ଜାପାନ

ଜାପାନ (日本, ନିପ୍ପୋଁ ବା ନିହୋଁ), ପୂର୍ବ ଏସିଆରେ ଅବସ୍ଥିତ ଏକ ଦ୍ୱୀପ ରାଷ୍ଟ୍ର । ଏହାର ପଶ୍ଚିମରେ ଜାପାନ ସାଗର, ଓଖୋତ୍ସକ ସାଗରଠାରୁ ପୂର୍ବ ଚୀନ ସାଗର ଓ ତାଇୱାନ ପର୍ଯ୍ୟନ୍ତ ବ୍ଯାପ୍ତ ହୋଇ ରହିଛି । ପ୍ରଶାନ୍ତ ଅଗ୍ନିବଳୟର ଏକ ଅଂଶ, ଜାପାନ ୬,୮୫୨ଟି ଦ୍ୱୀପରେ ଗଢାହୋଇଛି ଯାହାର ପ୍ରାୟ ୩,୭୭,୯୭୫ ବର୍ଗ କି.ମି.

କ୍ଷେତ୍ରଫଳ ରହିଛି; ଦେଶର ପାଞ୍ଚଟି ମୁଖ୍ଯ ଦ୍ୱୀପ ହେଲା, ଉତ୍ତରରୁ ଦକ୍ଷିଣକୁ କ୍ରମେ ହୋକାଇଦୋ, ହୋଁଶୁ, ଶିକୋକୁ, କ୍ଯୁଶୁ ଏବଂ ଓକିନାୱା । ଟୋକିଓ ଜାପାନର ରାଜଧାନୀ ଓ ବୃହତ୍ତମ ସହର । ଅନ୍ଯାନ୍ଯ ମୁଖ୍ଯ ସହରଗୁଡ଼ିକ ହେଲା; ୟୋକୋହାମା, ଓସାକା, ନାଗୋୟା, ସାପ୍ପୋରୋ, ଫୁକୁଓକା, କୋବେ ଓ କ୍ଯୋଟୋ ଇତ୍ୟାଦି ।

ଜାପାନ

日本国
ନିପ୍ପୋଁ-କୋକୁ ବା ନିହୋଁ-କୋକୁ
Centered red circle on a white rectangle.
Golden circle subdivided by golden wedges with rounded outer edges and thin black outlines.
Flag Imperial Seal
ଜାତୀୟ ସଙ୍ଗୀତ: 
କିମିଗାୟୋ (君が代)
ଜାପାନର ପ୍ରଶାସନିକ ମୋହର
ଜାପାନ ସରକାର ଓ ପ୍ରଧାନମନ୍ତ୍ରିଙ୍କ ଅଫିସର ମୋହର
(五七桐, ଗୋ-ଶିଚିନୋ କିରି)
Location of ଜାପାନ
ରାଜଧାନୀଟୋକିଓ (ବାସ୍ତବିକ)
ବୃହତ୍ତମ ସହରଟୋକିଓ
ସରକାରୀ ଭାଷାNone
Recognised regional languagesଆଇନୁ ଇତାକ, ରିଉକ୍ଯୁ ଭାଷାସମୂହ, ପୂର୍ବ ଜାପାନୀ, ପଶ୍ଚିମ ଜାପାନୀ, ତଥା ଅନ୍ଯାନ୍ଯ ଜାପାନୀ ଉପଭାଷାସମୂହ
National languageଜାପାନୀ ଭାଷା
ଜାତି
୯୮.୫% ଜାପାନୀ, ୦.୫% କୋରୀୟ, ୦.୪% ଚୀନା, ୦.୬% ଅନ୍ଯ
ଜାତୀୟତାଜାପାନୀ
Governmentଏକକ ସଂସଦୀୟ ଗଣତନ୍ତ୍ର ଏବଂ ସାମ୍ବିଧାନିକ ଏକତନ୍ତ୍ର
• ସମ୍ରାଟ
ନାରୁହିତୋ
ଗଠନ
• ଜାତୀୟ ଗଠନ ଦିବସ
ଫେବୃଆରୀ ୧୧, ୬୬୦ ଖ୍ରୀ.ପୂ.
• ମେଜ୍ଜି ସମ୍ବିଧାନ
ନଭେମ୍ବର ୨୯, ୧୮୯୦
• ଏବେକାର ସମ୍ବିଧାନ
ମେ ୩, ୧୯୪୭
• ସାନଫାନ୍ସିସକୋ

ଏପ୍ରିଲ୍ ୨୮, ୧୯୫୨
• ଜଳଭାଗ (%)
୦.୮
ଲୋକସଂଖ୍ୟା
• ୨୦୧୦ estimate
୧୨୭,୩୬୦,୦୦୦ (୧୦)
• ୨୦୦୦ census
୧୨,୭୩,୩୩,୦୦୨
• ଘନତା
337.1/km2 (873.1/sq mi) (୩୬)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)୨୦୧୦ estimate
• ମୋଟ
$୪.୩୦୮ trillion (୩)
• ମୁଣ୍ଡପିଛା
$୩୩,୮୨୮ (୨୪ ତମ)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)୨୦୧୦ estimate
• ମୋଟ
$୫,୩୯୦ trillion (୩ୟ)
• ମୁଣ୍ଡପିଛା
$୪୨,୩୨୫ (୧୭ଶ)
ଜିନି ଗୁଣାଙ୍କ38.1 (2002)
Error: Invalid Gini value
ମାନବ ବିକାଶ ସୂଚନାଙ୍କ (2010)Increase 0.884
Error: Invalid HDI value · 11th
ମୁଦ୍ରାଅନ୍ତର୍ରାଷ୍ଟ୍ରୀୟ ସଙ୍କେତ ¥ (ୟେନ)
ଜାପାନୀ ସଙ୍କେତ ବା ପାରମ୍ପରିକ କାଞ୍ଜିରେ ()) ଏନ ଭାବେ ଉଚ୍ଚାରିତ (JPY)
ସମୟ ମଣ୍ଡଳUTC+9 (ଜେ.ଏସ.ଟି.)
• Summer (DST)
UTC+9 (ଜଣାନାହିଁ)
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼81
Internet TLD.jp

ଜାପାନ, ବିଶ୍ୱର ଏକାଦଶ ଜନବହୁଳ ଦେଶ ତଥା ଅଧିକ ଘନତ୍ୱ ବିଶିଷ୍ଟ ଏବଂ ଅଧିକ ସହରୀକୃତ ଦେଶମାନଙ୍କ ମଧ୍ଯରୁ ଅନ୍ଯତମ । ଦେଶର ତିନି-ଚତୁର୍ଥାଂଶ ଅଞ୍ଚଳ ପାର୍ବତ୍ଯାଞ୍ଚଳ ହୋଇଥିବାରୁ ପ୍ରାୟ ୧୨.୬୨ କୋଟି ଲୋକ ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ବାସକରନ୍ତି । ଜାପାନକୁ ୪୭ଟି ପ୍ରଶାସନିକ ରାଜ୍ଯରେ ବିଭକ୍ତ କରାଯାଇଛି । ଏହା ପାରମ୍ପରିକ ରୂପେ ଆଠଟି ଅଞ୍ଚଳରେ ଗଠିତ । ୩୭.୪ ନିୟୁତ ଲୋକଙ୍କ ସହ, ବୃହତ୍ତ୍ ଟୋକିଓ ଅଞ୍ଚଳ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମହାନଗର ଅଞ୍ଚଳ ।

ଆଧାର

Tags:

କ୍ଯୋଟୋଜାପାନ ସାଗରଟୋକିଓତାଇୱାନନାଗୋୟାହୋକାଇଦୋ

🔥 Trending searches on Wiki ଓଡ଼ିଆ:

୧୭୩୬ସମୀର ରଞ୍ଜନ ଦାଶଭୀମ ପୃଷ୍ଟିଅଂଶୁଘାତଅଭିରାମ ପରମହଂସତାରିଣୀ ମନ୍ଦିର, ଘଟଗାଁଜଳଖାଦ୍ୟଓଡ଼ିଶାର ଲୋକନୃତ୍ୟସଙ୍କୀର୍ତ୍ତନଓଡ଼ିଆ ସାହିତ୍ୟଚିଲିକା ହ୍ରଦକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପରଶୁରାମରାଷ୍ଟ୍ରପତି ଭବନଚଇତି ଘୋଡ଼ା ନାଚଆମ୍ବସରୋଜିନୀ ନାଇଡୁକାଳିନ୍ଦୀ ଚରଣ ପାଣିଗ୍ରାହୀଏଡା ଲଭ୍‌ଲେସ୍‌ବୌଦ୍ଧ ଧର୍ମବିମ୍ବାଧର କୁଅଁରଏସ୍କେରିସିଆ କୋଲାଇଅଜନ୍ତା ଗୁମ୍ଫାସତ୍ୟ ସାଇ ବାବାବନ୍ଦେ ଉତ୍କଳ ଜନନୀବିଧାନ ସଭା ସଭ୍ୟଦେଓମାଳୀହେଲୋ ନେଟୱର୍କଜଗନ୍ନାଥରେଭେନ୍‌ସା କଲିଜିଏଟ ସ୍କୁଲଓଡ଼ିଶାର ସଂସ୍କୃତିଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟରମାକାନ୍ତ ରଥସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଯାଜପୁରକୁନ୍ତଳା କୁମାରୀ ସାବତଶ୍ରୀକାନ୍ତ ସାହୁଜୟ ଜଗନ୍ନାଥଓଡ଼ିଆ କବି ମାନଙ୍କର ତାଲିକାଅନାଦି ଚରଣ ସାହୁରଣା ସାପପୁରୁଷୋତ୍ତମ ଦେବମହେନ୍ଦ୍ରଗିରିବୈଷ୍ଣବ ଚରଣ ସାମଲଓଡ଼ିଶାର ମାପ ବ୍ୟବସ୍ଥାଖଣ୍ଡାୟତ୬୩୩ଦ୍ୱିତୀୟ ବିଶ୍ୱଯୁଦ୍ଧପ୍ରଥମ ବିଶ୍ୱଯୁଦ୍ଧଆନନ୍ଦପୁରମରିସସ୨୯ ଅପ୍ରେଲଫକୀର ମୋହନ ସେନାପତିସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିକେନ୍ଦୁଝର ଗଡ଼ଜାତ ରାଜ୍ୟଆଜାଦ ହିନ୍ଦ୍ ଫୌଜଜଣ୍ଡିସ୍ଏଚଆଇଭି/ଏଡସକାଜୁଓଡ଼ିଆ କଥାଚିତ୍ର ଜଗତରେବତୀ (କ୍ଷୁଦ୍ରଗଳ୍ପ)ଦାସକାଠିଆବୀର ସୁରେନ୍ଦ୍ର ସାଏବିବାହ🡆 More