ଯମ: ମୃତ୍ୟୁର ଦେବତା

ହିନ୍ଦୁ ଧର୍ମ ଅନୁସାରେ ଯମ ହେଉଛନ୍ତି ମୃତ୍ୟୁର ଦେବତା।. ଯମଙ୍କୁ ହିନ୍ଦୁ ଧର୍ମରେ ବିଭିନ୍ନ ଭୁମିକାରେ ଦର୍ଶାଯାଇଥାଏ। ପୁରାଣ ରେ ଯମଙ୍କୁ ସଦାବେଳେ ନ୍ୟାୟ ଓ ଧର୍ମର ଦେବତା ଭାବେ ପୂଜା କରାଯାଇଥାଏ କିମ୍ବା ବର୍ଣନ କରାଯାଇଥାଏ।

ଯମ
ଯମ: ମୃତ୍ୟୁର ଦେବତା
ମୃତ୍ୟୁ
Devanagariयम
Affiliationଦେବତା
ଲୋକନର୍କ
ଗ୍ରହPluto
Mantraଓଁ ସୁର୍ଯ୍ୟ ପୁତ୍ରାୟଃ ବିଦମହେ ମାହାକାଳାୟ ଧିମୟୀ ତନୋ ଯମ ପ୍ରଚୋଦୟାତ।
Weaponଦଣ୍ଡ
Mountମଇଁଷି

ଯମଙ୍କ ବିବରଣୀ ବୁଦ୍ଧ ଧର୍ମରେ ମଧ୍ୟ ଅଛି। ବୁଦ୍ଧ ଧର୍ମରେ ଯମଙ୍କୁ ବିଭିନ୍ନ କାହାଣୀରେ ବର୍ଣ୍ଣନା କରାଯାଇଛି।

ବର୍ଣ୍ଣନା

ଯମ: ମୃତ୍ୟୁର ଦେବତା 
ଦଣ୍ଡ ଧରିଛନ୍ତି ଯମ

ଯମ ମୃତ୍ୟୁର ଦେବତା, ପୁରାଣ ଅନୁସାରେ ତାଙ୍କୁ କାଳ, ଜ୍ୱର, ବ୍ୟାଧି , କ୍ରୋଧ ଓ ଅସୁୟ ସାହାୟତା କରନ୍ତି।କଥା ଉପନିଷଧ ଅନୁସାରେ ଯମ ନ‌ଚିକେତଙ୍କ ଗୁରୁ ଥିଲେ, ସେ ଯମଙ୍କଠାରୁ ଜୀବନ, ମୃତ୍ୟୁ, ଆତ୍ମା ଓ ମୋକ୍ଷ୍ୟ ବିଷୟରେ ଜାଣିବାକୁ ପାଇଥିଲେ।ମହାଭାରତ ଅନୁସାରେ, ଯମ ଯୁଧିଷ୍ଠିରଙ୍କ ପିତା ଥିଲେ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଖାରବେଳ ସ୍ୱାଇଁଉଇକିଖବରପଠାଣି ସାମନ୍ତମହେଶ ସାହୁକବିଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଣାବିଶ୍ୱ ଘରଚଟିଆ ଦିବସଜୟୀରାମ ସାମଲଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହଂକଂଶକ୍ତି ପୀଠବିଭୂତି ପଟ୍ଟନାୟକମୂରଲୀଧର କୁଅଁରଉତ୍କଳ ବ୍ରାହ୍ମଣଯକ୍ଷ୍ମାପଦ୍ମ ଲୋଚନ ପଣ୍ଡାଶବ୍ଦ (ପଦ)୭ ଅପ୍ରେଲ୨୫ ନଭେମ୍ବରପଖାଳ ଦିବସଓଡ଼ିଆ କାବ୍ୟ କବିତାଦ୍ରୌପଦୀ ମୁର୍ମୁଯୌନ ସମ୍ଭୋଗଚିଲିକା ହ୍ରଦନଅଙ୍କ ଦୁର୍ଭିକ୍ଷଇଣ୍ଡୋନେସିଆଇଂରାଜୀ ଭାଷାଝୁଲଣ ଯାତ୍ରାଚନ୍ଦ୍ରଗୁପ୍ତ୧୪୧୭କବିସୂର୍ଯ୍ୟ ବଳଦେବ ରଥମନୋଜ ଦାସକୋଣାର୍କ ସୂର୍ଯ୍ୟ ମନ୍ଦିରବଳଦେବଜୀଉ ମନ୍ଦିର୮ ଫେବୃଆରୀଭଗବତ ଗୀତାଜୀବସାରଲଣ୍ଡନକିଶୋର ପାଣିଗ୍ରାହୀଓଡ଼ିଶା ବିଧାନ ସଭାବିଜୁ ଜନତା ଦଳଉଦ୍‌ବେଗ୨୧ ମାର୍ଚ୍ଚଓଡ଼ିଆ କବି ମାନଙ୍କର ତାଲିକାରିକେଟକଳିଙ୍ଗ ଯୁଦ୍ଧ୧୪୦୫ସୁଶାନ୍ତ ସିଂହତପସ୍ୱିନୀଭାନୁଜୀ ରାଓବ୍ରାହ୍ମଣପ୍ରାଣୀମାଳତୀ ଚୌଧୁରୀଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡବିଦ୍ୟୁତବିଜୁ ପଟ୍ଟନାୟକମଧ୍ୟ ଏସିଆଜାତୀୟ ସଂସଦ (ଜାପାନ)ମଙ୍ଗଳଅଚ୍ୟୁତ ସାମନ୍ତଓଡ଼ିଶାର ତହସିଲ ତାଲିକାଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରପ୍ଲାଟିପସବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମେଟ୍ରୋନିଡାଜୋଲ🡆 More