ପଦ ଶବ୍ଦ

ଏକ ବା ଅଧିକ ବର୍ଣ୍ଣର ସଂଯୋଗରେ କଣ୍ଠ ଓ ତାଳୁ ଆଦିଦ୍ୱାରା ଉତ୍ପନ୍ନ ସ୍ୱତନ୍ତ୍ର ବ୍ୟକ୍ତ ଓ ସାର୍ଥକ ଧ୍ୱନି, ଯାହା ଶୁଣିବା ବ୍ୟକ୍ତିର ମନରେ ବିଶିଷ୍ଟ ପଦାର୍ଥ ବା ବ୍ୟକ୍ତି ଆଦିର ବୋଧ କରାଏ, ତାହାକୁ ଶବ୍ଦ ବୋଲାଯାଏ । ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ଶବ୍ଦାବଳୀ ପାଞ୍ଚ ଶ୍ରେଣୀରେ ବିଭକ୍ତ, ଯଥା: ତତ୍ସମ, ଅର୍ଦ୍ଧତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ।

ତତ୍ସମ

ଅର୍ଦ୍ଧତତ୍ସମ

ତଦ୍ଭବ

ଦେଶଜ

ବୈଦେଶିକ

ଅର୍ଥଗତ ପ୍ରତୀତି ଦୃଷ୍ଟିରୁ ଓଡ଼ିଆ ଶବ୍ଦଗୁଡ଼ିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଏ ଯଥା: ରୂଢ଼ ଶବ୍ଦ, ଯୌଗିକ ଶବ୍ଦ ଓ ଯୋଗରୂଢ଼ ଶବ୍ଦ ।

ରୂଢ଼ ଶବ୍ଦ

ଯୌଗିକ ଶବ୍ଦ

ଯୋଗରୂଢ଼ ଶବ୍ଦ

ଆଧାର

Tags:

ପଦ ଶବ୍ଦ ତତ୍ସମପଦ ଶବ୍ଦ ଅର୍ଦ୍ଧତତ୍ସମପଦ ଶବ୍ଦ ତଦ୍ଭବପଦ ଶବ୍ଦ ଦେଶଜପଦ ଶବ୍ଦ ବୈଦେଶିକପଦ ଶବ୍ଦ ରୂଢ଼ ଶବ୍ଦପଦ ଶବ୍ଦ ଯୌଗିକ ଶବ୍ଦପଦ ଶବ୍ଦ ଯୋଗରୂଢ଼ ଶବ୍ଦପଦ ଶବ୍ଦ ଆଧାରପଦ ଶବ୍ଦ

🔥 Trending searches on Wiki ଓଡ଼ିଆ:

ମୋଗଲ ସାମ୍ରାଜ୍ୟଇଂରାଜୀ ଭାଷାଧର୍ମଗଣ୍ଡାଓଡ଼ିଶାର ତହସିଲ ତାଲିକାଯୌନ ସମ୍ଭୋଗଭାରତ ସରକାରଫିନଲ୍ୟାଣ୍ଡକୃଷ୍ଣଚନ୍ଦ୍ର ପାଣିଗ୍ରାହୀପ୍ରଧାନ ପୃଷ୍ଠାଚିକିତ୍ସା ବିଜ୍ଞାନନନ୍ଦ କିଶୋର ବଳସ୍ୱର ବର୍ଣ୍ଣସରସ୍ୱତୀଖ୍ରୀଷ୍ଟ ଧର୍ମଅଚ୍ୟୁତ ସାମନ୍ତକଲମ୍ବିଆହିନ୍ଦୁଅକ୍ଷାଂଶଗୁଗଲବୈକୁଣ୍ଠନାଥ ପଟ୍ଟନାୟକ୨୭ ଅପ୍ରେଲବିରଜା ମନ୍ଦିରଇନଷ୍ଟାଗ୍ରାମଜଗନ୍ନାଥ ଦାସରାଉରକେଲାସ୍ୱାମୀ ବିବେକାନନ୍ଦଜ୍ଞାନକୋଷଶାରଳା ପୁରସ୍କାରବକ୍ସି ଜଗବନ୍ଧୁକଟକ ଜିଲ୍ଲାଗ୍ରହଶୈଳବାଳା ଦାସଓଡ଼ିଶାର ଭୂଗୋଳପ୍ରାଣୀଶ୍ରୀ ଅରବିନ୍ଦ୧୩ ଅପ୍ରେଲଉଇକିକମନ୍ସଚନ୍ଦ୍ରଗୁପ୍ତଶ୍ରୀଧର ଦାସଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଉତ୍କଳ ବ୍ରାହ୍ମଣହୃଷୀକେଶ ପଣ୍ଡାଉଇକିକଥାଯୁକ୍ତରାଜ୍ୟଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କପିଳେନ୍ଦ୍ର ଦେବସୁନାଅଟିଜିମ୍‌ଓଡ଼ିଆ କବି ମାନଙ୍କର ତାଲିକାଜାଭା (ପ୍ରୋଗ୍ରାମିଂ ଭାଷା)ପ୍ରାଣକୃଷ୍ଣ ପରିଜାତମନ୍ନା ବ୍ୟାସଓଡ଼ିଆ ଭାଷାନିତ୍ୟାନନ୍ଦ ମହାପାତ୍ରତୁଷାରକାନ୍ତି ବେହେରାଗୋପାଳ ଚନ୍ଦ୍ର ପ୍ରହରାଜ୧୮୬୬ଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ଶବ୍ଦ (ପଦ)ଭୁବନେଶ୍ୱରଅରବିନ୍ଦ କେଜରିୱାଲଆମ୍ବମୁକ୍ତେଶ୍ୱର ଦେଉଳଅଶୋକ ସମ୍ରାଟପାର୍ବତୀବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାସଚୀନ🡆 More