ଜନ୍ମତିଥି ୮/ବେଙ୍ଗାଳୁରୁ

12°59′18.6″N 77°35′39.75″E / 12.9885°N 77.594375°E / 12.9885; 77.594375

ଜନ୍ମତିଥି ୮/ବେଙ୍ଗାଳୁରୁ


ଓଡ଼ିଆ ଉଇକିପିଡ଼ିଆ. ଏକ ଅନଲାଇନ ଜ୍ଞାନକୋଷ, ଯାହା ସଭିଏଁ ସମ୍ପାଦନା କରିପାରିବେ


ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଓ ଏଥିରେ ପ୍ରଥମ ସମ୍ପାଦନା ୨୦୦୪ ମସିହା ଜାନୁଆରୀ ୨୯ ରେ ହୋଇଥିଲା । ଏହି ପ୍ରଥମ ସମ୍ପାଦନାର ଦିନରେ ୨୦୧୨ ମସିହା ଠାରୁ ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଭାବରେ ପାଳନ କରିବାର ଯୋଜନା କରାଯାଉଛି ଯାହା ଓଡ଼ିଆ ଉଇକିଆଳିଗଣ ଦେଶ ବିଦେଶରେ ପାଳନ କରିବେ ।

୨୯ ଜାନୁଆରୀ, ୨୦୧୨
» କଟକ      » ଦିଲ୍ଲୀ      » ବେଙ୍ଗାଳୁରୁ


ଉପକ୍ରମ

ଏହି ଉଇକିପିଡ଼ିଆ ମେଳଣଟି ବେଙ୍ଗାଳୁରୁ ଠାରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ ନିମନ୍ତେ ଦେଶବ୍ୟାପୀ କରାଯାଉଥିବା ଉତ୍ସବର ଏକ ଭାଗ ଓ ବେଙ୍ଗାଳୁରୁ ଠାରେ ପାଳନ ହେବ । ଏହି ମେଳଣଟି ଯାହା ସାଧାରଣ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଉଅଛି ।

ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠା କରିବାକୁ ଅନୁରୋଧ ।

ତାରିଖ ଓ ଜାଗା/Date and Venue

ଜନ୍ମତିଥି ୮/ବେଙ୍ଗାଳୁରୁ 
୫ମ ଓଡ଼ିଆ ଉଇକିପିଡ଼ିଆ ମେଳଣ, ବେଙ୍ଗାଳୁରୁ

ତାରିଖ/Date: : ରବିବାର/Sunday, ୨୦୧୨-ଜାନୁଆରୀ ୨୯ ସକାଳ ୧୦.୩୦/2012-Jan 29 10:30 IST

ସ୍ଥାନ:
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି/The Centre for Internet and Society
No. 194, 2nd 'C' Cross,
4th Main
Domlur 2nd Stage
Opposite to Domlur Club
Bangalore 560 071
Karnataka

କେଉଁ ମାନେ ଭାଗ ନେଇପାରିବେ (Who can participate)

ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ବେଙ୍ଗାଳୁରୁ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda)

ଓଡ଼ିଆରେ

In English

  • Introducing Wikipedia
  • Celebrating Odia Wikipedia's 8th birthday!, nationawide celebration in (Cuttack, Delhi and Bangalore)
  • Demonstration of How to edit Wikipedia.
  • Current status of Odia Wikipedia and WikiProjects


ଆୟୋଜନ କରୁଛନ୍ତି (Organizers)

  1. ଅଂଶୁମାନ ଗିରି
  2. ସୌରଭ ମହାନ୍ତି

ପ୍ରେସ ବିଜ୍ଞପ୍ତି

ସବିଶେଷ ଏଠାରେ ପଢ଼ନ୍ତୁ

ପାଳନ ଆଗର ଖବର

  1. Odisha: Odia Wikipedia celebrating its 8th birthday. OrissaDiary.com
  2. Odia Wikipedia celebrating its 8th birthday. eindiadiary.com. 25 Jan 2012
  3. Odia Wikipedia celebrating its 8th birthday. Fullorissa.com. 26 January 2012
  4. Wiki’s Odia Section Celebrated Its Eighth Year. January 26, 2012
    1. Odia Wikipedia celebrating its 8th birthday at Delhi on Thursday. Odisha360.com Gallery. January 26, 2012
  5. Odia Wikipedia celebrating its 8th birthday!!. Orissabarta.com. Krupasindhu Muduli. Cuttack. 26 Jan 2012

ଭାଗନେଉଛନ୍ତି (Participants)

ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ନାଆଁ ଲେଖାଇଥିଲେ (Signed up)

  1. Priyasloka Arya
  2. Sourav Mohanty
  3. Ajit Kumar Giri
  4. Rajesh Kumar Jena
  5. Chinmay
  6. Ajit Maharana
  7. Sandeep Nayak
  8. Jagannath Sahu

ଏଥିରେ ଭାଗନେଇଥିଲେ (Attendees)

  1. Priyasloka Arya
  2. Om Shivaprakash
  3.  ଅηsuмaη Talk

ଶୁଭେଚ୍ଛା (Best wishes)

ଜନ୍ମତିଥି ୮/ବେଙ୍ଗାଳୁରୁ 
WikiThanks

ଧନ୍ୟବାଦ


ବିବରଣୀ

ଖବରରେ (In News)

ଫେସବୁକ (Facebook)

ଟୁଇଟର (Twitter)

ଫଟ (Photos)

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Bangalore Odia Workshop 2012Jan29

Tags:

ଜନ୍ମତିଥି ୮/ବେଙ୍ଗାଳୁରୁ ଉପକ୍ରମଜନ୍ମତିଥି ୮/ବେଙ୍ଗାଳୁରୁ ତାରିଖ ଓ ଜାଗାDate and Venueଜନ୍ମତିଥି ୮/ବେଙ୍ଗାଳୁରୁ କେଉଁ ମାନେ ଭାଗ ନେଇପାରିବେ (Who can participate)ଜନ୍ମତିଥି ୮/ବେଙ୍ଗାଳୁରୁ ମୂଳ ପ୍ରସଙ୍ଗ (Agenda)ଜନ୍ମତିଥି ୮/ବେଙ୍ଗାଳୁରୁ ଆୟୋଜନ କରୁଛନ୍ତି (Organizers)ଜନ୍ମତିଥି ୮/ବେଙ୍ଗାଳୁରୁ ପ୍ରେସ ବିଜ୍ଞପ୍ତିଜନ୍ମତିଥି ୮/ବେଙ୍ଗାଳୁରୁ ଭାଗନେଉଛନ୍ତି (Participants)ଜନ୍ମତିଥି ୮/ବେଙ୍ଗାଳୁରୁ ବିବରଣୀଜନ୍ମତିଥି ୮/ବେଙ୍ଗାଳୁରୁ ଖବରରେ (In News)ଜନ୍ମତିଥି ୮/ବେଙ୍ଗାଳୁରୁ ଫେସବୁକ (Facebook)ଜନ୍ମତିଥି ୮/ବେଙ୍ଗାଳୁରୁ ଟୁଇଟର (Twitter)ଜନ୍ମତିଥି ୮/ବେଙ୍ଗାଳୁରୁ ଫଟ (Photos)ଜନ୍ମତିଥି ୮/ବେଙ୍ଗାଳୁରୁ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଗଣନ ସଂଖ୍ୟାରାଧାମୋହନ ଗଡ଼ନାୟକସାଇକେଲମକର (ରାଶି)ବଳରାମ ଦାସସାରଳା ସମ୍ମାନକିଶୋରୀ ଚରଣ ଦାସପକ୍ଷୀଫୁଲଚିଲିକା ହ୍ରଦସାରଳା ଦାସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଜୟ ଜଗନ୍ନାଥ୨୪ ଅପ୍ରେଲ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନବିଭୂତି ପଟ୍ଟନାୟକମାସକଙ୍କାଳପୁରୀବୀର ସୁରେନ୍ଦ୍ର ସାଏମାଟିର ମଣିଷସ୍ନେହସାରପ୍ଲୀହାଅଲାରନାଥ ମନ୍ଦିରବୌଦ୍ଧ ଧର୍ମବାସନ୍ତୀପଣା ସଂକ୍ରାନ୍ତିଅପରେଟିଙ୍ଗ ସିଷ୍ଟମମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)କୁଜିବର ପ‌ତ୍ରଗାର୍ଗୀ ମହାନ୍ତିଚନ୍ଦନବ୍ରାଉଜରଶ୍ରାଦ୍ଧଦୀପକ ମିଶ୍ରଓଡ଼ିଶା ପ୍ରିମିଅର ଲିଗପଦ୍ମଚରଣ ପଟ୍ଟନାୟକବିଶ୍ୱତାପନସୋରିଷ୧୦ ଅଗଷ୍ଟବିଜୟ ମିଶ୍ରଦାମୋଦର ରାଉତଜଗନ୍ନାଥଙ୍କ ବେଶୟୁରୋପଏଲିନା ସାମନ୍ତରାୟଟୋଲକାପୋନଭାରତୀୟ ସମ୍ବିଧାନଭୀମ ଭୋଇମଦର ଟେରେସାରଣା ସାପସ୍ୱାଧୀନତା ଦିବସ‌ (ଭାରତ)ହୋଲିଆଇଜାକ ନିଉଟନଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପିଆଜଆସିକାଓଡ଼ିଆ କବି ମାନଙ୍କର ତାଲିକାଅମ୍ଳଜାନସୌଭାଗ୍ୟ କୁମାର ମିଶ୍ରଦ୍ରାଘିମାଜୋହାନ୍ ସେବାଷ୍ଟିଆନ୍ ବାକ୍🡆 More