ପଞ୍ଚଦେବତା

ଶାସ୍ତ୍ରାନୁସାରେ ପଞ୍ଚଦେବତାଙ୍କୁ ପୂଜା କରିବାର ବିଧି ରହିଛି । କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରିବା ସମୟରେ ଏହି ପଞ୍ଚ ଦେବତାଙ୍କୁ ପୂଜା କରାଯାଇଥାଏ । ସେମାନେ ହେଲେ ଗଣେଶ, ବିଷ୍ଣୁ, ଶିବ, ଦୁର୍ଗା ଏବଂ ସୂର୍ଯ୍ୟଦେବ । କୁହାଯାଏ ଯେ ଆମ ଶରୀର ପଞ୍ଚ ତତ୍ତ୍ୱରେ ନିର୍ମିତ ଏବଂ ଏହି ପଞ୍ଚଦେବତା ଆମ ଶରୀରରେ ବିଦ୍ୟମାନ । ଗଣେଶଙ୍କୁ ଜଳ ତତ୍ତ୍ୱ କୁହାଯାଏ । କାରଣ ଏହାଙ୍କ ବାସସ୍ଥାନ ଜଳ ବୋଲି ଧରାଯାଏ । ଶ୍ରୀ ବିଷ୍ଣୁ ବାୟୁତତ୍ତ୍ୱ,ଶିବ ପୃଥିବୀ ତତ୍ତ୍ୱ, ଶ୍ରୀଦେବୀ ମା' ଅଗ୍ନୀ ତତ୍ତ୍ୱ ଏବଂ ସୂର୍ଯ୍ୟଦେବ ଆକାଶ ତତ୍ତ୍ୱ । ଆମ ଜୀବନ ଧାରଣ ପାଇଁ ସର୍ବପ୍ରଥମେ ଜଳର ଆବଶ୍ୟକତା ରହିଛି । ସେଥିପାଇଁ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ । ବାୟୁ ସାକ୍ଷାତ ବିଷ୍ଣୁ ଦେବତା । ଏହିସବୁ ତତ୍ତ୍ୱଗୁଡିକ ଆମଶରୀରରେ ବିଦ୍ୟମାନ କାରଣ ଏହି ପଞ୍ଚ ଦେବତାଙ୍କୁ ପୂଜାକରିବାର ଅର୍ଥ ଆମେ ନିଜକୁ ହିଁ ପୂଜା କରୁ ବୋଲି ପୁରାଣ ବର୍ଣ୍ଣିତ ।

ପଞ୍ଚଦେବତା
ପଞ୍ଚଦେବତା : ଗଣେଶ (କେନ୍ଦ୍ରରେ), ଶିବ (ଉପର ବାମପାର୍ଶ୍ୱ), ଦେବୀ (ଉପର ଦକ୍ଷିଣପାର୍ଶ୍ୱ), ବିଷ୍ଣୁ (ତଳ ବାମପାର୍ଶ୍ୱ) ଓ ସୂର୍ଯ୍ୟଦେବ (ତଳ ଦକ୍ଷିଣପାର୍ଶ୍ୱରେ) ।

ଆଧାର

Tags:

ଗଣେଶଦୁର୍ଗାବିଷ୍ଣୁଶିବ

🔥 Trending searches on Wiki ଓଡ଼ିଆ:

ଶ୍ରୀରାମ ପଣ୍ଡାମଧୁସୂଦନ ଦାସପଠାଣି ସାମନ୍ତ୩ ଅଗଷ୍ଟକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଅମୃତଭଣ୍ଡା୨୫ ନଭେମ୍ବରଚାନ୍ଦବାଲିମୟୂରଭଞ୍ଜ ଜିଲ୍ଲାଭୁବନେଶ୍ୱର ରେଳ ଷ୍ଟେସନମହେଶ ସାହୁଦୋହାକୋଷ ଓ ବୌଦ୍ଧ ଗାନମୁକ୍ତେଶ୍ୱର ଦେଉଳଦ୍ରୌପଦୀ ମୁର୍ମୁଧାତୁଖାଦ୍ୟ ଖଣିଜ ଲବଣଇଣ୍ଟରନେଟଅମରପୋଇୟୁରୋପସୁନାମନୋଜ ଦାସରଘୁନାଥ ପରିଚ୍ଛା୬୦୨ଓଡ଼ିଶାର ସଂସ୍କୃତିଇତିହାସଆଶ୍ୱିନଉତ୍କଳ ଦିବସଫିଫା ବିଶ୍ୱକପବେଦକାଳୀଚରଣ ପଟ୍ଟନାୟକଯୁକ୍ତରାଷ୍ଟ୍ର ଆମେରିକାପଦ୍ମ ଲୋଚନ ପଣ୍ଡାଚଇତି ଘୋଡ଼ା ନାଚଗୌତମ ବୁଦ୍ଧ୧୮୬୬ସମୟମଣ୍ଡଳନବଗୁଞ୍ଜରଦୀନନାଥ ପାଠୀଭାରତବୌଦ୍ଧ ଧର୍ମରାଧାମୋହନ ଗଡ଼ନାୟକମନୋରଞ୍ଜନ ଦାସଖ୍ରୀଷ୍ଟ ଧର୍ମପ୍ରତିଭା ରାୟମାୟାଧର ମାନସିଂହଭୂଗୋଳଇଟାମାଟି ଗ୍ରାମସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଣାଗଙ୍ଗା ଦଶହରାପୃଥିବୀ ଦିବସଗୋଦାବରୀଶ ମହାପାତ୍ରଖାରବେଳ ସ୍ୱାଇଁ୧୩ ଅପ୍ରେଲଅଚ୍ୟୁତ ସାମନ୍ତପ୍ରାଣକୃଷ୍ଣ ପରିଜାଚୈତ୍ର ପୂର୍ଣ୍ଣିମାକୋଷଗୋକୁଳାନନ୍ଦ ମହାପାତ୍ରଗ୍ରେଗୋରି ପାଞ୍ଜିଆଷାଢ଼🡆 More