ଅଜିତ ମନୋହର ପାଇ: ଭାରତୀୟ କ୍ରିକେଟ ଖେଳାଳି

ଅଜିତ ମନୋହର ପାଇ   pronunciation (help·info) (ଜନ୍ମ 28 ଏପ୍ରିଲ 1945 , ବମ୍ବେ )  ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ।  ସେ ଭାରତ ପାଇଁ 1969 ମସିହାରେ ଗୋଟିଏ ଟେଷ୍ଟ ଖେଳିଥିଲେ । 

କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରLeft-hand bat
ବୋଲିଂ ପ୍ରକାରRight-arm fast-medium
ଅନ୍ତର୍ଜାତୀୟ ତଥ୍ୟ
National side
  • Indian
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 1 35
ମୋଟ ରନ 10 872
ବ୍ୟାଟିଂ ହାର 5.00 24.22
ଶତକ/ଅର୍ଦ୍ଧଶତକ –/– –/5
ସର୍ବାଧିକ ରନ 9 91
ବଲ ସଂଖ୍ୟା 114 4924
ଉଇକେଟ 2 85
ବୋଲିଂ ହାର 15.50 25.21
ଇନିଙ୍ଗସରେ ୫ଟି ଉଇକେଟ 4
ମ୍ୟାଚରେ ୧୦ଟି ଉଇକେଟ 1
ସବୁଠୁ ଭଲ ବୋଲିଂ 2/29 7/42
କ୍ୟାଚ/ଷ୍ଟମ୍ପିଙ୍ଗ –/– 39/–
Source: [୧]

ପାଇ ଜଣେ ଦ୍ରୁତ ବୋଲର ଥିଲେ ଓ ତଳ ଆଦରରେ ଜଣେ ଉପଯୋଗୀ ବେଟ୍ସ ମେନ ଥିଲେ । ସେ 1968/69 ସିଜନରେ ବମ୍ବେ ପାଇଁ ରଣଜୀ ଟ୍ରଫିରେ ଖେଳିବା ଆରମ୍ଭ କରିଥିଲେ । ସେ ପ୍ରଥମ 3ଟି ମେଚରେ 11ଟି ୱିକେଟ ନେବା ପରେ ପଶ୍ଚିମ ଜୋନ ଦଳ ପାଇଁ ବଛା ହେଇ ଦୁଲିପ ଟ୍ରଫି ମଧ୍ୟ ଖେଳିଥିଲେ । ସେ ସେଥିରେ 25.80 ହାରରେ 129 ରନ ସହ 23ଟି ୱିକେଟ ନେଇଥିଲେ । 

ସେପ୍ଟେମ୍ବର 1969ରେ ସେ ପଶ୍ଚିମ ଜୋନର କେନ୍ଦ୍ର ଜୋନ ସହ ମେଚରେ 7/42 ନେଇଥିଲେ । ତାହା ପରେ ସେ ଭାରତୀୟ ଟେଷ୍ଟ ଦଳ ସହ ନିଉଜିଲାଣ୍ଡ ଖେଳିଥିବା ପ୍ରଥମ ଟେଷ୍ଟରେ ଖେଳିଥିଲେ । ସେ ସେଥିରେ 2ଟି ୱିକେଟ ନେଇଥିଲେ ଓ ଭାରତ ଟେଷ୍ଟ ଜିତିଥିଲା । କିନ୍ତୁ ଚୟନକର୍ତାମାନେ ଅଳ ରାଉଣ୍ଡର ରୁଷୀ ସୁର୍ତି ଓ ଆବିଦ ଅଲିଙ୍କୁ ଓପନିଂ ବୋଲିଂ ପାଇଁ ବାଛି 2 ୟ ଟେଷ୍ଟରେ ତାଙ୍କୁ ନେଇନଥିଲେ । 

ସେ ଏହା ପରେ ଔ ଦୁଲିପ ଟ୍ରଫି ଖେଳି ନଥିଲେ ମଧ୍ୟ ରଣଜୀ ଟ୍ରଫିରେ ସୌରସ୍ତ୍ର ବିରୁଦ୍ଧରେ ସେ 7 ନମ୍ବରରେ ବ୍ୟାଟିଂ କରି 91 ରଣ କରିଥିଲେ ଓ ତାହା ପରେ 22 ରଣ ଦେଇ 5 ୱିକେଟ ନେଇଥିଲେ । ପରେ ଦ୍ୱିତୀୟ ଇନିଂସରେ 30 ରଣରେ 6 ୱିକେଟ ନେଇ ବମ୍ବେକୁ ବିଜୟୀ କରେଇଥିଲେ । 

ଆଧାର 

ବାହାର ଲିଙ୍କ 

Tags:

Ajit Pai.oggଉଇକିପିଡ଼ିଆ:Media helpଫାଇଲ:Ajit Pai.oggଶବଦ ବିଷୟରେ

🔥 Trending searches on Wiki ଓଡ଼ିଆ:

ଯୁକ୍ତରାଷ୍ଟ୍ର ଆମେରିକାଶୀତଳ ଷଷ୍ଠୀ ଯାତ୍ରାପ୍ରମୁଖ ଅବସାଦ ବେମାରୀମହିମା ଧର୍ମସମଲେଶ୍ୱରୀ ମନ୍ଦିରଅମ୍ଳରୋଗଯୌଥ ପରିବାରପ୍ରଦୂଷଣଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ରାଜଧାନୀ ତାଲିକାମାଗୁଣିର ଶଗଡ଼ବିଶ୍ୱର ବ୍ୟସ୍ତତମ ବନ୍ଦରଓମ୍ଜ୍ଞାନକୋଷମଧ୍ୟାହ୍ନ ଭୋଜନ ଯୋଜନାଅଜନ୍ତା ଗୁମ୍ଫାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାବୌଦ୍ଧ ଧର୍ମ୫ ଅଗଷ୍ଟତ୍ରିଭୁଜଶାନ୍ତନୁ କୁମାର ଆଚାର୍ଯ୍ୟକାଗଜଆମ୍ବେଦକର ଜୟନ୍ତୀଭାରତର ଜାତୀୟ ପତାକାପଣା ସଂକ୍ରାନ୍ତିଶିବଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଜାପାନଜୀବନସାଥୀଆଇଚି ରାଜ୍ୟକଟକ ଜିଲ୍ଲାହାଡ଼ଦୁର୍ଗାରାମାୟଣଜଗନ୍ନାଥଙ୍କ ବେଶଯାଜପୁରସମ୍ବଲପୁର ଜିଲ୍ଲାଓଡ଼ିଶାର ପଞ୍ଚାୟତ ସମିତି ତାଲିକାକରଣ (ଜାତି)ଧାତୁସୁନୀଲ ପାଲ୍ହିନ୍ଦୁ ସମୟ ଗଣନା୨୮ ଅପ୍ରେଲମଙ୍ଗଳା ମନ୍ଦିରଦଗ୍ଧଭୂମି ପେଦନେକରଉପେନ୍ଦ୍ର ଭଞ୍ଜଥିଓଟେପାସୀତାକାନ୍ତ ମହାପାତ୍ରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା୧୭୭୬ଚବିଶ ଗୁରୁତାରିଣୀ ମନ୍ଦିର, ଘଟଗାଁଲାଟିନ ଭାଷାରୋନାଲ୍ଡ ରେଗନଭାରତର ରାଷ୍ଟ୍ରପତିବିରାଜ ଦାଶମନୋରଞ୍ଜନ ଦାସକିଶୋରୀ ଚରଣ ଦାସସୀତାତାଜମହଲଡଲାରସ୍ୱାଧୀନତାପଞ୍ଚତନ୍ତ୍ରଆନ୍ତର୍ଜାତିକ ନୃତ୍ୟ ଦିବସକୋରାପୁଟ🡆 More