ଓଡ଼ିଶୀ ନୃତ୍ୟ

This page is not available in other languages.

(୨୦ର ଆଗରୁ | ) (୨୦ | ୫୦ | ୧୦୦ | ୨୫୦ | ୫୦୦) ଟି ଦେଖିବେ
  • Thumbnail for ଓଡ଼ିଶୀ
    ଓଡ଼ିଶୀ ଭାରତରେ ପ୍ରଚଳିତ ଓ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରା । ଏଥିରେ ଅନ୍ତର୍ଭୁକ୍ତ ଓଡ଼ିଶୀ ନୃତ୍ୟକୁ ଭାରତ ସରକାର ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ...
  • issi_Research_Centre ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ରାଜଧାନୀ ଭୁବନେଶ୍ୱରଠାରେ ସ୍ଥିତ, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର, ପ୍ରସାର ତଥା ଅନୁସନ୍ଧାନ ଦିଗରେ...
  • ଗଙ୍ଗାଧର ପ୍ରଧାନ (ଶ୍ରେଣୀ ଓଡ଼ିଶୀ ନୃତ୍ୟ ଗୁରୁ)
    ପ୍ରମୁଖଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷାର ତାଲିମ ନେଇ ବେଶ ପ୍ରତିଷ୍ଠା ଲାଭ କରିବା ସହ ଜଣେ ମର୍ଦ୍ଦଳ ବାଦକ ଭାବେ ମଧ୍ୟ ପରିଚିତ ହୋଇଥିଲେ । ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଓଡ଼ିଶୀ ନୃତ୍ୟରେ...
  • Thumbnail for କେଳୁଚରଣ ମହାପାତ୍ର
    କେଳୁଚରଣ ମହାପାତ୍ର (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    org/wiki/Kelucharan_Mohapatra କେଳୁଚରଣ ମହାପାତ୍ର (୮ ଜାନୁଆରୀ ୧୯୨୬ - ୭ ଅପ୍ରେଲ ୨୦୦୪) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ । ବିଂଶ ଶତାବ୍ଦୀରେ ଓଡ଼ିଶୀର ପୁନରୁତ୍ଥାନ ଓ ଶାସ୍ତ୍ରୀୟ ମାନ୍ୟତା...
  • Thumbnail for ଅରୁଣା ମହାନ୍ତି
    ଅରୁଣା ମହାନ୍ତି (ଶ୍ରେଣୀ ଓଡ଼ିଶୀ ନୃତ୍ୟଗୁରୁ)
    ସଂଯୁକ୍ତା ପାଣିଗ୍ରାହୀ ଓ ସୋନାଲ ମାନସିଂହଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି । ନିର୍ମଳ ମହାନ୍ତି ଓ ଶାନ୍ତନୁ ଦାସଙ୍କଠାରୁ, ସେ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଛନ୍ତି । ଦୂରଦର୍ଶନରେ ପ୍ରସାରିତ...
  • ମିନତି ମିଶ୍ର (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    ଜାନୁଆରୀ ୨୦୨୦) ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଥିଲେ । ଭାରତ ବାହାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ୧୯୬୬ରେ ଉତ୍କଳ...
  • Thumbnail for ଶାଶ୍ୱତ ଯୋଶୀ
    ଶାଶ୍ୱତ ଯୋଶୀ (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    ଶାଶ୍ୱତ ଯୋଶୀ(୧୮ ଡିସେମ୍ବର ୧୯୮୪) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ଗୁରୁ, ମଡେଲ ଓ ଓଡ଼ିଶୀର ପ୍ରତିପାଦକ ଅଟନ୍ତି । ଶାଶ୍ୱତ ଯୋଶୀ(୧୮ ଡିସେମ୍ବର ୧୯୮୪) ଟିଟଲାଗଡ଼ରେ ଜନ୍ମ ଗ୍ରହଣ...
  • Thumbnail for ମାୟାଧର ରାଉତ
    ମାୟାଧର ରାଉତ (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    ନିଜସ୍ୱ ଅନୁଷ୍ଠାନ ମାୟାଧର ସ୍କୁଲ ଅଫ ଓଡ଼ିଶୀ ଡାନ୍ସରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରିଛନ୍ତି । ୧୯୭୨ ମସିହାରୁ ସେ ଭାରତ ବାହାରେ ବିଭିନ୍ନ ଦେଶରେ ନୃତ୍ୟ ପରିବେଷଣ କରିଆସିଛନ୍ତି । ଜାପାନ...
  • ରମଣୀ ରଞ୍ଜନ ଜେନା (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    ରମଣୀ ରଞ୍ଜନ ଜେନା (୧୫ ଅଗଷ୍ଟ ୧୯୪୧- ୨୬ ମାର୍ଚ୍ଚ ୨୦୧୬) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏବଂ ନୃତ୍ୟ ଗୁରୁ । ରମଣୀ ରଞ୍ଜନ, ୧୯୪୧ ମସିହା ଅଗଷ୍ଟ ୧୫ ତାରିଖରେ ବାଲେଶ୍ୱର ଜିଲ୍ଲାର...
  • ଶେଷ ହେବା ପାଇଁ ଆଉ ୨୫୦ ଦିନ ବାକି ଅଛି । ୧୯୬୦: ଅରୁଣା ମହାନ୍ତି, ଓଡ଼ିଶୀ ନୃତ୍ୟ ଶିଳ୍ପୀ, ଓଡ଼ିଶୀ ନୃତ୍ୟ ଗୁରୁ ଉଇକିମିଡ଼ିଆ କମନ୍ସରେ ୨୫ ଅପ୍ରେଲ ବାବଦରେ ମାଧ୍ୟମ ରହିଛି । BBC:...
  • Thumbnail for ପଙ୍କଜ ଚରଣ ଦାସ
    ପଙ୍କଜ ଚରଣ ଦାସ (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    ୧୯୨୫ – ୧୧ ଜୁନ ୨୦୦୩) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ ଓ ସର୍ବୋପରୀ ଓଡ଼ିଶୀ ନୃତ୍ୟର ପୁନଃନିର୍ମାତା ଥିଲେ । ତେଣୁ ତାଙ୍କୁ ଓଡ଼ିଶୀ ନୃତ୍ୟର ପିତା ଓ ଆଦିଗୁରୁ କୁହାଯାଏ...
  • କୁଙ୍କୁମ ମହାନ୍ତି (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    ଜନ୍ମଗ୍ରହଣ କରିଥିଲେ । ସେ କଳା ବିକାଶ କେନ୍ଦ୍ରରେ ଗୁରୁ କେଳୁଚରଣ ମହାପତ୍ରଙ୍କ ନିକଟରୁ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ନିଜ ଅଭିନୟ ନିମନ୍ତେ ପରିଚିତ । ସେ ରାଜ୍ୟ ସରକାରଙ୍କ ସଂସ୍କୃତି...
  • ଧୀରେନ୍ଦ୍ର ପଟ୍ଟନାୟକ (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    ଧୀରେନ୍ଦ୍ର ପଟ୍ଟନାୟକ (ମୂଳ ନାମ: ଧୀରେନ୍ଦ୍ର ନାଥ ପଟ୍ଟନାୟକ, ୧୯୩୩ - ୨୦୦୯) ଜଣେ ଓଡ଼ିଶୀ ନୃତ୍ୟ ଗବେଷକ, ଓଡ଼ିଆ ସାହିତ୍ୟିକ ଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କୁଳପତି ଭୂମିକା...
  • Thumbnail for ଗୀତା ମହାଳିକ
    ଗୀତା ମହାଳିକ (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    ମହାଳିକ ଓଡ଼ିଶାରେ ଜନ୍ମିତ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ । ଗୀତା ମହାଳିକ ୧୯୪୮ ମସିହାରେ କୋରାପୁଟରେ ଜନ୍ମଗ୍ରହଣ କରିଥିଲେ । ସେ ଖୁବ୍...
  • ପଣ୍ଡିତ ଭୁବନେଶ୍ୱର ମିଶ୍ର ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପାଇଁ ବିଶ୍ୱବ୍ୟାପି ଆଦୃତି ଆଣି ପାରିଛନ୍ତି । ଜୟଦେବଙ୍କ ଗୀତ ଗୋବିନ୍ଦରେ ସୂର ଦେଇ, ସେ ତାକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଦେଶ ବିଦେଶରେ...
  • ୨୭୧ ଦିନ ବାକି ଅଛି । ୧୯୬୦ – ଅରୁଣା ମହାନ୍ତି, ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ, ଓଡ଼ିଶୀ ନୃତ୍ୟ ଗୁରୁ ୧୯୨୪ – ସ୍ୱଭାବ କବି ଗଙ୍ଗାଧର ମେହେର (ଜନ୍ମ: ୯ ଅଗଷ୍ଟ ୧୮୬୨)...
  • Thumbnail for କବିତା ଦ୍ୱିବେଦୀ
    କବିତା ଦ୍ୱିବେଦୀ (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    କବିତା ଦ୍ୱିବେଦୀ, ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ । ସେ ଓଡ଼ିଶୀ ନୃତ୍ୟ ଗୁରୁ ହରେକୃଷ୍ଣ ବେହେରାଙ୍କର ଝିଅ । କବିତା ଛୋଟବେଳୁ ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ କରିବା ଆରମ୍ଭ କରିଥିଲେ...
  • ନିରଞ୍ଜନ ରାଉତ (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    https://www.duhoctrungquoc.vn/wiki/or/Niranjan_Rout ନିରଞ୍ଜନ ରାଉତ, ଜଣେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ । ସେ, ୧୯୫୪ ମସିହା ଅଗଷ୍ଟ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା...
  • Thumbnail for ରାମଲି ଇବ୍ରାହିମ
    ରାମଲି ଇବ୍ରାହିମ (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    ଜନ୍ମିତ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଅଟନ୍ତି । ସେ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଓ ତାଙ୍କରି ଧାରା ଅନୁସରଣ କରି, ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ...
  • ସୁଧାକର ସାହୁ (ଶ୍ରେଣୀ ଓଡ଼ିଶୀ ନୃତ୍ୟଶିଳ୍ପୀ)
    ଇଂରାଜୀ ଲିଙ୍କ https://www.duhoctrungquoc.vn/wiki/or/Sudhakar_Sahu ସୁଧାକର ସାହୁ ଜଣେ ଓଡ଼ିଶୀ ନୃତ୍ୟ ଗୁରୁ । ସୁଧାକର ସାହୁ, ୧୯୩୫ ମସିହା ଜାନୁୟାରୀ ୧ ତାରିଖରେ, ଢେଙ୍କାନାଳ ଜିଲ୍ଲା ଗଁଦିଆ...
  • ଆଧୁନିକ ଶିକ୍ଷିତମାନେ ଓଡ଼ିଶୀ ସଂଗୀତ ପ୍ରତି ଯଥେଷ୍ଟ ମନୋଯୋଗ ଦେଉ ନ ଥିବା ଦେଖାଯାଏ ସଂଗୀତ ମୂହଁଦ୍ୱାରା ବୋଲାଯାଏ, ତାଳ ବାଦ୍ୟଦ୍ୱାରା ସୂଚିତ ହୁଏ ଓ ନୃତ୍ୟ ହସ୍ତପଦାଦିଦ୍ୱାରା ସଂପନ୍ନ
  • ରଚିତ ଗୀତଗୋବିନ୍ଦ ସଂସ୍କୃତ ସାହିତ୍ୟ ଏବଂ ଓଡ଼ିଶୀ ସଙ୍ଗୀତର ଏକ ଅମର କୃତି । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ପ୍ରତି ରାତ୍ର ବଡ଼ସିଂହାର ବେଳେ ଗାନ ବାଦନ ଓ ନୃତ୍ୟ କରାଯାଏ ।
(୨୦ର ଆଗରୁ | ) (୨୦ | ୫୦ | ୧୦୦ | ୨୫୦ | ୫୦୦) ଟି ଦେଖିବେ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ମାପ ବ୍ୟବସ୍ଥାମସ୍ତିଷ୍କରମାକାନ୍ତ ରଥନିର୍ମାଲ୍ୟଜୈନ ଧର୍ମତାଇୱାନ୨୦୨୨ ଫିଫା ବିଶ୍ୱକପ୍ଫିନଲ୍ୟାଣ୍ଡବିଷ୍ଣୁ ଚରଣ ସେଠୀଫିଲିପାଇନ୍ସଭାରତୀୟ ମୁଦ୍ରାହ୍ୱାଟ୍ସଆପରମଜାନଚୈତନ୍ୟବୌଦ୍ଧ ଧର୍ମବୀର ସୁରେନ୍ଦ୍ର ସାଏଗୋଲୋକ ବିହାରୀ ଧଳଭାରତୀୟ ସମ୍ବିଧାନଅଷ୍ଟ୍ରେଲିଆ (ମହାଦେଶ)ମନମୋହନ ସାମଲଥାଲାସେମିଆ୧୮୭୦ଧର୍ମ୧୯ ଡିସେମ୍ବରଥାଇଲାଣ୍ଡଅଚ୍ୟୁତ ସାମନ୍ତଆଲବାନିଆହେପାଟାଇଟିସଲିଙ୍ଗରାଜ ମନ୍ଦିରସୋମନାଥମଧୁସୂଦନ ଦାସଅଚ୍ୟୁତାନନ୍ଦ ଦାସସିଲିକନ୨୦୧୯ ଭାରତୀୟ ସାଧାରଣ ନିର୍ବାଚନ୧୫୮୧ଗ୍ରହଜେରୁସାଲେମଅଂଶୁଘାତସଚ୍ଚିଦାନନ୍ଦ ରାଉତରାୟ୯ ଜୁନଓଡ଼ିଶାର ଦୋଳଯାତ୍ରାଗୁଗଲସିକ୍ଲ ସେଲ୍ ରୋଗ୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣଚକ୍ରବର୍ତ୍ତୀ ରାଜଗୋପାଳାଚାରୀମି ଠୁ (ହ୍ୟାସଟ୍ୟାଗ)ଆମାଜନ ନ‌ଦୀଜ୍ୱରରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାପୃଥିବୀର ବାୟୁମଣ୍ଡଳଓଜସ୍ୱୀ ଅରୋଡ଼ାଜେରୋଷ୍ଟୋମିଆମାଛମହାତ୍ମା ଗାନ୍ଧୀବୁଦାପେଷ୍ଟଇମେଲଉଇକିମିଡ଼ିଆ ଫାଉଣ୍ଡେସନକୁନ୍ତଳା କୁମାରୀ ସାବତ୨୦ ଅପ୍ରେଲଯକ୍ଷ୍ମାକାରଗିଲ ଯୁଦ୍ଧଫକୀର ମୋହନ ସେନାପତିଉର୍ବଶୀ୨୫ ଅକ୍ଟୋବରଦକ୍ଷିଣ କୋରିଆତରଳ ଝାଡ଼ାଶିବଶୁଆମାଙ୍ଗାଲୋରେ🡆 More