ହରି ସିଂ ନଲବା

ସର୍ଦାର ହରି ସିଂ (୧୭୯୧-୧୮୩୭), ମହାରାଜା ରଣଜିତ୍ ସିଂଙ୍କ ସେନାଧକ୍ଷ ଥିଲେ ଯିଏ ମୁସଲମାନମାନଙ୍କ ସହ ବହୁ ଯୁଦ୍ଧର ନେତୃତ୍ୱ ନେଇଥିଲେ । ସିଖର ସେନାଙ୍କ ସବୁଠାରୁ ବଡ଼ ଜର୍ଣ୍ଣାଲ ହରି ସିଂ ନଲବା କାଶ୍ମୀର ଉପରେ ବିଜୟ ପ୍ରାପ୍ତ କରି ନିଜ ଶକ୍ତି ବନେଇଥିଲେ ।ଖାଲି ଏହା ନୁହେଁ, କାବୁଲ ଉପରେ ମଧ୍ୟ ସେନା ଚଢ଼ାଇ ଜିତ୍ ହାସିଲ କଲେ । ଖୋବର ଦରାରୁ ହେଉଥିବା ଅଫଗାନ ଆକ୍ରମଣରୁ ଦେଶକୁ ମୁକ୍ତ କରିଥିଲେ । 1831 ଖ୍ରୀଷ୍ଟାବ୍ଦରେ ଜମରୋଦର ଯୁଦ୍ଧରେ ଲଢ଼ିବା ଅବସ୍ଥାରେ ହତ୍ୟା କରାଗଲା ।

ସର୍ଦାର ହରି ସିଂ ନଲବା
ହରି ସିଂ ନଲବା
"ସର୍ଦାର ହରି ସିଂ ନଲବା; (ବ୍ରିଟିଶ ସଂଗ୍ରହାଳୟ)ରେ ବସିଥିବାର ଚିତ୍ର"- ସାର ଜନ ଏମସିକୁଇନ
Native name
ਹਰੀ ਸਿੰਘ ਨਲੂਆ
ଜନ୍ମ୧୭୯୧
ଗୁଜରାନବାଲା, ସିଖ୍ କନଫେଡେରାସି
ମୃତ୍ୟୁ1837 (aged 45–46)
ଜାମରୁଦ୍, ସିଖ୍ ଏମ୍ପାଇର
ନିଯୁକ୍ତିଦାତାହରି ସିଂ ନଲବା "ସିଖ୍ ଏମ୍ପାଇର"
ସେବା/ବିଭାଗସିଖ୍ ଖାଲସା ଆର୍ମି

ନୋସେରା ଯୁଦ୍ଧରେ ସ. ହରି ସିଂ ନଲବା; ମହାରାଜା ରଣଜିତ୍ ସିଂଙ୍କ ସେନା ଙ୍କର କୁଶଳ ନେତୃତ୍ୱ କରିଥିଲେ । ରଣନୀତି ଏବଂ ରଣକୌଶଳ ଦୃଷ୍ଟିରେ ହରି ସିଂ ନଲବାଙ୍କ ତୁଳନା ଭାରତର ଶ୍ରେଷ୍ଠ ସେନାନାୟକଙ୍କ ସହିତ କରାଯାଇ ପାରେ ।

ଜୀବନ

ହର ସିଂ ନାଲୱା ଅପପାଲ ଗୋଟ୍ରାର ଏକ ଜାଟ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ।

ଲଢେଇ

ପେଶାବର ପ୍ରଶାସକ ମିତ୍ର ମହମ୍ମଦ ମହାରାଜା ରଣଜିତ୍ ସିଂଙ୍କୁ ନଜର ଦେବା କୁବୁଲ କରିଥିଲେ । "ମୋହମ୍ମଦ ଅଜିମ", ଯିଏ କାବୁଲର ଶାସକ ଥିଲେ;

Tags:

କାଶ୍ମୀର

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଇତିହାସଚଢ଼େଇଆ ନାଚଝୁମରପଣସଦାଶରଥି ପଟ୍ଟନାୟକଗୋବିନ୍ଦ ତ୍ରିପାଠୀଆମ୍ଫେଟାମିନଢେଙ୍କାନାଳ ଜିଲ୍ଲାଭାରତୀୟ ପକ୍ଷୀଆତ୍ମହତ୍ୟାଦ୍ରୌପଦୀ ମୁର୍ମୁ୫ ଡିସେମ୍ବରପୁରୀଉଇକିପିଡ଼ିଆ ସମୂହର ତାଲିକାନିଖିଳାନନ୍ଦ ପାଣିଗ୍ରାହୀହାଡ଼ଫୁଟିକାନାଡ଼ାବୁଧଓଉମାଣବସା ଗୁରୁବାରତାଜିକିସ୍ତାନମହୁଲଦାମୋଦର ରାଉତଓଡ଼ିଆ ଚଉତିଶାମାୟାଧର ମାନସିଂହଉପେନ୍ଦ୍ର ଭଞ୍ଜଗୌତମ ବୁଦ୍ଧହୀରାକୁଦ ବନ୍ଧସେସିଲିଆ ପେଇନ-ଗାପୋସ୍ଚକିନଆଣ୍ଟୋନ ଚେକୋଭଓଡ଼ିଆ ଲିପିକଣ୍ଡୋମବନ୍ଦେ ଉତ୍କଳ ଜନନୀwiki.phtmlମଙ୍ଗଳା ମନ୍ଦିର୧୮୩୩ଭାରତୀୟ ମହିଳାବିଶ୍ୱତାପନଛବିଳ ମଧୁ ବର୍ଣ୍ଣବୋଧଖାରବେଳରାଧାନାଥ ରାୟଅପ୍ରେଲଗାୟତ୍ରୀ ସରାଫତ୍ରିଲୋଚନେଶ୍ଵର ମନ୍ଦିରବିଶ୍ୱନାଥ କରଓଡ଼ିଶାର ଦଶହରାଭାରତୀୟ ଡାକ ସେବାଡାଇନୋସରଧନୁଯାତ୍ରା୨ ଅକ୍ଟୋବରଅପରେଟିଙ୍ଗ ସିଷ୍ଟମମାମୋଗ୍ରାଫିବଳରାମ ଦାସଓଆରଟିଫତୁରାନନ୍ଦରେବତୀ (କ୍ଷୁଦ୍ରଗଳ୍ପ)ଜାଫିର୍ଲୁକାଷ୍ଟଦଣ୍ଡ ନାଟ୨୩ ମାର୍ଚ୍ଚଭିକାରୀ ବଳକଟକ ଜିଲ୍ଲାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଚା’ଦକ୍ଷିଣ କୋଏଲ ନ‌ଦୀଓଡ଼ିଶାର ଲୋକନୃତ୍ୟ🡆 More