ବେଜିଂ

]

ବେଜିଂ
北京
Municipality
Municipality of Beijing • 北京市
Clockwise from top: Tiananmen, Temple of Heaven, National Grand Theatre, and Beijing National Stadium
Clockwise from top: Tiananmen, Temple of Heaven, National Grand Theatre, and Beijing National Stadium
Location of Beijing Municipality within China
Location of Beijing Municipality within China
CountryPeople's Republic of China
Divisions
 - County-level
 - Township-level

16 districts, 2 counties
289 towns and villages
Government
 • TypeMunicipality
 • CPC Ctte SecretaryGuo Jinlong
 • MayorWang Anshun (acting)
Area
 • Municipality16,801.25 km2 (6,487�00 sq mi)
Elevation
43.5 m (142.7 ft)
Population
 (2010)
 • Municipality୧,୯୬,୧୨,୩୬୮
 • Density1,200/km2 (3,000/sq mi)
 • Ranks in China
Population: ୨୬th;
Density: ୪th
DemonymBeijinger
Major ethnic groups
 • Han96%
 • Manchu2%
 • Hui2%
 • Mongol0.3%
Time zoneUTC+8 (China standard time)
Postal code
100000–102629
Area code10
GDP2011
 - TotalCNY 1.6 trillion
US$ 247.7 billion (13th)
 - Per capitaCNY 80,394
US$ 12,447 (3rd)
 - GrowthIncrease 8.1%
HDI (2008)0.891 (2nd)—very high
License plate prefixes京A, C, E, F, H, J, K, L, M, N, P, Q
京B (taxis)
京G, Y (outside urban area)
京O (police and authorities)
京V (in red color) (military headquarters,
central government)
City treesChinese arborvitae (Platycladus orientalis)
 Pagoda tree (Sophora japonica)
City flowersChina rose (Rosa chinensis)
 Chrysanthemum (Chrysanthemum morifolium)
Websitewww.ebeijing.gov.cn
ବେଜିଂ
Chinese 北京
Hanyu Pinyin Běijīng
ବେଜିଂ[Listen] 
Postal Map Peking
Literal meaning Northern capital

ବେଜିଂ ଚୀନର ରାଜଧାନୀ । ଏହା ପୃଥିବୀର ଦ୍ୱିତୀୟ ଜନାକୀର୍ଣ୍ଣ ସହର । ଏହି ସହର ଚୀନର ଉତ୍ତର ଭାଗରେ ଅବସ୍ଥିତ । ଚୀନର ସରକାର ଏହି ସହରକୁ ସିଧାସଳଖ ମହାନଗର ନିଗମ ଭାବେ ପରିଚାଳିତ କରୁଛନ୍ତି ଓ ଏହା ସହିତ ଜାତୀୟ ସରକାର ଅଧୀନରେ ୧୬ଟି ପୌରାଞ୍ଚଳ, ଉପ-ପୌରାଞ୍ଚଳ ଓ ଗ୍ରାମ୍ୟାଞ୍ଚଳ ଶାସିତ ହେଉଛି । ବେଜିଂରେ ଉଭୟ ଆଧୁନିକ ଓ ପାରମ୍ପରିକ ସ୍ଥାପତ୍ୟର ମିଶ୍ରଣ ରହିଛି । ଏହି ନଗର ଶିକ୍ଷା,ରାଜନୀତି, ଅର୍ଥନୀତି, ଇତିହାସ, ପରମ୍ପରା, ପ୍ରଯୁକ୍ତି ବିଦ୍ୟା ଆଦିରେ ଅନେକ ପ୍ରତିପତ୍ତି ହାସଲ କରିସାରିଛି । ପୌରାଞ୍ଚଳବାସୀଙ୍କଦ୍ୱାରା ଜନାକୀର୍ଣ୍ଣ ହେବାରେ ସାଂଘାଇ ପରେ ବେଜିଂ ଦ୍ୱିତୀୟ ଚୀନୀ ସହର । ଏହା ଦେଶର ରାଜନୀତି, ପରମ୍ପରା ଓ ଶିକ୍ଷାର ମଧ୍ୟ କ୍ଷେତ୍ର । ୨୦୧୦ ମସିହା ପରଠାରୁ ବେଜିଂ ରାଜଧାନୀ ଅନ୍ତର୍ଜାତୀୟ ବିମାନବନ୍ଦର ପୃଥିବୀର ବହୁଳ ଯାତ୍ରୀମାନଙ୍କ ପାଇଁ ବ୍ୟସ୍ତପୂର୍ଣ୍ଣ ଅନ୍ତର୍ଜାତୀୟ ବିମାନବନ୍ଦର ପାଲଟିଥିଲା ।

ଉତ୍ପତି ତତ୍ତ୍ୱ

୩୦୦୦ ବର୍ଷ ପୂର୍ବରୁ ବେଜିଂର ବହୁତ ନାମ ଥିଲା। ବେଜିଂର ଅର୍ଥ "ଉତ୍ତରାଞ୍ଚଳ ରାଜଧାନୀ"। ବେଜିଂର ସରକାରୀ ଲାଟିନ ଲିପି ସଂକ୍ଷିପ୍ତକରଣ ହେଉଛି "BJ"।

ଭୂଗୋଳ

ଇତିହାସ

ପୂର୍ବ ଇତିହାସ

ଜଣାପଡିଛିକି ପୁରାତନ ବେଜିଂ ସହର, ଗୁମ୍ଫାଗୁଡିକର ଡ୍ରାଗନ୍ ବୋନ୍ ହିଲ୍ ନିକଟସ୍ଥ ଫଙ୍ଗସାନ୍ ଜିଲ୍ଲାର ଝୁକୁଡ଼ିଆନ ଗ୍ରାମଠାରେ ଠାବ କରାଯାଇଥିଲା ଯେଉଁଠାରେ ପେକିଙ୍ଗ ମ୍ୟାନ୍ ବାସ କରୁଥିଲା। ଯେଉଁ Homo erectus କଙ୍କାଳ ଏହି ଗୁମ୍ଫାରେ ଦେଖିବାକୁ ମିଳେ ୨୩୦ ହଜାରରୁ ୨୫୦ ହଜାର ବର୍ଷ ପୂର୍ବର। ପାଲିଓଲିଥିକ ହୋମୋ ସାପିଏନ୍ସ ମଧ୍ୟ ୨୭ ହଜାର ବର୍ଷ ପୂର୍ବରୁ ଏଠାରେ ବାସ କରୁଥିଲେ। ବେଜିଂର ପ୍ରଥମ ପ୍ରସ୍ଥର ନଗର ହେଉଛି ଜୀ ।

ପର୍ଯ୍ୟଟନ

ଆଧାର

ବାହାର ତଥ୍ୟ

Tags:

ବେଜିଂ ଉତ୍ପତି ତତ୍ତ୍ୱବେଜିଂ ଭୂଗୋଳବେଜିଂ ଇତିହାସବେଜିଂ ପର୍ଯ୍ୟଟନବେଜିଂ ଆଧାରବେଜିଂ ବାହାର ତଥ୍ୟବେଜିଂ

🔥 Trending searches on Wiki ଓଡ଼ିଆ:

ଆଣ୍ଟିଅକ୍ସିଡାଣ୍ଟଜ୍ଞାନକୋଷଶ୍ରୀଧର ଦାସମୋଗଲ ସାମ୍ରାଜ୍ୟବିରଜା ମନ୍ଦିରସୌର ଜଗତ୫ ମଇଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା୮ ଫେବୃଆରୀ୫ ଫେବୃଆରୀଅକ୍ଷୟ ତୃତୀୟାଯକୃତଭାନୁଜୀ ରାଓନରେନ୍ଦ୍ର ମୋଦୀଚୀନ୧ ସେପ୍ଟେମ୍ବର୩୦ ଅପ୍ରେଲଭାରତୀୟ ମୁଦ୍ରାAnifrolumab୧୧ ଫେବୃଆରୀଦୁଃଖୀରାମ ସ୍ୱାଇଁଗୁରୁକାନାଡ଼ାଶିବଉପବାସକଳିଙ୍ଗ ଯୁଦ୍ଧପ୍ରାଣବନ୍ଧୁ କରଗ୍ରେଗୋରି ପାଞ୍ଜିସମ୍ବଲପୁର ଜିଲ୍ଲାବିଶ୍ୱଜିତ ଦାସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବରାମକୃଷ୍ଣ ନନ୍ଦପଦାର୍ଥକାଳୀଚରଣ ପଟ୍ଟନାୟକନିତ୍ୟାନନ୍ଦ ମହାପାତ୍ର୧୫ ଅପ୍ରେଲଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଓଟାୱାମହାନଦୀନାରୀବାଦ୪ ଅପ୍ରେଲଖାଦ୍ୟଭାରତୀୟ ଜାତୀୟ କଂଗ୍ରେସପକ୍ଷପଦ୍ମ ଲୋଚନ ପଣ୍ଡାବୈକୁଣ୍ଠନାଥ ପଟ୍ଟନାୟକକିଶୋର ପାଣିଗ୍ରାହୀକୃଷ୍ଣନୀଳକଣ୍ଠ ଦାସନବୀନ ପଟ୍ଟନାୟକପଣା ସଂକ୍ରାନ୍ତିରବୀନ୍ଦ୍ରନାଥ ଠାକୁରପଇସାସ୍ୱର ବର୍ଣ୍ଣଶୀତଳ ଷଷ୍ଠୀ ଯାତ୍ରାଜ୍ୟୈଷ୍ଠନବଗୁଞ୍ଜରଗୁଗଲ୧୧ ଅପ୍ରେଲରାମ ନବମୀଓଡ଼ିଶାର ଇତିହାସମହାତ୍ମା ଗାନ୍ଧୀସୁକୁମାର ସେନ🡆 More