ପରମାର୍ଥ

ପରମାର୍ଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପରମ+ଅର୍ଥ) ସମ୍ପାଦନା

ଶ୍ରେଷ୍ଠ ବସ୍ତୁ — ୧. Supreme thing; any excellent or important object.

୨. ଜୀବନର ଶେଷ ଉଦ୍ଦେଶ୍ୟ —୨. The supreme object of life; summun bonum of life.
୩. ଆଧ୍ୟାତ୍ମିକ ଜ୍ଞାନ — ୩. Spiritual knowlege. (Howells).


୪. ଧର୍ମ —୪. Religion.
୫. ସମ୍ପୂର୍ଣ୍ଣ ସତ୍ୟ —୫. Whole truth. (Howells).
୬. ଯାଥାର୍ଥ୍ୟ —୬. Exactitude; reality.
୭. ଶ୍ରେଷ୍ଠ ଧନ —୭. Best kind of wealth.
୮. ଈପ୍ସିତ ଧନ —୮. Longed for riches.
୯. ପରଂବ୍ରହ୍ମ —୯. The Supreme Being.
୧. ସର୍ବୋତ୍ତମ ଅର୍ଥ ବା ତାତ୍ପର୍ଯ୍ୟ — ୧୦. Excellent sense or meaning.
୧୧. ବେଦାନ୍ତାଦି —୧୧. The Bedānta etc. (M.W.).
୧୨. ମୋକ୍ଷ —୧୨. Final beatitude.
୧୩. (ନ୍ୟାୟଦର୍ଶନ) ଦୁଃଖର ସର୍ବଥା ଅଭାବରୂପେ ସୁଖ (ହିନ୍ଦୀ - ଶ) — ୧୩. (Nyāya Philosophy) Happiness due to the total absence of misery.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଧର୍ମକାର୍ଯ୍ୟ — Religious object; spiritual object.



🔥 Top keywords: ପ୍ରଧାନ ପୃଷ୍ଠାଉଇକିଅଭିଧାନ:ଆଲୋଚନା ସଭାବିଶେଷ:ଖୋଜନ୍ତୁଶବ୍ଦାର୍ଥଉଇକିଅଭିଧାନ:ପୁରୁଣା ପ୍ରଧାନ ପୃଷ୍ଠା (୨୦୨୦)ଓଡ଼ିଆଯୋଗବୋତଲପାଣିରକ୍ତବିଆମାଣପେଜସଂସ୍କୃତିପ୍ରକୃତିଭକ୍ତିସବୁଦମ୍ପତିଅକିଞ୍ଚନଶାଳମାଟିକରଣକଙ୍କରିଳକଣିନଖାଯଶ ରଖିବାଟୋକଣାଠାଆ ଠାଆକେନଦୀଉଚକା ଦେବାକକେଇପୁଅ ଭାଇଭିନ୍ନକଡ଼ବାଶବ୍ଦକଚୁପୋଡ଼ାନାମକତୁରିଆକଞ୍ଚାସୁନାସାନିକଶବୀ ରଖିବାଘଡ଼ଘଡ଼ିକଇଁଚକାକୁଡ଼ିକର୍ଚାଲିପୌଳିଛତରେଇବାପୁହୁଣାକରନ୍ଦାକଣ୍ଟାପିରିକପ୍ରଥାକଡ଼େଇଜୟଶୃଙ୍ଗଖୋଲା ରଖିବାଖଳିଟୋକୋଇପେଣ୍ଟିଆକଉକନାପରିଣାମ ଦର୍ଶୀକଲର୍ କଲର୍ଠାଆକୁ ଠାଆଗତିଗୟଳକଲାଏତ୍କ୍ଷୁର୍ଣ୍ଣକୁକ୍ଷିମ୍ଭରିତିକତଖଣ୍ଟ ମାରିବାଖଣ୍ଡିକାଶ ମାରିବାମହାଭାରତବଉଦଜୁଡ଼ି ହଙ୍କେଇବାଉତ୍କଟକ୍ରତୁଭୁଜଟୋଲକା