଉତ୍ସବରେ ନିଜ ଅଭିଭାଷଣ ପ୍ରଦାନ କରୁଥିବା ଅବସରରେ
ଚନ୍ଦ୍ରଶେଖର ହୋତା କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ପ୍ରଦାନ ଉତ୍ସବରେ ନିଜ ଅଭିଭାଷଣ ପ୍ରଦାନ କରୁଥିବା ଅବସରରେ
ଜନ୍ମ ଓ ଜନ୍ମସ୍ଥାନ (1985-07-01) ୧ ଜୁଲାଇ ୧୯୮୫ (ବୟସ ୩୮)
ଗୁର୍ଜିଭଟା, ଲୋଇସିଂହା, ବଲାଙ୍ଗୀର
ବୃତ୍ତିଶିକ୍ଷକ
ଜାତୀୟତାଭାରତୀୟ
ନାଗରିକତାଚନ୍ଦ୍ରଶେଖର ହୋତା: ବ୍ୟକ୍ତିଗତ ଜୀବନ, ସାହିତ୍ୟ ସର୍ଜନା, ସମ୍ମାନ ଓ ପୁରସ୍କାର ଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ୨୦୨୦

ବ୍ୟକ୍ତିଗତ ଜୀବନ

ଚନ୍ଦ୍ରଶେଖର ୧୯୮୫ ମସିହାରେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶମ୍ଭୂଧର ହୋତା ପ୍ରାଚୀନ ସାହିତ୍ୟର ଜଣେ ପଣ୍ଡିତ ଓ ପ୍ରବଚକ । ସେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ସେ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଛନ୍ତି । ସେ ଓଡ଼ିଶା ପୁଲିସ ବିଭାଗରେ କାର୍ଯ୍ୟରତ ଓ ବର୍ତ୍ତମାନ ନବରଙ୍ଗପୁରର ଡିଏସପି ଭାବରେ କାର୍ଯ୍ୟରତ ।

ସାହିତ୍ୟ ସର୍ଜନା

ସେ ପିଲାଦିନରୁ ସାହିତ୍ୟପ୍ରତି ଆକର୍ଷିତ ଥିଲେ । କବିତାରେ ସେ ନିଜ ସାହିତ୍ୟ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ଓଡ଼ିଆରେ ବିଶେଷ ପ୍ରବନ୍ଧ ଲେଖାନଯାଉଥିବା ହୃଦୟଙ୍ଗମ କରି ସେ ପ୍ରବନ୍ଧ ରଚନା ଲେଖିବାକୁ ଇଚ୍ଛା କରିଥିଲେ ।

ତାଙ୍କ ପୁସ୍ତକ ଚେତନାର ଅନ୍ୱେଷଣ କଟକର ଫ୍ରେଣ୍ଡସ ପ୍ରକାଶନୀ ସଂସ୍ଥାଦ୍ୱାରା ପ୍ରକାଶିତ । ଏହି ପୁସ୍ତକରେ ୧୦ଟି ପ୍ରବନ୍ଧ ରହିଛି । ନିରବତାର ଦୁଃଖ, ଯନ୍ତ୍ରଣାର ଆନନ୍ଦ, ପ୍ରଜ୍ଞାର ସଂଜ୍ଞା, ଭୀମଭୋଈଙ୍କ ନିର୍ଗୁଣ ଚେତନା ଓ ଭାରତର ବିଭିନ୍ନ ବିଭାଗ ବିଷୟ ଆଦି ଏହି ପୁସ୍ତକରେ ପ୍ରବନ୍ଧ ସ୍ଥାନ ପାଇଛି ।

ରଚନାବଳୀ

  • ଚେତନାର ଅନ୍ୱେଷଣ
  • କଳ୍ପନା ଅନୁଭବ ଓ ସାହିତ୍ୟ
  • ଚେତନାର ଅନ୍ୱେଷଣ
  • ଷଡ଼ଜ
  • ଗାନ୍ଧୀ କବିତା
  • ଗାନ୍ଧୀ ପ୍ରବନ୍ଧ
  • ରାଧା ମୋହନ ଗଡ଼ନାୟକଙ୍କ ମନୋଗ୍ରାଫ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର - ୨୦୨୦
  • ଗୋକର୍ଣ୍ଣିକା ପ୍ରବନ୍ଧ ସମ୍ମାନ
  • ସାରସ୍ୱତ ସମ୍ମାନ
  • ଅଖିଳ ଜଗନ୍ନାଥ ଦାସ ସମ୍ମାନ
  • ମହୁରି ସମ୍ମାନ
  • କୃଷ୍ଣେନ୍ଦୁ ସ୍ମୃତି ସମ୍ମାନ
  • ବ୍ରହ୍ମପୁର ପୁସ୍ତକମେଳା ସମ୍ମାନ
  • ନିଗମାନନ୍ଦ ସେବା ସମ୍ମାନ

ଆଧାର

Tags:

ଚନ୍ଦ୍ରଶେଖର ହୋତା ବ୍ୟକ୍ତିଗତ ଜୀବନଚନ୍ଦ୍ରଶେଖର ହୋତା ସାହିତ୍ୟ ସର୍ଜନାଚନ୍ଦ୍ରଶେଖର ହୋତା ସମ୍ମାନ ଓ ପୁରସ୍କାରଚନ୍ଦ୍ରଶେଖର ହୋତା ଆଧାରଚନ୍ଦ୍ରଶେଖର ହୋତା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବ୍ୟାଙ୍କସାଲବେଗଓଣମଏସିଆକୁଟୁରା୧୯୬୯ତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବ୨୬ ଜାନୁଆରୀକୋଡିନକଟକକୁଲନ ବାଗେକଳିଙ୍ଗ ଯୁଦ୍ଧକୋଣାର୍କଜୈନ ଧର୍ମଦୀନକୃଷ୍ଣ ଦାସଭାରତୀୟ ଆଇନରେ ବ୍ୟଭିଚାରଯୁକ୍ତରାଷ୍ଟ୍ର ଆମେରିକା୧୯ ଅପ୍ରେଲଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଅକ୍ଷୟ ତୃତୀୟାକାଶୀ ବିଶ୍ୱନାଥ ମନ୍ଦିରମହୁଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିନୀଳଶୈଳ (ଉପନ୍ୟାସ)ଲାଇମ ରୋଗସାଇକେଲକାହ୍ନୁଚରଣ ମହାନ୍ତିଆରବ ସାଗରହିମାଳୟାନ ଏକ୍ସପ୍ରେସୱେକୃଷ୍ଣସୂର୍ଯ୍ୟ ଦେବତାମ୍ୟାଲେରିଆଯୁଗଳ କିଶୋର ଦତ୍ତୟୁରି ଗାଗାରିନଅନୁରାଧା ବିଶ୍ୱାଳରଥଯାତ୍ରାଲୁସାକଜ୍ଞାନୀ ଦେବାଶିଷ ମିଶ୍ରଅଚିହ୍ନା ବାସଭୂମିଗୁଗଲପାର୍ବତୀ ଘୋଷଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାପୋତାଗଡ଼ଧଉଳିରାଧାନାଥ ରାୟବଳଦେବଜୀଉ ମନ୍ଦିରମାଦଳା ପାଞ୍ଜିହଳଦୀକୁନ୍ତଳା କୁମାରୀ ଆଚାର୍ଯ୍ୟକାଳୀକେଟୋପ୍ରୋଫେନପବନକଳାହାଣ୍ଡି ଜିଲ୍ଲାପ୍ରଧାନ ପୃଷ୍ଠାପଣା ସଂକ୍ରାନ୍ତିରୁକ୍ମଣୀଓଡ଼ିଶାଆଣ୍ଟର୍କଟିକାସୋଫୋସବୁଭିର/ଭେଲପାଟାସଭିର୮ ଜୁଲାଇନୀଳକଣ୍ଠ ଦାସମଧୁସୂଦନ ରାଓମାଳଦ୍ଵୀପମହାତ୍ମା ଗାନ୍ଧୀହସ୍ତମୈଥୁନଚୀନଏଚଆଇଭି/ଏଡସଚକ୍ଷୁ ପ୍ରତିସରଣ ଦୋଷଭଦ୍ରକ🡆 More