ଇତମାଦ - ଉଦ-ଦଉଲାହ କବର

ଇତମାଦ - ଉଦ-ଦଉଲାହ କବରଗୃହ(ଉର୍ଦ୍ଦୁ: اعتماد الدولہ کا مقبرہ, I'timād-ud-Daulah kā Maqbara) ଭାରତର ରାଜ୍ୟ ଉତ୍ତର ପ୍ରଦେଶର ଆଗ୍ରା ନିକଟସ୍ଥ ଏକ ମୋଗଲ କାଳୀନ କବର-ଗୃହ । ଏହାକୁ ବହୁବାର ଅଳଙ୍କାର ବାକ୍ସ(jewel box) ଭାବେ ସମ୍ବୋଧିତ କରାଯାଏ, କେବେ କେବେ ଛୋଟ ତାଜ ମହଲ(Baby Tāj) ମଧ୍ୟ କୁହାଯାଏ । ଏହି କବର-ଗୃହକୁ ତାଜ୍ ମହଲର ପୂର୍ବ-ସଂସ୍କରଣ ଭାବେ ବିବେଚନା କରାଯାଇଥାଏ । 

ଇତମାଦ - ଉଦ-ଦଉଲାହ କବର
ଇତମାଦ - ଉଦ-ଦଉଲାହ କବରର ମାଉଶେଲିଆମ  (ସାମନା ପଟ )

ଏଠାରେ ମୁଖ୍ୟ ଗୃହ ବ୍ୟତୀତ ଅନେକ ଗୃହ ଓ ଉଦ୍ୟାନ ରହିଛି । ୧୬୨୨ରୁ ୧୬୨୮ ମସିହା ମଧ୍ୟରେ ନିର୍ମିତ ହୋଇଥିବା ଏହି କବରଗୃହଟି ପ୍ରାରମ୍ଭିକ ସ୍ତରର ମୋଗଲ କଳା ସ୍ଥାପତ୍ୟ – ମୁଖ୍ୟତଃ ଲାଲ ବାଲୁକା ପ୍ରସ୍ତରରେ ନିର୍ମିତ ଏବଂ ମାର୍ବଲରେ ସୁସଜ୍ଜିତ, ଦିଲ୍ଲୀସ୍ଥିତ ହୁମାୟୁନ କବର ଓ ସିକନ୍ଦରାଠାରେ ଥିବା ଆକବରଙ୍କ କବର ସଦୃଶ – ତଥା ଦ୍ୱିତୀୟ ପର୍ଯ୍ୟାୟର ମୋଗଲ କଲା ସ୍ଥାପତ୍ୟ – ମୂଲ୍ୟବାନ ପଥର ଖଚିତ ଧଳା ମାର୍ବଲର ବ୍ୟବହାର, ଯାହାର ଲାଳିତ୍ୟ ତାଜ ମହଲରେ ପ୍ରତୀୟମାନ – ମଧ୍ୟରେ ଥିବା ପରିବର୍ତନର ପ୍ରତୀକ । 

ଇତମାଦ - ଉଦ-ଦଉଲାହ କବର ଜାହାଙ୍ଗୀରଙ୍କ ପତ୍ନୀ ନୁର ଜାହାନ  ଙ୍କଦ୍ୱାରା ନିର୍ମିତ ହେଇଥିଲା । ସେ ଏହାକୁ ତାଙ୍କ ପିତା ମିର୍ଜା ଘୟାସ ବେଗ , ଯିଏ ଜଣେ  ପାର୍ସି ଅମିର ଥିଲେ ,ଙ୍କ ସ୍ମୃତିରେ ନିର୍ମିତ ହେଇଥିଲା ।ମିର୍ଜା ସହ ଜାହଁଙ୍କ ପତ୍ନୀ ମୁମତାଜ୍ ମହଲଙ୍କ ପିତାମହ ମଧ୍ୟ ଥିଲେ । ପରେ ସହାଜାହାନ ମୁମତାଜ୍ ମହଲଙ୍କ ସ୍ମୃତିରେ ତାଜ ମହଲ ନିର୍ମାଣ କରିଥିଲେ ।  

କବର 

ଇତମାଦ - ଉଦ-ଦଉଲାହ କବର 
ଇତମାଦ - ଉଦ-ଦଉଲାହ କବର

ଯମୁନା ନଦୀର ପୁରା ତଟରେ ଏହି କବରଖାନା ନିର୍ମିତ ହେଇଥିଲା । ଏହାର ଚାରିପଟେ ଉଦ୍ୟାନ ଓ ଜଳାଧାର ରହିଛି । 50 ମିଟର ପରିଧିରେ ଏହା ନିର୍ମିତ । ପ୍ରତି କୋଣରେ ସ୍ତମ୍ଭ ରହିଛି । 

ରାଜସ୍ଥାନରୁ ଆସିଥିବା ଧଳା ମାର୍ବଳ ପ୍ରସ୍ତରରେ ଏହାର କାନ୍ଥ ସବୁ ନିର୍ମିତ । ଏହି କାନ୍ଥରେ କରନେଲିଆନ , ଯଶପର ତୋପଜ ଆଦି ମୂର୍ତିର ଖୋଦନ ରହିଛି । ଅଭ୍ୟନ୍ତରରେ କାଚ ଝରକା ସବୁ ଆଲୋକ ପ୍ରଦାନ କରିଥାଏ । 

ଗ୍ୟାଲେରି 

ଆଧାର 

ବାହାର ଲିଙ୍କ 

Tags:

ଇତମାଦ - ଉଦ-ଦଉଲାହ କବର କବର ଇତମାଦ - ଉଦ-ଦଉଲାହ କବର ଗ୍ୟାଲେରି ଇତମାଦ - ଉଦ-ଦଉଲାହ କବର ଆଧାର ଇତମାଦ - ଉଦ-ଦଉଲାହ କବର ବାହାର ଲିଙ୍କ ଇତମାଦ - ଉଦ-ଦଉଲାହ କବରଉର୍ଦ୍ଦୁ ଭାଷା

🔥 Trending searches on Wiki ଓଡ଼ିଆ:

ମାଲଟାଚକ୍ଷୁଗୋଲକ ଫାଟଭାରତୀୟ ଜନତା ପାର୍ଟିଜୀବ ବିଜ୍ଞାନଅଭିମନ୍ୟୁ ସାମନ୍ତସିଂହାରହନୁମାନ ଜୟନ୍ତୀଗୋପବନ୍ଧୁ ଦାସବାୟୋନ୍ ମନ୍ଦିରକୋଷ୧୯୫୩ସାହି ଯାତଏମିତି ଭାଇ ଜଗତେ ନାହିଁବ୍ୟଞ୍ଜନ ବର୍ଣ୍ଣଅଟିଜିମ୍‌ଧରିତ୍ରୀହନୁମାନ ଚାଳିଶାରଘୁନାଥ ପରିଚ୍ଛାରାଜକିଶୋର ରାୟଭାରତନୋଟା (ଭାରତ)Globe ruptureଲିଙ୍ଗରାଜ ମନ୍ଦିରଶବ୍ଦ (ଧ୍ୱନି)ଲକ୍ଷ୍ମୀକାନ୍ତ ମହାପାତ୍ରଭୁବନେଶ୍ୱର ବେହେରା୨୦୦୪ଚାନ୍ଦବାଲିକବିବାସନ୍ତୀହିନ୍ଦୁ ବିବାହ ଅଧିନିୟମ, ୧୯୫୫ଉତ୍କଳ ସମ୍ମିଳନୀଅଖିଳ ମୋହନ ପଟ୍ଟନାୟକଔଷଧୀୟ ଗଛଲତାମାନଙ୍କର ତାଲିକାମିଳିତ ଜାତିସଂଘଖଜ୍ଜିଆରଯକୃତଆଲେକ୍‌ଜାଣ୍ଡର୍ ମହାନ୨୧ ମାର୍ଚ୍ଚୟୁ ଟ୍ୟୁବସୌର ଜଗତଯମୁନାଗୁରୁପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରସୁଭାଷ ଚନ୍ଦ୍ର ବୋଷଜ୍ୟୈଷ୍ଠବୈକୁଣ୍ଠନାଥ ପଟ୍ଟନାୟକଚେକ୍ ଗଣରାଜ୍ୟମହିମା ଧର୍ମରଥଯାତ୍ରାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳତ୍ରିକୋଣମିତି୨୦୦୬ଚଇତି ଘୋଡ଼ା ନାଚକୃଷ୍ଣ ଜନ୍ମାଷ୍ଟମୀବ୍ରହ୍ମୋତ୍ରୀ ମହାନ୍ତିଆନନ୍ଦ ବାବୁସୋମବାରବୃହସ୍ପତିଅଚ୍ୟୁତାନନ୍ଦ ଦାସସଂକ୍ରାନ୍ତିକୋଣାର୍କ ସୂର୍ଯ୍ୟ ମନ୍ଦିରଅମରପୋଇଦେବଦୁର୍ଲ୍ଲଭ ଦାସଚୈତ୍ର🡆 More