ପାଟେଲୋଫେମେରାଲ୍ ଯନ୍ତ୍ରଣା ସିଣ୍ଡ୍ରୋମ

ପାଟେଲୋଫେମେରାଲ୍ ଯନ୍ତ୍ରଣା ସିଣ୍ଡ୍ରୋମ ( PFPS ), ଅନ୍ୟ ନାମ 'ରନର ଆଣ୍ଠୁ', ନାମ ଦିଆଯାଏ ଯେତେବେଳେ ଫିମର ଓ ପାଟେଲା ମଧ୍ୟରେ ସମସ୍ୟା ହେତୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୁଏ | ଯନ୍ତ୍ରଣା ସାଧାରଣତଃ ଆଣ୍ଠୁର ସାମନା ଭାବରେ ଥାଏ ଏବଂ ଧୀରେ ଧୀରେ ଆସେ | ବସିବା, ଅତ୍ୟଧିକ ବ୍ୟବହାର କିମ୍ବା ପାହାଚ ଚଢ଼ିବା ଏବଂ ଓହ୍ଲେଇବାଦ୍ୱାରା ଯନ୍ତ୍ରଣା ଆହୁରି ଖରାପ ହୋଇପାରେ |

Patellofemoral pain syndrome
Patellar overload syndrome, runner's knee, retropatellar pain syndrome
ପାଟେଲୋଫେମେରାଲ୍ ଯନ୍ତ୍ରଣା ସିଣ୍ଡ୍ରୋମ
Diagram of the bones of the lower extremity. Rough distribution of areas affected by PFPS highlighted in red: patella and distal femur.
ବିଭାଗOrthopedics, sports medicine
ଲକ୍ଷଣPain in the front of the knee
ଆକ୍ରାନ୍ତ ସମୟGradual
କାରଣUnclear
ବିପଦ କାରକTrauma, increased training, weak quadriceps muscle
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination
ସଠିକ ରୋଗ ନିର୍ଣ୍ଣୟPatellar tendinopathy, infrapatellar bursitis, infrapatellar fat pad syndrome, chondromalacia patellae
ଚିକିତ୍ସାRest, physical therapy
PrognosisMay last for years
ପୁନଃପୌନିକRelatively common

ଏହାର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ଅତ୍ୟଧିକ ବ୍ୟବହାର ହେତୁ ସୃଷ୍ଟି ହେଉଥିବା ବିଶ୍ୱାସ କରାଯାଏ | ଆଘାତ, ଅତ୍ୟଧିକ ତାଲିମ ଏବଂ ଏକ ଦୁର୍ବଳ କ୍ୱାଡ୍ରିସେପସ ମାଂସପେଶୀ ଯୋଗୁ ଏହି ରୋଗ ହୋଇପାରେ | ଦୌଡ଼ାଳିଙ୍କ ମଧ୍ୟରେ ଏହା ବିଶେଷ ଦେଖାଯାଏ | ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ | ଯଦି ପାଟେଲାକୁ ଫିମର ଦେହକୁ ଠେଲିଦେଲେ ଯନ୍ତ୍ରଣା ବଢ଼ିଯାଏ, ତେବେ ରୋଗ ନିର୍ଣ୍ଣୟ ହେବାର ସମ୍ଭାବନା ଅଧିକ |

ଚିକିତ୍ସାରେ ସାଧାରଣତଃ ବିଶ୍ରାମ ଏବଂ ଶାରୀରିକ ଥେରାପି କରିବାକୁ ଉପଦେଶ ଦିଆଯାଏ | ଦୌଡ଼ାଳିମାନେ ଦୌଡ଼ିବା ବଦଳରେ ସାଇକେଲ ଚଲାଇବା କିମ୍ବା ପହଁରିବା ଭଳି କାର୍ଯ୍ୟକଳାପକୁ ପରିବର୍ତ୍ତନ କରିବାକୁ ପଡ଼ିପାରେ | ଯୋତାର ସୋଲ ପରିବର୍ତ୍ତନ କଲେ କିଛି ଲୋକଙ୍କୁ ସାହାଯ୍ୟ ହୋଇପାରେ | ଚିକିତ୍ସା ସତ୍ତ୍ୱେ ଲକ୍ଷଣ ବର୍ଷ ବର୍ଷ ଧରି ରହିପାରେ | ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେବାର ସବୁଠାରୁ ସାଧାରଣ କାରଣ ପାଟେଲୋଫେମୋରାଲ ଯନ୍ତ୍ରଣା ସିଣ୍ଡ୍ରୋମ ଯାହା ଯୁବକ ବୟସ୍କ ମଧ୍ୟରୁ ୨୦%ରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ | ଏହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ପ୍ରାୟ ୨.୫ ଗୁଣ ଅଧିକ ହୋଇଥାଏ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାଗୋପାଳ ଚନ୍ଦ୍ର ପ୍ରହରାଜବକ୍ସି ଜଗବନ୍ଧୁ୧୮ ଅପ୍ରେଲଅମର ସିଂହ ଚମକିଲାକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୌତମ ବୁଦ୍ଧୟୁନେସ୍କୋଗୁଣନକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୬ ମଇହାଡ଼ଫୁଟିୟୁନିଫର୍ମ ରିସୋର୍ସ ଲୋକେଟରହନୁମାନ ଜୟନ୍ତୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମହର୍ଷି ଗୌତମବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଞ୍ଚାୟତ ରାଜକଳାପାହାଡ଼ମେଷ (ରାଶି)ଲକ୍ଷ୍ମଣମନୋରଞ୍ଜନ ଦାସଭକ୍ତ ଚରଣ ଦାସଅଭିମନ୍ୟୁ ସାମନ୍ତସିଂହାରକୃଷ୍ଣରାମ ନବମୀଚୈତ୍ର ପୂର୍ଣ୍ଣିମାଭାରତର ନ୍ୟାୟୀକ ବ୍ୟବସ୍ଥାକୃପାସିନ୍ଧୁ ମିଶ୍ରଗ୍ରହଜଗଦୀଶ ମହାନ୍ତିସୋଫିଆ ଆଲାମଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭାରତର ଜାତୀୟ ପତାକାପରି ମହଲଡଙ୍ଗାନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଭଗବତ ଗୀତାତାଜମହଲଜଗନମୋହ‌ନ ଲାଲଅର୍ଥଶାସ୍ତ୍ରକରଞ୍ଜଖିଲିପାନମଟର ସାଇକେଲମେକ୍ସିକୋଚିତ୍ତରଞ୍ଜନ ଦାସମିଳିମିଳାରାଜ୍ୟ ସଭାଅଖିଳ ମୋହନ ପଟ୍ଟନାୟକନିତ୍ୟାନନ୍ଦ ଶତପଥୀଯବକ୍ଷାରଜାନଗୁପ୍ତେଶ୍ୱରଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଥ ଓ ପୃଥିବୀନିତ୍ୟାନନ୍ଦ ମହାପାତ୍ରବନମାଳୀ ଦାସଶାନ୍ତନୁ କୁମାର ଆଚାର୍ଯ୍ୟଗଣେଶପ୍ରସନ୍ନ କୁମାର ଦାଶଭାରତୀୟ ଜାତୀୟ କଂଗ୍ରେସନବକୃଷ୍ଣ ଚୌଧୁରୀପାରିକୁଦଯଦୁମଣି ମହାପାତ୍ରଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟମାଦଳା ପାଞ୍ଜିଶ୍ରୀତମ ଦାସଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓହରପ୍ରସାଦ ଦାସପାର୍ବତୀଗଜାନନ ବେଶମହାବୀର ଜୈନଆଦିଶଙ୍କରଦାରିଙ୍ଗବାଡ଼ିଉତ୍କଳ ଦୀପିକାପୋଇ🡆 More