ରାଜା ହରିଶ୍ଚନ୍ଦ୍ର: ୧୯୮୪ର ଓଡ଼ିଆ କଥାଚିତ୍ର

ରାଜା ହରିଶ୍ଚନ୍ଦ୍ର, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରମର୍ଥୀ ପଦ୍ମାକ୍ଷୀ । ଭଞ୍ଜ କିଶୋର ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଓ ସି.

ଏସ୍. ଆର୍. ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ରାଜା ହରିଶ୍ଚନ୍ଦ୍ର
ନିର୍ଦ୍ଦେଶକରାଓ ସି. ଏସ୍. ଆର୍.
ପ୍ରଯୋଜକନିରମର୍ଥୀ ପଦ୍ମାକ୍ଷୀ
ସଂଳାପଭଞ୍ଜ କିଶୋର ପଟ୍ଟନାୟକ
ଚିତ୍ରନାଟ୍ୟରାଓ ସି. ଏସ୍. ଆର୍.
କଳାକାରଚକ୍ରପାଣି
ସୁଜାତା ଆନନ୍ଦ
ଜୟା ବି.
ନରେନ୍ଦ୍ର ବେହେରା
ଜୟୀରାମ ସାମଲ
ଅଶୋକ ଚକ୍ରବର୍ତ୍ତୀ
ଚିତ୍ରଗ୍ରହଣଏସ୍. ପାର୍ଥସାରଥୀ
ସମ୍ପାଦକହରିନାରାୟଣ ମଧୁ
ମୁକ୍ତିଲାଭ ତାରିଖ
୧୬ ମାର୍ଚ୍ଚ ୧୯୮୪
ଦେଶରାଜା ହରିଶ୍ଚନ୍ଦ୍ର: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଚକ୍ରପାଣି, ସୁଜାତା ଆନନ୍ଦ, ଜୟା ବି., ନରେନ୍ଦ୍ର ବେହେରା, ଜୟୀରାମ ସାମଲ, ଅଶୋକ ଚକ୍ରବର୍ତ୍ତୀ, ରୋଜାରମଣୀ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ମାମିନା, ବଳିୟାର ସିଂହ, ଦିଲୀପ, ସ୍ୱପ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ସୁରେନ୍ଦ୍ର ବିଦ୍ୟାଧର ଓ ଶିବବ୍ରତ ଦାସ । ବାଣୀ ଜୟରାମ, ଏସ୍. ଜାନକୀ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ରାଜା ହରିଶ୍ଚନ୍ଦ୍ର ଅଭିନୟରାଜା ହରିଶ୍ଚନ୍ଦ୍ର କାହାଣୀରାଜା ହରିଶ୍ଚନ୍ଦ୍ର ଗୀତ ଏବଂ ସଙ୍ଗୀତରାଜା ହରିଶ୍ଚନ୍ଦ୍ର ଆଧାରରାଜା ହରିଶ୍ଚନ୍ଦ୍ର ବାହାର ଆଧାରରାଜା ହରିଶ୍ଚନ୍ଦ୍ର

🔥 Trending searches on Wiki ଓଡ଼ିଆ:

ପ୍ଲୀହା୧୧ ଅପ୍ରେଲଜ୍ଞାନକୋଷମହାନଦୀନରେନ୍ଦ୍ର ମୋଦୀଚିନ୍ତାମଣି ମହାନ୍ତିରାଜକିଶୋର ରାୟବେଦବଳଦେବଜୀଉ ମନ୍ଦିରଗଙ୍ଗାଧର ମେହେରମଙ୍ଗଳା ମନ୍ଦିରଚୀନପଇସାଭାରତର ସଂସ୍କୃତିଗ୍ରହଓଡ଼ିଶାର କଳାହଂକଂରାଧାନାଥ ରାୟଗୁଗଲଜୟୀରାମ ସାମଲଉଇକିମିଡ଼ିଆ ଫାଉଣ୍ଡେସନବିଶ୍ୱଜିତ ଦାସମହାବୀର ଜୈନସୁଦର୍ଶନ ପଟ୍ଟନାୟକ୨ ଜୁନଫିଫା ବିଶ୍ୱକପମହିମା ଧର୍ମବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିବାହଜ୍ଞାନପୀଠ ପୁରସ୍କାରଏମିତି ଭାଇ ଜଗତେ ନାହିଁରଥଯକୃତ୧୫ ଅପ୍ରେଲଲବଣ ସତ୍ୟାଗ୍ରହଗୋଲୋକ ବିହାରୀ ଧଳମୋହନ ଭୋଗଉଇକିକମନ୍ସଭାରତସୁଭାଷ ଚନ୍ଦ୍ର ବୋଷଯଦୁମଣି ମହାପାତ୍ରଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବନ୍ଦେ ଉତ୍କଳ ଜନନୀପଖାଳ ଦିବସବାସନ୍ତୀ୨୧୨୪ ଅପ୍ରେଲବର୍ଷା ପ୍ରିୟଦର୍ଶିନୀରାମକୃଷ୍ଣ ନନ୍ଦରଘୁନାଥ ପରିଚ୍ଛାତପସ୍ୱିନୀବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଜଗଦୀଶ ମହାନ୍ତିପାରୁଲ ଯାଦବୟୁରୋପକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସୁନନ୍ଦା ଦାସରାଜ୍ୟ ସଭାଖାଦ୍ୟ🡆 More