ଲାକ୍ଷ୍ୟାଦ୍ୱୀପ ସମୁଦ୍ର: ସମୁଦ୍ର

ଛାଞ୍ଚ:Infobox sea

ଲାକ୍ଷ୍ୟାଦ୍ୱୀପ ସମୁଦ୍ର , ଏକ ସମୁଦ୍ର ଜଳର ଅଞ୍ଚଳ ଯାହା ଭାରତ ( ଲକ୍ଷ୍ୟାଦ୍ୱୀପ ଦ୍ୱିପ ସମୂହ ସହ ), ଶ୍ରୀଲଙ୍କା ଓ ମାଲଦ୍ୱୀପ ତଟକୁ ଲାଗିଥିବା ଅଞ୍ଚଳକୁ ନେଇ ଅଛି । ଏହା ଭାରତୀୟ ରାଜ୍ୟ କେରାଲାର ପଶ୍ଚିମ ଦିଗରେ ଅବସ୍ଥିତ । ଏହି ସମୁଦ୍ର ଜଳ ବର୍ଷସାରା  ସ୍ତିର ଓ ଉଷ୍ମ ରହିଥାଏ ଏବଂ ଏହା ସାମୁଦ୍ରିକ ଜୈବ ସମ୍ପଦରେ ଭରପୁର ଥାଏ । ଗଲ୍ଫ ଅଫ ମାନ୍ନାର ଏହାର ଏକ ଅଂଶ ବିଶେଷ ଓ କେବଳ ଏହି ଗଲ୍ଫରେ 3,600 ପ୍ରକାର ସାମୁଦ୍ରିକ ଜୈବ ରହିଥିବାର ଜଣାଯାଏ। ଏହାର ଟଟବର୍ତୀ ଇଲାକାରେ  ଅଞ୍ଚଳରେ ତ୍ରୀଭାନ୍ଦ୍ରମ, କୋଚି , କଲମ୍ବୋ , କୁଇଲନ , ମାଲେ ପାରି ମୁଖ୍ୟ ସହର ରହିଛି । 

ପରିବ୍ୟାପ୍ତି 

ଲାକ୍ଷ୍ୟାଦ୍ୱୀପ ସମୁଦ୍ର: ପରିବ୍ୟାପ୍ତି , ଜଳତତ୍ତ୍ୱ , ଜଳବାୟୁ ଏବଂ ମନୁଷ୍ୟ ଗତିବିଧି 
ବିଙ୍ଗଳି ତଟ ଅଞ୍ଚଳ ରୁ ଲାକ୍ଷ୍ୟାଦ୍ୱୀପ ସମୁଦ୍ରର ଦୃଶ୍ୟ 

ଅନ୍ତର୍ଜାତିକ ହାଇଡ୍ରାଗ୍ରାଫିକ ସଂଗଠନ ଲାକ୍ଷ୍ୟାଦ୍ୱୀପ ସମୁଦ୍ରର ପରିସୀମାକୁ ଏହିପରି ବର୍ଣ୍ଣନା କରନ୍ତି , 

ପଶ୍ଚିମ ଦିଗରେ ଏହାର ଅବସ୍ଥିଟି (14°48′N 74°07′E / 14.800°N 74.117°E / 14.800; 74.117)  ଓ (13°42′N 72°10′E / 13.700°N 72.167°E / 13.700; 72.167



ଜଳତତ୍ତ୍ୱ 

 ଏଠାରେ ସମୁଦ୍ର ଜଳ ବର୍ଷ ସାରା ୨୬ ରୁ୨୮  ଡିଗ୍ରୀ ଯାଏ ରହିଥାଏ । ଶୀତକାଳୀନ ସମୟରେ ଏହା ସାମାନ୍ୟ କମ ହୋଇ ୨୫  ଡିଗ୍ରୀ ଯାଏ ଆସେ । ଲବଣାଂଶ ମଧ୍ୟ ଓ ଉତ୍ତରାଞ୍ଚଳରେ ସ୍ଥଳରେ ୩.୪ % ଥିବା ବେଳେ ଦକ୍ଷିଣାଞ୍ଚଳ ଏହା ୩.୫୫ % ରହିଥାଏ । ଏହାର ବେଳାଭୂମି ଅଞ୍ଚଳ ବାଲୁକାପୁର୍ଣ ଥିବାବେଳେ ଗଭୀର ଅଞ୍ଚଳ କର୍ଦମାକ୍ତ ରହେ । ଏହା ମଧ୍ୟରେ ବହୁ ସଂଖ୍ୟାରେ କୋରାଲ ରିଫ ଦେଖା ଯାଏ ।ଲାକ୍ଷ୍ୟାଦ୍ୱୀପ  ଦ୍ୱୀପପୁଞ୍ଜ ଅଞ୍ଚଳରେ ୧୦୫ ପ୍ରକାରର କୋରାଲ ପ୍ରଜାତି ଦେଖାଯାଏ । .

ଜଳବାୟୁ ଏବଂ ମନୁଷ୍ୟ ଗତିବିଧି

ଲାକ୍ଷ୍ୟାଦ୍ୱୀପ ସମୁଦ୍ର: ପରିବ୍ୟାପ୍ତି , ଜଳତତ୍ତ୍ୱ , ଜଳବାୟୁ ଏବଂ ମନୁଷ୍ୟ ଗତିବିଧି 
ମାନ୍ନାରରେ ମୁକ୍ତ ଆହରଣ , ୧୯୨୬ର ଚିତ୍ର 

ଗଲ୍ଫ ଅଫ ମାନ୍ନାର ମୁକ୍ତା ଆହରଣ ପାଇଁ ବିଖ୍ୟାତ । ଏଠାରେ  Pinctada radiata ଏବଂ Pinctada fucata ପ୍ରଜାତିର ମୁକ୍ତା ବିଗତ ୨୦୦୦ ବର୍ଷ ଧରି ମିଳୁଥିବା ଉଲ୍ଲେଖ ରହିଛି ।  Pliny the Elder (23–79)  ଲେଖାରେ ଏଠାକାର ମୁକ୍ତକୁ ସବୁଠାରୁ ଉତ୍ତମ ଓ ପର୍ଯ୍ୟାପ୍ତ ବୋଲି କୁହାଯାଇଛି ।  ବର୍ତ୍ତମାନ ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରକୃତିକ ମୁକ୍ତା ଆହରଣ ବ୍ୟୟବହୁଳତା ଯୋଗୁ ଏହା ବନ୍ଧ ହେଇ ଯାଇଥିବା ବେଳେ ମାନ୍ନାରରେ ଏହାର ଆହରଣ ତଥାପି ସମ୍ଭବ ହେଇଆସୁଛି ।  ଏଠାରୁ ବହୁଳ ପରିମାଣରେ ଶଙ୍ଖ ମଧ୍ୟ ଆହରଣ ହେଇଥାଏ ।  

ଏହି ଅଞ୍ଚଳରେ ବହୁଳ ପରିମାଣର ମାଛ ଧରା ଯାଇଥାଏ । ଏଠାରେ ବାର୍ଷିକ ୨,୦୦୦ରୁ ୫,୦୦୦ ଟନ ମାଛ ଧରାଯାଇଥାଏ । ଏହା ମଧ୍ୟରେ ଟୁନା , ଶାର୍କ , ଅଚେଲାଟା ,ଚିଙ୍ଗୁଡି ଆଦି ପ୍ରଧାନ । 

ଆଧାର

Tags:

ଲାକ୍ଷ୍ୟାଦ୍ୱୀପ ସମୁଦ୍ର ପରିବ୍ୟାପ୍ତି ଲାକ୍ଷ୍ୟାଦ୍ୱୀପ ସମୁଦ୍ର ଜଳତତ୍ତ୍ୱ ଲାକ୍ଷ୍ୟାଦ୍ୱୀପ ସମୁଦ୍ର ଜଳବାୟୁ ଏବଂ ମନୁଷ୍ୟ ଗତିବିଧିଲାକ୍ଷ୍ୟାଦ୍ୱୀପ ସମୁଦ୍ର ଆଧାରଲାକ୍ଷ୍ୟାଦ୍ୱୀପ ସମୁଦ୍ର

🔥 Trending searches on Wiki ଓଡ଼ିଆ:

ଗିରିଧର ଗମାଙ୍ଗତପସ୍ୱିନୀପର୍ଫେନାଜାଇନଆରିଷ୍ଟୋଟଲଅଂଶୁପା ହ୍ରଦଧର୍ମେନ୍ଦ୍ର ପ୍ରଧାନଗୋପବନ୍ଧୁ ଚୌଧୁରୀଚିଲିକା ହ୍ରଦପୁରୀରବର୍ଟ ହିଲ୍୨୦୦୬ନିର୍ମଳା (ଉପନ୍ୟାସ)କଳାହାଣ୍ଡି ଜିଲ୍ଲାତପନ କୁମାର ପ୍ରଧାନଗଙ୍ଗାଧର ରଥମାର୍ଚ୍ଚଚାଟ୍ ଜିପିଟିବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଜିନା ସାମଲବନ୍ୟାଦେବସ୍ନାନ ପୂର୍ଣ୍ଣିମା୧୯୮୪ଭଗବତ ଗୀତାବଳଦେବଜୀଉ ମନ୍ଦିରବଣ୍ଡ (ଅର୍ଥ)ଓଡ଼ିଆ ଭାଷାମୌଳିକ ସଂଖ୍ୟାଏମିସ ଲୋକଭଦ୍ରକ ଜିଲ୍ଲାକଣ୍ଡୋମକୁଞ୍ଜବିହାରୀ ଦାଶଶବ୍ଦ (ପଦ)ନାରୀବାଦଜନ୍ମ ନିରୋଧଆଶୁତୋଷ ପରିଡ଼ା୧୭୪୬ଜୟ ଜଗନ୍ନାଥଉଦ୍ଭିଦ ବିଜ୍ଞାନକୋଷ୍ଠକାଠିନ୍ୟବାଘଦାସକାଠିଆ୧୭ ଫେବୃଆରୀଓଡ଼ିଶାର ଇତିହାସଆପେଣ୍ଡିସାଇଟିସମହାପାତ୍ର ନୀଳମଣି ସାହୁନାରାୟଣ ସାହୁ୭୦୧ଧରିତ୍ରୀଶ୍ରଦ୍ଧାକର ସୂପକାରକଳାପାହାଡ଼ଗର୍ଭାବସ୍ଥାସିନ୍ଧୁ ନଦୀଚିକୁନ‌ଗୁନିଆରାସେଶ୍ୱରୀ ପାଣିଗ୍ରାହୀଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଜମ୍ମୁ ତୱି ରେଳ ଷ୍ଟେସନସଚ୍ଚିଦାନନ୍ଦ ରାଉତରାୟଭ୍ୟାକୁମ୍ କ୍ଲିନର୍ବିଶ୍ୱତାପନଧନୁ (ରାଶି)ଅଚ୍ୟୁତ ଗୋକୁଳ ନାୟକଶ୍ରୀ ଅରବିନ୍ଦଶିବହନୁମାନ ବାଟିକାସୂଚନା ପ୍ରଯୁକ୍ତିବିଦ୍ୟାଜାପାନ ସାଗରଲକ୍ଷ୍ମୀଦାଶରଥି ଦାସ🡆 More