ରୋମାନିଆ

ରୋମାନିଆ ଇଉରୋପର ଦକ୍ଷିଣପୂର୍ବରେ ଅବସ୍ଥିତ ଏକ ଦେଶ। ଏହାର ପଶ୍ଚିମରେ ହଙ୍ଗେରୀ ଓ ସର୍ବିଆ, ଉତ୍ତରପୂର୍ବ ଓ ପୂର୍ବରେ ୟୁକ୍ରେନ ଓ ମାଲଡୋଭା ଏବଂ ଦକ୍ଷିଣରେ ବୁଲଗାରିଆ ରହିଛନ୍ତି।

ରୋମାନିଆ
ରୋମାନିଆ ପତାକା
ରୋମାନିଆ
ରୋମାନିଆ ଅବସ୍ଥିତି

ଆୟତନ ଅନୁସାରେ ଏହା ଇଉରୋପିଆନ୍ ୟୁନିଅନ୍‍ର ନବମ ବୃହତ୍ତମ (୨୩୮,୪୦୦ ବର୍ଗ କି.ମି) ଏବଂ ଜନସଂଖ୍ୟା ଅନୁସାରେ ସପ୍ତମ ବୃହତ୍ତମ (୨.୧୯ କୋଟି)। ବୁଖାରେଷ୍ଟ ଏହାର ରାଜଧାନୀ ଓ ସର୍ବବୃହତ୍ ସହର। ୨୦ ଲକ୍ଷର ଜନସଂଖ୍ୟା ସହ ଏହା ମଧ୍ୟ ଇଉରୋପିଆନ୍ ୟୁନିଅନ୍‍ର ଷଷ୍ଠ ବୃହତ୍ତମ ସହର।

ବ୍ୟୁତ୍ପତ୍ତି

ରୋମାନିଆ 
ନିଆକ୍‍ସୁଙ୍କ ଚିଠି (୧୫୨୧) ରୋମାନିୟ ଭାଷାରେ ଲେଖାଯାଇଥିବା ସର୍ବପୁରାତନ ସଂରକ୍ଷିତ ଦଲିଲ୍। "Rumanian" ଶବ୍ଦ ଏଥିରେ ପ୍ରଥମ ଥର ପାଇଁ ଦୃଷ୍ଟିଗୋଚର ହୁଏ।

ରୋମାନିଆର ନାଁ România, român (କିମ୍ବା rumân) ଶବ୍ଦରୁ ଆନୀତ ଯାହାକି ଲାଟିନ୍ ଶବ୍ଦ romanusରୁ ଉତ୍ପନ୍ନ, ଯାହାର ଅର୍ଥ ରୋମ୍‍ର ନାଗରିକ।

ଇତିହାସ

ଭୂଗୋଳ

ଧର୍ମ

ପ୍ରଶାସନିକ ବିଭାଜନ

ଭାଷା

ଆଧାର

Tags:

ରୋମାନିଆ ବ୍ୟୁତ୍ପତ୍ତିରୋମାନିଆ ଇତିହାସରୋମାନିଆ ଭୂଗୋଳରୋମାନିଆ ଧର୍ମରୋମାନିଆ ପ୍ରଶାସନିକ ବିଭାଜନରୋମାନିଆ ଭାଷାରୋମାନିଆ ଆଧାରରୋମାନିଆସର୍ବିଆୟୁକ୍ରେନ

🔥 Trending searches on Wiki ଓଡ଼ିଆ:

ନନ୍ଦିଘୋଷ୬ ଜୁଲାଇତ୍ରିଭୁଜଫୁଲକୋଣାର୍କ ସୂର୍ଯ୍ୟ ମନ୍ଦିରସୁରେନ୍ଦ୍ର ମହାନ୍ତିରଥଯାତ୍ରାଆନନ୍ଦ ବାବୁ୨୧ ମାର୍ଚ୍ଚବଲାଙ୍ଗୀରକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଥମ ବିଶ୍ୱଯୁଦ୍ଧମୟୂରଭଞ୍ଜ ଜିଲ୍ଲାଗୋଦାବରୀଶ ମିଶ୍ରମଧ୍ୟ ଏସିଆ୧ ଅପ୍ରେଲବି. ଆର. ଆମ୍ବେଦକରଓଡ଼ିଶାର ଇତିହାସଚଇତି ଘୋଡ଼ା ନାଚ୧୯୯୦ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା୧୨ ଫେବୃଆରୀଇଣ୍ଟରନେଟ୩୦ ଅପ୍ରେଲଭୃସଙ୍ଗ ଗଛବଳଦେବଜୀଉ ମନ୍ଦିରବିବାହଖାଦ୍ୟଓଡ଼ିଆ ଭାଷାପରିବେଶଚୈତ୍ରଜୀବ ବିଜ୍ଞାନକୃଷ୍ଣଚନ୍ଦ୍ର ପାଣିଗ୍ରାହୀଭୂଗୋଳଚିତ୍ତରଞ୍ଜନ ଦାସଚକ୍ଷୁଗୋଲକ ଫାଟନରେନ୍ଦ୍ର ମୋଦୀଗଙ୍ଗା ଦଶହରାସୀତାକାନ୍ତ ମହାପାତ୍ରସାମାଜିକ ବିଜ୍ଞାନଫାଲଗୁନଉଦ୍‌ଜାନଇଟାମାଟି ଗ୍ରାମବନ୍ଦେ ଉତ୍କଳ ଜନନୀବେଦମଙ୍ଗଳ ପାଣ୍ଡେମୋଗଲ ସାମ୍ରାଜ୍ୟଓଡ଼ିଶୀହୃଷୀକେଶ ପଣ୍ଡାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜଳବିଦ୍ୟୁତ୍ବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଣାପାରୁଲ ଯାଦବଗୋଲୋକ ବିହାରୀ ଧଳବାୟୋନ୍ ମନ୍ଦିରହଂକଂସୁଦର୍ଶନ ପଟ୍ଟନାୟକସୌଭାଗ୍ୟ କୁମାର ମିଶ୍ରନବଗୁଞ୍ଜରକାଳିନ୍ଦୀ ଚରଣ ପାଣିଗ୍ରାହୀବେଣୁଧର ରାଉତହିଙ୍ଗୁଳା ମନ୍ଦିରକୁଞ୍ଜବିହାରୀ ଦାଶଭାରତୀୟ ସମ୍ବିଧାନଜାନକୀ ବଲ୍ଲଭ ପଟ୍ଟନାୟକହୀରାକୁଦ ବନ୍ଧ🡆 More