ହାରୀ ପୋଟର

ହ୍ୟାରୀ ପୋଟର୍ ହେଉଛି ଏକ ସାତଗୋଟି କାଳ୍ପନିକ ଉପନ୍ୟାସ ଯାହାକି ଲେଖକ ଜେ.କେ.

ରୌଲିଂଙ୍କଦ୍ୱାରା ରଚିତ ହୋଇଛି । ଏହି ବହିରେ ଯାଦୁଗର ହ୍ୟାରୀ ପୋଟର୍ ଏବଂ ତାଙ୍କର ସାଙ୍ଗ ରୋନାଲ୍ଡ ୱିଜ୍‌ଲି, ହର୍ମୋଇନି ଗ୍ରେଞ୍ଜର୍ ଯେଉଁମାନେ କି ହଗ୍ୱାର୍ଟ୍ସ ଜାଦୁଗରୀ ଏବଂ ତନ୍ତ୍ର ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସହ ଏକ ଅଦଭୁତପୂବ ରୋମାଞ୍ଚକର ଯାତ୍ରା ଉପରେ ପର୍ଯ୍ୟବସିତ । ଏହି କାହାଣୀର ମୂଳ ଆଧାର ହ୍ୟାରୀ ଯାହାର ପ୍ରଧାନ ଲକ୍ଷ୍ୟ ଦୁଷ୍ଟ ଜାଦୁଗର ଲର୍ଡ୍ ବୋଲ୍‌ଡମଟ‌କୁ ହରାଇବା ଜିଏକି ସମଗ୍ର ଜାଦୁଗରୀ ଦୁନିଆ ଉପରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହିଞ୍ଚି ଏବଂ ତା ରାସ୍ତାରେ ଆସିଥିବା ସମସ୍ତ ଲୋକଙ୍କକୁ ସେ ବିନାଶ କରିଛି। ଏହାରେ ପ୍ରଥମ ଉପନ୍ୟାସ ହ୍ୟାରୀ ପୋର୍ଟର୍ ଏବଂ ଫିଲୋସଫର୍ସ ଶ୍ଟୋନ ୧୯୯୭ ମସିହା ୩୦ଜୁନ ମାସରେ ପ୍ରକାଶିତ ହେବ ପରେ ଏହା ଅଦ୍ଭୁତପୂର୍ବ ଲୋକପ୍ରିୟତା ହାସଲ କରି ଇତିହାସ ରଚନା କରିଥିଲା ।

Harry Potter
The ହ୍ୟାରୀ ପୋଟର୍ ପ୍ରତୀକ, ଉପନ୍ୟାସ ଧାରାବାହିକର ଆମେରିକୀୟ ସଂସ୍କରଣରେ ଏବଂ ପରେ ଚଳଚ୍ଚିତ୍ରରେ ବ୍ୟବହୃତ ହୋଇଥିଲା।
ହ୍ୟାରି ପୋଟର୍' ଲୋଗୋ ପ୍ରଥମେ ଉପନ୍ୟାସ ଧାରାବାହିକର ଆମେରିକୀୟ ସଂସ୍କରଣ (ଏବଂ ବିଶ୍ବବ୍ୟାପୀ ଅନ୍ୟ କେତେକ ସଂସ୍କରଣ) ଏବଂ ପରେ ଚଳଚ୍ଚିତ୍ରକ୍ରମ ପାଇଁ ବ୍ୟବହୃତ ହୋଇଥିଲା
1. Harry Potter and the Philosopher's Stone
2. Harry Potter and the Chamber of Secrets
3. Harry Potter and the Prisoner of Azkaban
4. Harry Potter and the Goblet of Fire
5. Harry Potter and the Order of the Phoenix
6. Harry Potter and the Half-Blood Prince
7. Harry Potter and the Deathly Hallows
ଲେଖକଜେ.କେ. ରୌଲିଂ
ଦେଶବ୍ରିଟିଶ ସାହିତ୍ୟ
ଭାଷାଇଂରାଜୀ
ବିଭାବବିଲକ୍ଷଣ, କାଳ୍ପନିକ, କାଳ୍ପନିକ ରହସ୍ୟ, ପୁଲକିତ, ଯାଦୁବାଦୀ ବାସ୍ତବତା
ପ୍ରକାଶକବ୍ଲୁମ୍ସବରି ପ୍ରକାଶନ (ବ୍ରିଟେନ)
ପ୍ରକାଶ ତାରିଖ୨୯ ଜୁନ ୧୯୯୭ – ୨୧ ଜୁଲାଇ ୨୦୦୭ (ପ୍ରାରମ୍ଭିକ ପ୍ରକାଶନ)
Media typeମୁଦ୍ରଣ (ହାର୍ଡକଭର୍ ଏବଂ ପେପର୍ୱ୍ୟାକ୍)
ଅଡିଓ ବୁକ୍
ଇ-ବୁକ୍

ବାହାର ଲିଙ୍କ

Tags:

🔥 Trending searches on Wiki ଓଡ଼ିଆ:

ହେମୋଫିଲିଆମଧୁସୂଦନ ଦାସବି. ଆର. ଆମ୍ବେଦକରଓଡ଼ିଆ ଲିପିଶ୍ରୀଜଙ୍ଗମଥୁରା ମଙ୍ଗଳବୈକୁଣ୍ଠନାଥ ପଟ୍ଟନାୟକକନ୍ଧମାଳ ଜିଲ୍ଲାସାଧୁ ମେହେରପଞ୍ଚାୟତ ରାଜଧର୍ମେନ୍ଦ୍ର ପ୍ରଧାନଆଦିଶଙ୍କରଜୀବାଣୁ ଭାଜିନୋସିସଚନ୍ଦ୍ରଶେଖର ନନ୍ଦନେପାଳଗଞ୍ଜାମ ଜିଲ୍ଲାଓଡ଼ିଶାର ଭୂଗୋଳଯୁକ୍ତରାଜ୍ୟପ୍ରତିଭା ରାୟଭୂମିକମ୍ପପାର୍ବତୀପ୍ରାଣୀଅଷ୍ଟ୍ରେଲିଆଧର୍ମସ୍ୱୋର୍ଡ ମାଛନିତ୍ୟାନନ୍ଦ ମହାପାତ୍ରଅଚ୍ୟୁତାନନ୍ଦ ପ‌ତିଜୈନ ଧର୍ମସାହି ଯାତଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ବାଘଜହ୍ନପ୍ରସନ୍ନ କୁମାର ଦାସଡଙ୍ଗାଓଧଖିଲିପାନରମାଦେବୀ ଚୌଧୁରୀକୁନ୍ତଳା କୁମାରୀ ସାବତଗୁପ୍ତେଶ୍ୱରଚଳନ୍ତି ଠାକୁରଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଟକପରି ମହଲଗୌରହରି ଦାସବ୍ୟଞ୍ଜନ ବର୍ଣ୍ଣଯୋଗମୁଣ୍ଡା ଭାଷାସମୂହରବି ନାରାୟଣ ନନ୍ଦରାଜେନ୍ଦ୍ର କିଶୋର ପଣ୍ଡାଏ. ପି. ଜେ. ଅବଦୁଲ କଲାମଗୁଲଜାରରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାଣବୁଦ୍ଧ ପୂର୍ଣ୍ଣିମାଖୋର୍ଦ୍ଧା ଜିଲ୍ଲାସାରଳା ଦାସସାରଦା ପ୍ରସାଦ ମିଶ୍ରସୁରେନ୍ଦ୍ର ମହାନ୍ତିଶ୍ରୀତମ ଦାସଜୈନବାଦଆଚାର୍ଯ୍ୟ ହରିହରଚନ୍ଦନ ଯାତ୍ରାଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ପଶ୍ଚିମ ଓଡ଼ିଶାଓଡ଼ିଆ ରାମାୟଣଧନୁଯାତ୍ରାଦରମାପାଲାରାଧାମୋହନ ଗଡ଼ନାୟକ🡆 More