ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର

୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।

ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
ବାରକୋଡ଼
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
The parts of a 10-digit I୧୦ଅଙ୍କ ବାରକୋଡ଼ର ଓ ୧୩ ଅଙ୍କ ବାରକୋଡ଼

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଲୋକନାଥ ଚୌଧୁରୀରସଗୋଲା୧ ଅପ୍ରେଲକ୍ରସ ସାଇଟ୍ ସ୍କ୍ରିପଟିଂଓଡ଼ିଶାର ଦୋଳଯାତ୍ରାଲଘିଷ୍ଠ ସାଧାରଣ ଗୁଣିତକଏଲ ସାଲଭାଡୋରସୁନାଭୂତାଣୁମୌଳିକ ସଂଖ୍ୟାଇଣ୍ଟରନେଟଗୋପୀନାଥ ମହାନ୍ତିଆକବରଚଟିଆ (ଚଢ଼େଇ)ଗଜପତି ସାମ୍ରାଜ୍ୟଲିଓ ଟଲଷ୍ଟୟଶରତ କୁମାର ମହାନ୍ତିଗୌରହରି ଦାସଆତ୍ମହତ୍ୟାଅଷ୍ଟ୍ରେଲିଆଟାଇଫଏଡମିହିର ଦାସକବିସୂର୍ଯ୍ୟ ବଳଦେବ ରଥମହିମା ଧର୍ମବୈଶାଖତ୍ରିଭୁଜଦେବସ୍ନାନ ପୂର୍ଣ୍ଣିମାନୂଆଖାଇଓଡ଼ିଶା ସରକାରମାଳିକାଫେସୋଟେରୋଡାଇନନୀଳମଣି ବିଦ୍ୟାରତ୍ନବର କୋଳିପଞ୍ଚକଓଡ଼ିଆ କଥାଚିତ୍ର ଜଗତକୋଷଗୁରୁ ପ୍ରସାଦ ମହାନ୍ତିଜୟଦେବଆଳୁ୩ ଅପ୍ରେଲଅନୁ ଚୌଧୁରୀମହେନ୍ଦ୍ର ସିଂହ ଧୋନିବନ୍ଦେ ଉତ୍କଳ ଜନନୀ (ଓଡ଼ିଆ କଥାଚିତ୍ର)ଉଇକିପିଡ଼ିଆ ସମୂହର ତାଲିକାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୧ ଜାନୁଆରୀସୁରେଶ କୁମାର ରାଉତରାୟଓଡ଼ିଆ ଭ୍ରମଣ ସାହିତ୍ୟହୀରାକୁଦ ବନ୍ଧସମ୍ବଲପୁର ଜିଲ୍ଲାଶ୍ରାଦ୍ଧକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକୁକୁରପୀତାମ୍ବର ତରାଇଅଖିଳ ମୋହନ ପଟ୍ଟନାୟକନଅଙ୍କ ଦୁର୍ଭିକ୍ଷପ୍ରାଣୀଗୁରୁବଚନ ସିଂହ ସଲାରିଆସୋରିଷଚୈତନ୍ୟବାଲେଶ୍ୱର ଜିଲ୍ଲାଭୁବନେଶ୍ୱର ରେଳ ଷ୍ଟେସନଶ୍ରୀରାଧାବୀଣାପାଣି ମହାନ୍ତିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା୧୧ ଅପ୍ରେଲଛ ମାଣ ଆଠ ଗୁଣ୍ଠଚୈତ୍ରମିଶେଲ ଓବାମା🡆 More