ପୂଜା (ଉପାସନା)

This page is not available in other languages.

(୨୦ର ଆଗରୁ | ) (୨୦ | ୫୦ | ୧୦୦ | ୨୫୦ | ୫୦୦) ଟି ଦେଖିବେ
  • ଷୋଡ଼ଶୋପଚାରରେ କରାଯାଇଥାଏ ଓ ବିଶେଷ ପୂଜା ଉପଲକ୍ଷେ ୧୮ ଓ ୩୬ ଉପଚାରଦ୍ୱାରା ପୂଜା କରାଯାଇଥାଏ । ତାନ୍ତ୍ରିକମାନେ ୬୪ ଉପଚାରରେ ଦେବୀଙ୍କୁ ପୂଜା କରିଥାଆନ୍ତି । ଏଥିରେ ପାଞ୍ଚଟି ସୋପାନରେ...
  • ପୂଜା ପୂଜା (୧୯୮୧ର ଓଡ଼ିଆ ଚଳଚ୍ଚିତ୍ର) ପୂଜା (ଉପାସନା)କୁ ବୁଝାଇପାରେ ।...
  • Thumbnail for ଦୁର୍ଗା ପୂଜା
    ମୋଗଲମାନଙ୍କ ସହ ଯୁଦ୍ଧ କରିବା ସମୟରେ ଦୁର୍ଗାଙ୍କର ଉପାସନା କରିଥିଲେ I ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ ଖଡ୍ ଗ ପୂଜା କରାଯାଏ I ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ...
  • Thumbnail for ମହା ଶିବରାତ୍ରି
    ପାଳନ କରିଥାନ୍ତି । ଶିବଙ୍କ ପୂଜା ଉପାସନା ନିମନ୍ତେ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବରାତ୍ରି ସର୍ବୋକୃଷ୍ଟ । ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବାବେଳେ ଏହି ପର୍ବରେ...
  • Thumbnail for ସରସ୍ୱତୀ
    ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ, ଓ ବୌଦ୍ଧ ଧର୍ମାବଲମ୍ବୀମାନେମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି । ପାରମ୍ପରିକ ରୂପରେ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ...
  • Thumbnail for ନବଦୁର୍ଗା
    ସ୍କନ୍ଧମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ)ଙ୍କ ପୂଜା ଅନୁଷ୍ଠିତ ହୁଏ ୤ ଶୈଳପୁତ୍ରୀ: ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ।୤ପୌରାଣିକ ମତେ...
  • ବର୍ଣ୍ଣକୁ ଗୁରୁତ୍ୱ ଦିଆଯାଏ I ଏହିଦିନରେ ଶକ୍ତିଙ୍କର ଉପାସନା ଅତ୍ୟନ୍ତ ପବିତ୍ର କର୍ମବିଶେଷ I ଭାରତର ବିଭିନ୍ନ ଅଞ୍ଚଳରେ ଥିବା ଶକ୍ତି ଉପାସନା ଧର୍ମପୀଠ ଗୁଡ଼ିକରେ ଏହିଦିନ ପ୍ରବଳ ଜନସମାଗମ...
  • Thumbnail for ନବରାତ୍ରୀ
    ସ୍କନ୍ଧମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ)ଙ୍କ ପୂଜା ଅନୁଷ୍ଠିତ ହୁଏ । ଶୈଳପୁତ୍ରୀ: ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ ପୌରାଣିକ ମତେ ହିମାଳୟଙ୍କ...
  • ଧାମରେଈଙ୍କର ଉପାସନା ଧୀବରମାନେ କରିଥାନ୍ତି। ଏ ସମ୍ବନ୍ଧରେ ଭଞ୍ଜକନିକା ପୁସ୍ତକରେ ଉଲ୍ଲେଖ ଅଛି: ‘କୂଳେ ପ୍ରତିଷ୍ଠିତ ଦେବୀ ଚତୁର୍ଭୁଜା। ଧାମରାଈ କରେ ଧୀବର ଯା ପୂଜା॥’ ଦେବୀ ପ୍ରଥମେ...
  • Thumbnail for ପୁରୀ
    ସପ୍ତ ମାତୃକା ମୂର୍ତ୍ତି ପୂଜା ପାଉଥିଲେ।କାଳକ୍ରମେ ଶାକ୍ତମାନଙ୍କ ପୂଜା ଉପାସନା ସହ ଶିବ ଉପସକମାନଙ୍କ ପୂଜା ଉପାସନା ଯୋଡ଼ି ହୋଇ ବର୍ତ୍ତମାନ ଶିବ ଶାକ୍ତ ଉପାସନା ସ୍ଥଳୀ ରୂପେ ଏହା ପ୍ରସିଦ୍ଧି...
  • ବ୍ରତକୁ ଗଜ ବସାଇ ପାଳନ କରାଯାଏ । ନାରୀମାନେ ଏହି ବ୍ରତ ମାଧ୍ୟମରେ ଯମରାଜାଙ୍କୁ ପୂଜା ବା ଉପାସନା କରନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ପୁତ୍ର ସନ୍ତାନ କାମନା । ଏହି ବ୍ରତ ପାଳନରେ ନିର୍ଦ୍ଧିଷ୍ଟ...
  • ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ । ଓଡ଼ିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ । ପ୍ରତ୍ୟେକ ପଲ୍ଲୀଗ୍ରାମରେ ନିଜର ଗ୍ରାମଦେବତା ବା ଗ୍ରାମଦେବତୀ ରହିଥାନ୍ତି।...
  • ସାୟଂକାଳରେ ଏହି ପୂଜା ଉପାସନା ପାଳନ ହିନ୍ଦୁ ପରମ୍ପରା I ସୂର୍ଯ୍ୟାସ୍ତର ଦେଢଘଣ୍ଟା ପୂର୍ବ ଓ ଏକ ଘଣ୍ଟା ପରବର୍ତ୍ତୀ ସମୟକୁ କୁହାଯାଏ ପ୍ରଦୋଷ କାଳ I ଏହି ସମୟରେ ମହାଦେବଙ୍କୁ ପୂଜା କରିବା ଭାରତରେ...
  • ପୂର୍ବରୁ ଏଠାରେ ହିଙ୍ଗୁଳାଙ୍କ କୌଣସି ଉପାସନା ପୀଠ ନ ଥିଲା। ଦେବୀ କେବେଠାରୁ ଏଠାରେ ପୂଜିତା ବା କେବେଠାରୁ ତାଳଚେରରେ ହିଙ୍ଗୁଳା ଉପାସନା ଆରମ୍ଭ ହେଲା ଯାହାକି ଆଜି ପର୍ଯ୍ୟନ୍ତ ମା’...
  • Thumbnail for ରାମଚଣ୍ଡୀ ମନ୍ଦିର
    ଅବସ୍ଥାରେ କୋଣାର୍କ କ୍ଷେତ୍ରରେ ପହଞ୍ଚିଥିଲେ ଓ ରାମଚଣ୍ଡୀଙ୍କୁ ଉପାସନା କରି ଲଙ୍କା ବିଜୟ ପାଇଁ ସମର୍ଥ ହୋଇଥିଲେ । ରାମଚନ୍ଦ୍ର ପୂଜା କରିଥିବାରୁ ସେହି ଦେବୀଙ୍କୁ ରାମଚଣ୍ଡୀ କୁହାଯାଏ । ଦେବୀଙ୍କ...
  • Thumbnail for ରଥ ସପ୍ତମୀ
    ମାଘ ଶୁକ୍ଳ ସପ୍ତମୀ ଦିନଟି ରଥ ସପ୍ତମୀ ଭାବେ ପାଳନ କରାଯାଏ ।ସୂର୍ଯ୍ୟ ଦେବତାଙ୍କର ଉପାସନା ଏଇ ଦିନ କରାଯାଏ । କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି । ସୂର୍ଯ୍ୟଙ୍କୁ ସମର୍ପିତ ବିଶ୍ୱବିଖ୍ୟାତ...
  • ଭାବରେ ପୂଜା ପାଇଥାନ୍ତି । ଚଉଷଠି ଯୋଗିନୀ ଓ ନବକୋଟୀ କାନ୍ତନୀ (କାତ୍ୟାୟନୀ) ଦେବୀ କାଳୀଙ୍କର ସହଚରୀ ବୋଲି ଲୋକବିଶ୍ୱାସ । ଏହିମାନେ ଭିନ୍ନ ଭିନ୍ନ ସ୍ଥାନରେ ଗ୍ରାମଦେବତୀ ରୂପେ ପୂଜା ପାଉ...
  • Thumbnail for ପାତାଳୀ ଶ୍ରୀକ୍ଷେତ୍ର
    ମଣ୍ଡଳରେ ୩୮ ହାତ ଉଚ୍ଚତା ବିଶିଷ୍ଟ ଏକ ମନ୍ଦିର ନିର୍ମାଣ କରାଇ ଠାକୁରମାନଙ୍କର ଯଥାବିଧି ପୂଜା ଉପାସନା କରାଇବାର ବ୍ୟବସ୍ଥା କଲେ । ଏହି ରାଜାଙ୍କ ସମୟରୁ ହିଁ ଠାକୁରମାନଙ୍କର ନବକଳେବର ଧାରଣ...
  • Thumbnail for ଗୋସାଣୀ ଯାତ୍ରା
    ସ୍ୱତନ୍ତ୍ର ପୂଜା ଉତ୍ସବ ଏହି ପୀଠ ଠାକୁରାଣୀମାନଙ୍କର ଏକ ଅନନ୍ୟ ମହୋତ୍ସବ ରୂପେ ସାଧାରଣରେ ଦୃଷ୍ଟି ଆକର୍ଷଣ କରିଥାଏ। ଶ୍ରୀକ୍ଷେତ୍ରରେ ମୃଣ୍ମୟୀ (ମାଟି) ଦୁର୍ଗା ଉପାସନା ଉତ୍ସବର ସ୍ୱତନ୍ତ୍ରତା...
  • Thumbnail for ଭଟ୍ଟାରିକା ମନ୍ଦିର
    ସମ୍ମିଳିତ ଉପାସନା କ୍ଷେତ୍ରରୂପେ ବିଦିତ । ରାଜା ପର୍ଶୁରାମ ନିଜ ତୀରମୁନରେ ପ୍ରସ୍ତର ଖୋଦେଇ କରି ଶକ୍ତିସ୍ୱରୂପିଣୀ ମହାମାୟା ମା'ଭଟ୍ଟାରିକାଙ୍କ ମୂର୍ତ୍ତି ଗଢ଼ି ପୂଜା କରିଥିଲେ, ତେଣୁ...
  • ମୂର୍ତ୍ତି ପୂଜା ରୋ.ଟ୍ରା. — Mūrtti pūjā ଆଇ.ପି.ଏ. — mˈuːɾtti pˈuːɟa ପ୍ରତିମା ପୂଜା; ନିରାକାର ଈଶ୍ୱରଙ୍କ ସାକାର ପ୍ରତିମାରୂପେ ପୂଜା କରିବା; ସାକାର ଉପାସନା — Idol-worship
  • ଅଛନ୍ତି ସର୍ବଗୁଣ । ଅବତରିବେ ସ୍ୱୟଂ ନାରାୟଣ । ତାଙ୍କ ଚରିତ ଅପାରୁଁ ଅପାର । ତାଙ୍କୁ ଉପାସନା କରି ନିସ୍ତର । ସର୍ବ କ‌ହି ନାରଦମୁନି ଗଲେ । ବାଲମୀକି ରାମଙ୍କୁ ଲୟ କଲେ । ତାଙ୍କୁ ପ୍ରସନ୍ନ
(୨୦ର ଆଗରୁ | ) (୨୦ | ୫୦ | ୧୦୦ | ୨୫୦ | ୫୦୦) ଟି ଦେଖିବେ

🔥 Trending searches on Wiki ଓଡ଼ିଆ:

ଡୋନାଲ୍ଡ ଟ୍ରମ୍ପପେରିକାର୍ଡ଼ାଇଟିସବସନ୍ତ କୁମାର ଶତପଥୀଜାପାନବ୍ରହ୍ମପୁରପଦାର୍ଥସମ୍ବାଦକିଶୋରୀ ଚରଣ ଦାସଜୋହାନ୍ ସେବାଷ୍ଟିଆନ୍ ବାକ୍ଉତ୍କଳ ସମ୍ମିଳନୀରମଣ ମହର୍ଷିହିନ୍ଦୁଓଡ଼ିଆ କବି ମାନଙ୍କର ତାଲିକାଟୁଇଟରଇତିହାସଜନ୍ ଏଫ୍. କେନେଡ଼ିବିହାରଜେରୁସାଲେମବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜୁ ଜନତା ଦଳବର୍ଷାବନ୍ଦେ ଉତ୍କଳ ଜନନୀଆର୍ମେନିଆମାଳତୀ ଚୌଧୁରୀଅନ୍ନପୂର୍ଣ୍ଣା ରଙ୍ଗମଞ୍ଚସିଙ୍ଗାପୁରଅଚ୍ୟୁତ ସାମନ୍ତ୨୦ ମାର୍ଚ୍ଚଜୟୀରାମ ସାମଲଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟପୁରାଣଜ୍ଞାନକୋଷକାଳୀଚରଣ ପଟ୍ଟନାୟକଆଲଜିମର ରୋଗରାଜନୀତି ବିଜ୍ଞାନନମିତା ଅଗ୍ରୱାଲମହୁଲଗୀତଗୋବିନ୍ଦସୁନା୨୯ ମାର୍ଚ୍ଚକୃଷ୍ଣମସ୍ତିଷ୍କଫୁସଫୁସମିଆଁମାରମନମୋହନ ସାମଲହିନ୍ଦୀଓଡ଼ିଆ ଖବରକାଗଜ ତାଲିକାପିତ୍ତାସ୍ମରୀବଙ୍ଗଳାଦେଶକଲିକତାମିଖାଇଲ ଗୋର୍ବାଚୋଭକଟକ ଜିଲ୍ଲାକଟକଦକ୍ଷିଣ କୋରିଆଭାରତୀୟ ମହିଳାପଞ୍ଜାବୀ ଉଇକିପିଡ଼ିଆଉଇକିପିଡ଼ିଆଶିବାଜୀଲକ୍ଷ୍ମୀକାନ୍ତ ମହାପାତ୍ରଫିଲିପାଇନ୍ସଶ୍ରୀ ଅରବିନ୍ଦସଂଗୀତଧନୁଯାତ୍ରାଇରା ମହାନ୍ତିଅଷ୍ଟ୍ରେଲିଆହରେକୃଷ୍ଣ ମହତାବକୋରିଆ ଯୁଦ୍ଧରାଶି ଓ ନକ୍ଷତ୍ରଆମ୍ବ🡆 More