ଓଡ଼ିଶା ସରକାର

ଓଡ଼ିଶା ସରକାର, ଓଡ଼ିଶା ଓ ଓଡ଼ିଶାର ଅନ୍ତର୍ଗତ ୩୦ଟି ଜିଲ୍ଲାର ଶାସନ କାର୍ଯ୍ୟ ପରିଚାଳନା କରନ୍ତି । ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ଭଳି ରାଜ୍ୟପାଳ ରାଜ୍ୟର ପ୍ରଶାସନିକ ମୁଖ୍ୟ ଅଟନ୍ତି ଓ ସେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । ତାଙ୍କର ପଦବୀ ମୁଖ୍ୟତଃ ଆନୁଷ୍ଠାନିକ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ ଏବଂ ଅଧିକାଂଶ କାର୍ଯ୍ୟନିର୍ବାହୀ କ୍ଷମତା ତାଙ୍କ ଉପରେ ନ୍ୟସ୍ତ । ଭୁବନେଶ୍ୱର ହେଉଛି ଓଡ଼ିଶାର ରାଜଧାନୀ ଏବଂ ଏଥିରେ ବିଧାନ ସଭା (ବିଧାନ ସଭା) ଏବଂ ସଚିବାଳୟ ରହିଛନ୍ତି । କଟକଠାରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଅବସ୍ଥିତ ।

Government of Odisha (ଓଡ଼ିଶା ସରକାର)
ଓଡ଼ିଶା ସରକାର
ରାଜ୍ୟ ଚିହ୍ନ
ମୁଖ୍ୟାଳୟଭୁବନେଶ୍ୱର
କାର୍ଯ୍ୟପାଳିକା
ରାଜ୍ୟପାଳଗଣେଶୀ ଲାଲ
ମୁଖ୍ୟ ମନ୍ତ୍ରୀନବୀନ ପଟ୍ଟନାୟକ (ବିଜୁ ଜନତା ଦଳ)
ବିଧାୟିକା
ବାଚସ୍ପତିବିକ୍ରମ କେଶରୀ ଆରୁଖ (ବିଜୁ ଜନତା ଦଳ)
ବିଧାନ ସଭା ସଦସ୍ୟ ସଂଖ୍ୟା୧୪୭
ନ୍ୟାୟପାଳିକା
ଉଚ୍ଚ ନ୍ୟାୟାଳୟଓଡ଼ିଶା ଉଚ୍ଚ ନ୍ୟାୟାଳୟ
ମୁଖ୍ୟ ବିଚାରପତିଡା. ଏସ୍ ମୂରଲୀଧର

ଓଡ଼ିଶା ବିଧାନ ସଭାର ସଭ୍ୟ ସଂଖ୍ୟା ୧୪୭ । ଲୋକ ସଭାରେ ଓଡ଼ିଶାର ସଦସ୍ୟ ସଂଖ୍ୟା ୨୧ ଓ ରାଜ୍ୟସଭାରେ ୧୦ ।

ମନ୍ତ୍ରୀମଣ୍ଡଳ

ବିଭାଗ ମନ୍ତ୍ରୀ
ଗୃହ ସାଧାରଣ ପ୍ରଶାସନ ଏବଂ ଅନ୍ୟାନ୍ୟ ବିଭାଗ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ
କୃଷି, ମତ୍ସ୍ୟ ଓ ପଶୁ ସଂପଦ ଅରୁଣ କୁମାର ସାହୁ
କ୍ୟାବିନେଟ ମନ୍ତ୍ରୀ
ଜଙ୍ଗଲ ଓ ପରିବେଶ, ସଂସଦୀୟ ବିଭାଗ ବିକ୍ରମ କେଶରୀ ଆରୁଖ
କ୍ୟାବିନେଟ ମନ୍ତ୍ରୀ
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନବ କିଶୋର ଦାସ
କ୍ୟାବିନେଟ ମନ୍ତ୍ରୀ
ଅର୍ଥ ଓ ଅବକାରୀ ନିରଞ୍ଜନ ପୁଜାରୀ
କ୍ୟାବିନେଟ ମନ୍ତ୍ରୀ
ବାଣିଜ୍ୟ ଓ ପରିବହନ ପଦ୍ମନାଭ ବେହେରା
କ୍ୟାବିନେଟ ମନ୍ତ୍ରୀ
ଖଣି, ଇସ୍ପାତ ପୂର୍ତ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ
କ୍ୟାବିନେଟ ମନ୍ତ୍ରୀ
ପଞ୍ଚାୟତିରାଜ, ଆଇନ, ନଗର ଉନ୍ନୟନ ପ୍ରତାପ ଜେନା
କ୍ୟାବିନେଟ ମନ୍ତ୍ରୀ
ଖାଦ୍ୟ,ଯୋଗାଣ ଓ ସମବାୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କ୍ୟାବିନେଟ ମନ୍ତ୍ରୀ
ରାଜସ୍ବ ଓ ବିପର୍ୟ୍ୟୟ ପ୍ରଶମନ ସୁଦାମ ମାରାଣ୍ଡି
କ୍ୟାବିନେଟ ମନ୍ତ୍ରୀ
ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ ସୁଶାନ୍ତ ସିଂ
କ୍ୟାବିନେଟ ମନ୍ତ୍ରୀ
ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଶନ ଶକ୍ତି ଟୁକୁନି ସାହୁ
କ୍ୟାବିନେଟ ମନ୍ତ୍ରୀ
ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ସାଧାରଣ ଉଦ୍ୟୋଗ ଅଶୋକ ଚନ୍ଦ୍ର ପଣ୍ଡା
ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ )
ଶିଳ୍ପ, ଶକ୍ତି ଓ ଏ.ଏସ.ଏମଇ ଦିବ୍ୟଶଙ୍କର ମିଶ୍ର
ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ )
ଆଦିବାସୀ କଲ୍ୟାଣ ଓ ପଛୁଆ ବର୍ଗ, ସଂଖ୍ୟା ଲଘୁ ଜଗନ୍ନାଥ ସାରକା
ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ )
ପର୍ଯ୍ୟଟନ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ )
ହସ୍ତତନ୍ତ ଓ ବୟନ ଶିଳ୍ପ ପଦ୍ମିନୀ ଦିଆନ
ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ )
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରେମାନନ୍ଦ ନାୟକ
ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ )
ଜଳସଂପଦ ଓ ସୂଚନା ଓ ଲୋକ ସଂପର୍କ ରଘୁନନ୍ଦନ ଦାସ
ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ )
ବିଦ୍ୟାଳୟ ଓ ଗଣଶିକ୍ଷା ସମୀର ରଞ୍ଜନ ଦାଶ
ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ )
ଇଲଟ୍ରୋନିକ୍ସ ଓ ସୂଚନା ବିଦ୍ୟା. କ୍ରୀଡ଼ା ତୁଷାରକାନ୍ତି ବେହେରା
ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ )

ଆଧାର

ବାହାର ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ସଚ୍ଚିଦାନନ୍ଦ ରାଉତରାୟମୁକ୍ତେଶ୍ଵର ଦେଉଳମଧୁସୂଦନ ରାଓନାଗୋୟାଛେନାପୋଡ଼ହରିଶଙ୍କର ମନ୍ଦିରଇଣ୍ଡିଆନ ପ୍ରିମିଅର ଲିଗଅମ୍ଳାନ ଦାସଫ୍ରାଙ୍କଲିନ ଡି ରୁଜଭେଲଟଆପଲ ଇନକର୍ପୋରେଟେଡରବର୍ଟ ମୂଗରଥଯାତ୍ରାଲଣ୍ଠନଯାଯାବର (୧୯୭୫ର କଥାଚିତ୍ର)ଆର୍ମେନିଆଶ୍ୟାମସୁନ୍ଦର କର୨୦ ଡିସେମ୍ବରଶାନ୍ତନୁ କୁମାର ଆଚାର୍ଯ୍ୟଜଗନ୍ନାଥତେଲୁଗୁ ଭାଷାଓଡ଼ିଆ ଚଉତିଶାବିରାଟ କୋହଲୀପକ୍ଷରିଲପିଭିରିନଶାମ୍ବ ଦଶମୀକୃଷ୍ଣବିଜୁ ପଟ୍ଟନାୟକଚାଉଳଚନ୍ଦ୍ରଭାଗା (କବିତା)ଭୁବନେଶ୍ୱର ବେହେରାନାରୀ ନୁହେଁ ତୁ ନାରାୟଣୀକଳସା ଚଉତିଶାଉଇକିଖବରତ୍ରିନାଥ ମେଳା (ଓଡ଼ିଆ କଥାଚିତ୍ର)ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରରାମାୟଣତେଜସ୍କ୍ରିୟ କ୍ଷୟପାଠାଗାରଆଣ୍ଟୋନ ଚେକୋଭଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାପ୍ରଥମ ବିଶ୍ୱଯୁଦ୍ଧଉତ୍କଳ ସମ୍ମିଳନୀଡ୍ରିମ୍ ଗାର୍ଲକବିଜହ୍ନ୧୮୩୩ଚୀନଅଭିରାମ ପରମହଂସନିଖିଳାନନ୍ଦ ପାଣିଗ୍ରାହୀ୧୯୪୯ହନୁମାନ ଜୟନ୍ତୀଭିଏତନାମ୧୯୬୦ମରାଠୀ ଭାଷାଫାଇଲିନଗୁରୁନବୀନ ପଟ୍ଟନାୟକଅନନ୍ତ ପଟ୍ଟନାୟକଅଚ୍ୟୁତାନନ୍ଦ ଦାସଅଗଷ୍ଟବିଶ୍ୱ ନାଟ୍ୟ ଦିବସବିନୋଦ ପାତ୍ର🡆 More