ଇରାକ

ଇରାକ , ପଶ୍ଚିମ ଏସିଆରେ ଥିବା ଏକ ଦେଶ । ଏହାର ଦକ୍ଷିଣରେ ସାଉଦୀ ଆରବ ଓ କୁଏତ, ଉତ୍ତରରେ ତୁର୍କୀ, ଉତ୍ତର-ପଶ୍ଚିମରେ ସିରିଆ, ପଶ୍ଚିମରେ ଜୋର୍ଡାନ ଓ ପୂର୍ବରେ ଇରାନ ଅବସ୍ଥିତ । ଇରାକର ରାଜଧାନୀ ବାଗଦାଦ ଅଟେ ।

Republic of Iraq

جمهورية العـراق
Jumhūriyyat al-‘Irāq
Flag of Iraq
Coat of arms of Iraq
Flag Coat of arms
ରାଷ୍ଟ୍ରାଦର୍ଶ: الله أكبر   (Arabic)
"Allahu Akbar"  (transliteration)
"God is the Greatest"
ଜାତୀୟ ସଙ୍ଗୀତ: 
Mawtini
(موطني)  
"My Homeland"
Location of Iraq
ରାଜଧାନୀBaghdad
ବୃହତ୍ତମ ସହରcapital
ସରକାରୀ ଭାଷାArabic, Kurdish
ଜାତୀୟତାIraqi
GovernmentFederal parliamentary republic
• President
Jalal Talabani
• Prime Minister
Nouri al-Maliki
• Speaker of Council of Representatives
Usama al-Nujayfi
ବିଧାନ ମଣ୍ଡଳCouncil of Representatives
Independence
କ୍ଷେତ୍ରଫଳ
• ମୋଟ
438,317 km2 (169,235 sq mi) (59th)
• ଜଳଭାଗ (%)
1.1
ଲୋକସଂଖ୍ୟା
• 2012 estimate
31,129,225 (36th)
• ଘନତା
71.0/km2 (183.9/sq mi) (125th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2012 estimate
• ମୋଟ
$143.676 billion (63rd)
• ମୁଣ୍ଡପିଛା
$4,272 (126th)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2011 estimate
• ମୋଟ
$144.214 billion (62nd)
• ମୁଣ୍ଡପିଛା
$4,288 (110th)
ମାନବ ବିକାଶ ସୂଚନାଙ୍କ (2011)0.573
Error: Invalid HDI value
ମୁଦ୍ରାIraqi dinar (IQD)
ସମୟ ମଣ୍ଡଳUTC+3 (GMT+3)
• Summer (DST)
UTC+3 (not observed)
ରାସ୍ତା ଚାଲିବା ପାଖright
ଟେଲିଫୋନ କୋଡ଼964
Internet TLD.iq


ପୂର୍ବରୁ ଇରାକର ନାମ "ମେଷୋପଟାମିଆ" ଥିଲା, ଯାହାର ଅର୍ଥ ଦୁଇ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳ । ଖ୍ରୀ ପୁ ୬ଷ୍ଠ ଶହସ୍ରାବ୍ଦ ସମୟରୁ ଏହା ଅନେକ ସଭ୍ୟତାର ସ୍ଥାନ ହୋଇ ଆସିଛି । ଇଉଫ୍ରେଟିସ ଓ ଟାଇଗ୍ରୀସ ନଦୀ ମଧ୍ୟବର୍ତ୍ତୀ ଏହି ଅଞ୍ଚଳକୁ ସଭ୍ୟତାର କେନ୍ଦ୍ର ଓ ଲେଖନର ଜନ୍ମ ସ୍ଥଳୀ କୁହାଯାଇଅଥାଏ । ଇରାକ ଅତୀତରେ ଅନେକ ସାମ୍ରାଜ୍ୟର ଅଂଶ ରହି ଆସିଛି । ଅଧିକାଂଶ ଇରାକ ବାସୀ ସିହା ମୁସଲିମ ଅଟନ୍ତି ।

ରାଜନୀତି

୧୯୬୩ ମସିହାରୁ ୨୦୦୩ ପର୍ଯ୍ୟନ୍ତ ଇରାକ ବାଥ୍ (Ba'ath Party)ଦ୍ୱାରା ଶାସିତ ହେଉଥିଲା । ସଦ୍ଦାମ ହୁସେନ ଏହି ଦଳର ସଭାପତି ଥିଲେ । ୧୯୯୦ ମସିହାରେ କୁଏତ୍ ଉପରେ ଇରାକର ଆକ୍ରମଣ ପରେ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ସାଉଦୀ ଆରବ, ଫ୍ରାନ୍ସ, ଇଟାଲୀ ଆଦି ଦେଶମାନେ ମିଶିକରି ଯୁଦ୍ଧ କରିଥିଲେ । ୨୦୦୩ ମସିହାରେ ଅମେରିକା,

ଭୂଗୋଳ

ଇରାକ ୨୯° ଓ ୩୮° ଉତ୍ତର ଅକ୍ଷାଂଶ ଓ ୩୯° ଓ ୪୯° ପୂର୍ବ ଦୈର୍ଘ୍ୟ ମଧ୍ୟରେ ଅବସ୍ଥିତ । ୪୩୭,୦୭୨ ବର୍ଗ କିଲୋମିଟର ଅଞ୍ଚଳରେ ଏହା ବିଶ୍ୱର ୫୮ତମ ବୃହତ୍ତମ ଦେଶ

ଧର୍ମ

ପ୍ରଶାସନିକ ବିଭାଜନ

ଭାଷା

ଆଧାର

ବାହାର ତଥ୍ୟ

    Government
    General information

Tags:

ଇରାକ ରାଜନୀତିଇରାକ ଭୂଗୋଳଇରାକ ଧର୍ମଇରାକ ପ୍ରଶାସନିକ ବିଭାଜନଇରାକ ଭାଷାଇରାକ ଆଧାରଇରାକ ବାହାର ତଥ୍ୟଇରାକଏସିଆ

🔥 Trending searches on Wiki ଓଡ଼ିଆ:

ଶ୍ରୀମନ୍ଦିର ବେଢ଼ା-ଦେବାଦେବୀଚାଣକ୍ୟଖାରବେଳଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାରାଧାମୋହନ ଗଡ଼ନାୟକସ୍ତନ୍ୟପାନଓଡ଼ିଶାଭାରତୀୟ ଜାତୀୟ କଂଗ୍ରେସବୈଶାଖମହାଭାରତଭୁବନେଶ୍ୱରଜାଭା (ପ୍ରୋଗ୍ରାମିଂ ଭାଷା)ଭାରତୀୟ ସମ୍ବିଧାନଆଚାର୍ଯ୍ୟ ହରିହରଉଇକିପିଡ଼ିଆଫତୁରାନନ୍ଦଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପInotuzumab ozogamicinପଞ୍ଚସଖାଚିନ୍ତାମଣି ବେହେରାକଥା (ପତ୍ରିକା)ଶାରଳା ପୁରସ୍କାରମଟର ସାଇକେଲପ୍ରାଣୀବନମାଳୀ ଦାସରଥଯାତ୍ରାଓଡ଼ିଶାର ଦଶହରାଓଡ଼ିଶା ବିଧାନ ସଭାଖୋର୍ଦ୍ଧା ଜିଲ୍ଲାଚୈତ୍ର ପୂର୍ଣ୍ଣିମାକୋଣାର୍କସାହି ଯାତଆଲାନ ଟ୍ୟୁରିଙ୍ଗରୋହିତ ପୂଜାରୀରବିବାରମାଗୁଣିର ଶଗଡ଼ (କଥାଚିତ୍ର)ଶ୍ରୀରାଧାଓଧଜୟୀରାମ ସାମଲମହିମା ଧର୍ମକ୍ରେଡିଟ କାର୍ଡ଼ପୃଥ୍ୱୀ (କ୍ଷେପଣାସ୍ତ୍ର)ସୌରୀନ୍ଦ୍ର ବାରିକରୁକୁଣା ରଥଯାତ୍ରାବୈଷୟିକ ବିଜ୍ଞାନପ୍ରସନ୍ନ ଦାସଓଡ଼ିଆ ଭାଗବତଅର୍ଥଶାସ୍ତ୍ରକରଞ୍ଜବାଟମଙ୍ଗଳାବସନ୍ତ କୁମାର ଶତପଥୀରାସନ କାର୍ଡ଼ (ଭାରତ)ଏକାଦଶୀଗୋପବନ୍ଧୁ ଦାସକଲେରାକରାଚୀଜଗନ୍ନାଥଗୋପାଳ ଛୋଟରାୟଆଦିଶଙ୍କରନବଦୁର୍ଗାଓଡ଼ିଆ କଥାଚିତ୍ର ଜଗତବିଜୁ ଜନତା ଦଳଲିନକ୍ସ ବଣ୍ଟନବେଦଓଡ଼ିଶା ଉଚ୍ଚ ନ୍ୟାୟାଳୟନିତ୍ୟାନନ୍ଦ ଶତପଥୀଆରିଷ୍ଟୋଟଲପରିବାରହିନ୍ଦୁସ୍ତାନ ପେଟ୍ରୋଲିୟମ🡆 More