ଶାଶ୍ୱତ ଯୋଶୀ

ଶାଶ୍ୱତ ଯୋଶୀ(୧୮ ଡିସେମ୍ବର ୧୯୮୪) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ଗୁରୁ, ମଡେଲ ଓ ଓଡ଼ିଶୀର ପ୍ରତିପାଦକ ଅଟନ୍ତି ।

Saswat Joshi
ଶାଶ୍ୱତ ଯୋଶୀ
Background information
ଜନ୍ମ (1984-12-18) ଡିସେମ୍ବର ୧୮, ୧୯୮୪ (ବୟସ ୩୯)
ଟିଟିଲାଗଡ
ଜନ୍ମସ୍ଥାନଭାରତ
ଶୈଳୀଓଡ଼ିଶୀ
ପେଷାଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ଅଭିନେତା, ନୃତ୍ୟ ଗୁରୁ, ମଡେଲ,
କାର୍ଯ୍ୟକାଳ୨୦୦୦–present
ୱେବସାଇଟhttp://www.saswatjoshi.com

ପ୍ରାରମ୍ଭିକ ଜୀବନ

ଶାଶ୍ୱତ ଯୋଶୀ(୧୮ ଡିସେମ୍ବର ୧୯୮୪) ଟିଟଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ଶାଶ୍ୱତ ୫ ବର୍ଷ ବୟସରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ତାଙ୍କ ଗୁରୁଙ୍କ ନାମ ଥିଲା ପ୍ରସନ ପଟ୍ଟନାୟକ ଓ ଶାନ୍ତନୁ ବେହେରା । ଶିଶୁ କଳାକାର ରୂପରେ ସମ୍ପୂର୍ଣ୍ଣ ରୁଚି ଓ ସମର୍ପଣ ସହକାରେ ସେ ଓଡ଼ିଶୀ ଶିଖିଥିଲେ ।

କ୍ୟାରିୟର

ଶାଶ୍ୱତ ଯୋଶୀ 

ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ

୨୦୦୦ ମସିହାରେରେ ଶାଶ୍ୱତ ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କଠାରୁ ତାଙ୍କ ପେଶାଦାର ଓଡ଼ିଶୀ ତାଲିମ ନେଇଥିଲେ । ସେ ପଦ୍ମ ଭୂଷଣ ଗୁରୁ [କେଲୁଚରଣ ମହାପାତ୍ର]ଙ୍କ ଓଡ଼ିଶୀ ନୃତ୍ୟ ପ୍ରଣାଳୀକୁ ଅନୁସରଣ କରୁଥିଲେ । ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ସେ ବାର୍ଷିକ ବୃତ୍ତି ପାଆନ୍ତି । ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରୁ ସେ ବିଷାରଦ କରିଥିଲେ ଓ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ ସଙ୍ଗୀତ ରତ୍ନ ଆୱାର୍ଡ ପାଇଥିଲେ । ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ସେ ଓଡ଼ିଶୀ ବିଷୟରେ ବୁଝାଇଥିଲେ । ଓଡ଼ିଶୀ ନୃତ୍ୟକୁ ପ୍ରସିଦ୍ଧ କରିବା ପାଇଁ ସେ ଅନେକ ଉରୋପୀୟ ଓ ଏସୀୟ ଦେଶ ଯଥା ଇଟାଲୀ, ଫ୍ରାନ୍ସ, ଫିନଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ହଙ୍ଗେରୀ ଇତ୍ୟାଦି ଦେଶ ମାନଙ୍କରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ମଡେଲ ଭାବରେ

ଶାଶ୍ୱତ ମାନ୍ୟବର ଡ୍ରେସ, ବୟନିକା, ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡ ପାଇଁ ମଡେଲିଙ୍ଗ କରିଥିଲେ ।

କୋରିୟଗ୍ରାଫର ଭାବରେ

  • ଓଡ଼ିଶୀରେ ନୃତ୍ୟ ଡ୍ରାମା
    • ମାତୃ ରୂପ
    • ମଲ୍ଲହାର
    • ଦେବୀ
    • ଶିବ ତାଣ୍ଡପ
    • କ୍ରୀଷ୍ଣା ସମର୍ପଣ
    • ମା- ଆତ୍ମଜୀବନୀ ଉପରେ ଆଧାରିତ ରମାଦେବୀ ଚୌଧୁରୀ
  • ମିଶ୍ରିତ କୋରିୟଗ୍ରାଫୀ
    • ସାରିଆ
    • ୫ ପଦାର୍ଥ
    • ଇନ୍ଦ୍ରଧନୁ
    • ରୁଦ୍ର
    • ସତ୍ୟମ ଶିବମ ସୁନ୍ଦରମ
    • ଦିଲ୍ଲୀଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଏନସିସି କ୍ୟାଡେଟ ମାନଙ୍କ ତରଫରୁ ଓଡ଼ିଶାର ନୃତ୍ୟ ପ୍ରଦର୍ଶନ

ନୃତ୍ୟ ଗୁରୁ ଭାବରେ

ଶାଶ୍ୱତ ଲାସ୍ୟକଳା କେନ୍ଦ୍ରର ପ୍ରତିଷ୍ଠାତା । ଏହିଠାରେ ଅନେକ ଛାତ୍ର ଛାତ୍ରୀ ଓଡ଼ିଶୀ ଶିଖିଥାନ୍ତି ।

ଆଧାର

ଅଧିକ ତଥ୍ୟ

Tags:

ଶାଶ୍ୱତ ଯୋଶୀ ପ୍ରାରମ୍ଭିକ ଜୀବନଶାଶ୍ୱତ ଯୋଶୀ କ୍ୟାରିୟରଶାଶ୍ୱତ ଯୋଶୀ ଆଧାରଶାଶ୍ୱତ ଯୋଶୀ ଅଧିକ ତଥ୍ୟଶାଶ୍ୱତ ଯୋଶୀଓଡ଼ିଶୀ

🔥 Trending searches on Wiki ଓଡ଼ିଆ:

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଜଳବିଦ୍ୟୁତ୍୨୦୦୬ମାୟାଧର ମାନସିଂହଗୋଦାବରୀଶ ମହାପାତ୍ରବନ୍ଦେ ଉତ୍କଳ ଜନନୀଚିକିତ୍ସା ବିଜ୍ଞାନବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦେଓମାଳୀପଦାର୍ଥ ବିଜ୍ଞାନଭୁବନେଶ୍ୱରଜିନା ସାମଲ୧୯୯୦ଇଂଲଣ୍ଡବଳଦେବଜୀଉ ମନ୍ଦିରଭକ୍ତ ଚରଣ ଦାସwiki.phtmlଚାନ୍ଦବାଲିଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରରତ୍ନାକର ଚଇନିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଗନ୍ଧମାର୍ଦନଶକ୍ତି ପୀଠ୧୨ ଫେବୃଆରୀଅଷ୍ଟ୍ରେଲିଆଖପୁରୀ କଣା ଅସ୍ତ୍ରୋପଚାରମହାତ୍ମା ଗାନ୍ଧୀଭାନୁଜୀ ରାଓବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟସଂସଦୀୟ ଗଣତନ୍ତ୍ରଗଣ୍ଡାସୁଦର୍ଶନ ପଟ୍ଟନାୟକମହାଭାରତଜୟ ଜଗନ୍ନାଥଗ୍ରେଗୋରି ପାଞ୍ଜି୨୦ ଅପ୍ରେଲକାଳୀଚରଣ ପଟ୍ଟନାୟକଇଟାମାଟି ଗ୍ରାମଖାଦ୍ୟ ଖଣିଜ ଲବଣଫୁଲମ୍ୟାଲେରିଆରିକେଟବୈଷୟିକ ବିଜ୍ଞାନବର୍ଷା ପ୍ରିୟଦର୍ଶିନୀପୃଥିବୀଲୋକ ସଭାରାଜକିଶୋର ରାୟପକ୍ଷୀକର୍କଟ ରୋଗମନୋରଞ୍ଜନ ଦାସମୋଗଲ ସାମ୍ରାଜ୍ୟରାଜନୀତି ବିଜ୍ଞାନସ୍ଫୁଲିଙ୍ଗ (କବିତା ସଙ୍କଳନ)ଜ୍ୟୈଷ୍ଠଲୁଣଆଣ୍ଟିଅକ୍ସିଡାଣ୍ଟ୭ ଅପ୍ରେଲଗୌରୀଶଙ୍କର ରାୟରାଧାନାଥ ରାୟ୮ ଅପ୍ରେଲ୨ ଅପ୍ରେଲମେଟ୍ରୋନିଡାଜୋଲଶ୍ରୀ ଅରବିନ୍ଦଉତ୍କଳ ବ୍ରାହ୍ମଣଆନିଫ୍ରୋଲୁମାବଭାରତୀୟ ଜାତୀୟ କଂଗ୍ରେସଭାରତୀୟ ସମ୍ବିଧାନଝୁଲଣ ଯାତ୍ରା🡆 More