ହାର୍ଡୱେର

ହାର୍ଡୱେର ହେଉଛି କମ୍ପ୍ୟୁଟର ପ୍ରଣାଳୀର ସେହି ସବୁ ଉପାଦାନ ଯାହା ସ୍ଥାବର, ଅର୍ଥାତ ଯାହାକୁ ସ୍ପର୍ଶ କରିହୁଏ, ଯେମିତିକି କମ୍ପ୍ୟୁଟର ମନିଟର, କି-ବୋର୍ଡ଼, ମାଉସ, ପ୍ରିଣ୍ଟର ଆଦି । ଗୋଟିଏ ସାଧାରଣ କମ୍ପ୍ୟୁଟର ହାର୍ଡ୍ୱେର୍ ସାଧାରଣତଃ ଚାରି ପ୍ରକାର ପଦାର୍ଥରେ ଗଢ଼ା, ଯେମିତିକି :

  1. ଅର୍କଗଣିତ ତର୍କ ସଂସ୍ଥା ( Arithimetic Logic Unit)
  2. ନିୟନ୍ତ୍ରଣ ସଂସ୍ଥା (Control Unit)
  3. ସ୍ମ୍ରୁତି (Memory)
  4. ନିବେଶ ଓ ନିଗମ ଉପକରଣ (Input and Ouput devices)

ଏ ସବୁ ଉପର ହାର୍ଡ୍ୱେର୍ "ତାର"(busses)ଦ୍ୱାରା ନିଜ ନିଜ ଭିତରେ ସଂଯୁକ୍ତ ହୋଇଥାନ୍ତି । ଏଇ ସବୁ ଉପକରଣରେ ଲକ୍ଷ ଲକ୍ଷ ଇଲେକ୍ଟ୍ରୋନିକ୍ସ ଟ୍ରାଞ୍ଜିଷ୍ଟର ଅଛି ଯାହାକୁ କି ଅନ ବା ଅଫ ଅବସ୍ଥାରେ ରଖି ହୁଏ । ପ୍ରତ୍ୟେକ ଟ୍ରାଞ୍ଜିଷ୍ଟର ଗୋଟିଏ ଦ୍ୱିଆଧାରି (Binary) ସଂଖ୍ୟାକୁ ଦର୍ଶାଏ ଜେମିତିକି '୧' ବା '୦'।

ଆଧାର

Tags:

କମ୍ପ୍ୟୁଟରକମ୍ପ୍ୟୁଟର ମନିଟର

🔥 Trending searches on Wiki ଓଡ଼ିଆ:

ସରସ୍ୱତୀଓଡ଼ିଶାର ଦୋଳଯାତ୍ରାଭଗବତୀ ଚରଣ ପାଣିଗ୍ରାହୀଶୀତଳ ଷଷ୍ଠୀ ଯାତ୍ରାମନୋରଞ୍ଜନ ଦାସଭକ୍ତ ଚରଣ ଦାସAnifrolumabମହିମା ଧର୍ମଫେସବୁକ ମେସେଞ୍ଜରମୂରଲୀଧର କୁଅଁରପ୍ରସନ୍ନ କୁମାର ପାଟ୍ଟଶାଣୀଚେକ୍ ଗଣରାଜ୍ୟଉଇକିଖବରକର୍କଟ ରୋଗଜାନକୀ ବଲ୍ଲଭ ପଟ୍ଟନାୟକଇଷ୍ଟ୍ରାଡେଫାଇଲିନମୟୂରଭଞ୍ଜ ଜିଲ୍ଲା୪ ଅପ୍ରେଲରାଧାରାଣୀ ପଣ୍ଡାବଳବିଷ୍ଣୁସାରଳା ମହାଭାରତପୁରୀରେବତୀ (କ୍ଷୁଦ୍ରଗଳ୍ପ)ସମ୍ବଲପୁର ଜିଲ୍ଲାଅଚ୍ୟୁତ ସାମନ୍ତଜିନା ସାମଲକେନ୍ଦୁଝର ଜିଲ୍ଲାଜାପାନୀ ଭାଷାଯୌନ ସମ୍ଭୋଗଓଡ଼ିଆଜଗନ୍ନାଥସତ୍ୟବାଦୀ ବନ ବିଦ୍ୟାଳୟଯୁକ୍ତରାଜ୍ୟବିଭୂତି ପଟ୍ଟନାୟକରାମଚନ୍ଦ୍ର ବେହେରାମନୋଜ ଦାସ୧୯୮୯ଅନୁଗୋଳ ଜିଲ୍ଲାଇଂରାଜୀ ଭାଷାସୁଭାଷ ଶତପଥୀଖ୍ରୀଷ୍ଟ ଧର୍ମଆଜରବାଇଜାନକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଦେଉଳଝରି ଉଷ୍ଣପ୍ରସ୍ରବଣବାଲେଶ୍ୱର ଜିଲ୍ଲାଭାରତୀୟ ସମ୍ବିଧାନୟୁରୋପବାୟୋନ୍ ମନ୍ଦିରଖାଦ୍ୟଶବ୍ଦ (ଧ୍ୱନି)ଗଙ୍ଗା ଦଶହରାଜ୍ଞାନପୀଠ ପୁରସ୍କାରକିଶୋର ପାଣିଗ୍ରାହୀପୃଥିବୀ୮ ଅପ୍ରେଲମୁକ୍ତେଶ୍ୱର ଦେଉଳୟୁ ଟ୍ୟୁବଜୟ ଜଗନ୍ନାଥବୈଷୟିକ ବିଜ୍ଞାନରାଜନୀତି ବିଜ୍ଞାନ🡆 More