ୱିଲିଅମ ସେକ୍ସପିଅର

ୱିଲିଅମ୍ ସେକ୍ସପିଅର ଜଣେ ଇଂରେଜ କବି, ନାଟ୍ୟକାର ଓ ଅଭିନେତା ଥିଲେ । ଇଂରାଜୀ ଭାଷାର ଶ୍ରେଷ୍ଠତମ ଲେଖକ ଭାବେ ସେ ପରିଗଣିତ । ବାର୍ଡ୍ ଅଫ୍ ଏଭୋନ୍ (ଏଭୋନର ଗୀତି କବି) ନାମରେ ପ୍ରସିଦ୍ଧ ଏହି ମହାକବିଙ୍କୁ ଇଂଲଣ୍ଡର ଜାତୀୟ କବି ବୋଲି ମଧ୍ୟ ଗ୍ରହଣ କରାଯାଏ । ତାଙ୍କ ରଚନା ସବୁ ମଧ୍ୟରେ ୩୮ଟି ନାଟକ, ୧୫୪ ସନେଟ, ଦୁଇଟି ଦୀର୍ଘ କବିତା ଓ କେତୋଟି କ୍ଷୁଦ୍ର ଧାଡି କବିତା ଅନ୍ତର୍ଭୁକ୍ତ । ତାଙ୍କ ନାଟକ ସବୁ ଅନେକ ଭାଷାରେ ଅନୂଦିତ ହୋଇଛି ।

William Shakespeare
The Chandos portrait, artist and authenticity unconfirmed. National Portrait Gallery, London.
The Chandos portrait, artist and authenticity unconfirmed. National Portrait Gallery, London.
ଜନ୍ମ ଓ ଜନ୍ମସ୍ଥାନBaptised 26 April 1564 (birth date unknown)
Stratford-upon-Avon, Warwickshire, England
ମୃତ୍ୟୁ23 April 1616 (aged 52)
Stratford-upon-Avon, Warwickshire, England
ବୃତ୍ତିPlaywright, poet, actor
ଜାତୀୟତାEnglish
ସମୟEnglish Renaissance
ଜୀବନସାଥୀ
Anne Hathaway
(m. ୧୫୮୨⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ
  • Susanna Hall
  • Hamnet Shakespeare
  • Judith Quiney
ସମ୍ପର୍କୀୟ
  • John Shakespeare (father)
  • Mary Shakespeare (mother)

ଦସ୍ତଖତୱିଲିଅମ ସେକ୍ସପିଅର

ଇଂଲଣ୍ଡର ଏଭୋନ ନଦୀ କୂଳରେ ଥିବା ଷ୍ଟ୍ରାଟଫୋଡ ସହରରେ ତାଙ୍କର ଜନ୍ମ ହୋଇଥିଲା । ୧୮ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା ଓ ତାଙ୍କର ତିନୋଟି ସନ୍ତାନ ଥିଲେ । ୧୫୮୫ରୁ ୧୫୯୨ ମସିହା ମଧ୍ୟରେ ସେ ଲଣ୍ଡନ ସହରରେ ଏକ ସଫଳ ନାଟ୍ୟକାର, ଅଭିନେତା ଓ ନାଟକ କମ୍ପାନୀର ମାଲିକ ଭାବେ ବୃତ୍ତି ଆରମ୍ଭ କରିଥିଲେ । ପାଖାପାଖି ୪୯ ବର୍ଷ ବୟସରେ ସେ ଅବସର ଗ୍ରହଣ କରି ଷ୍ଟ୍ରାଟଫୋଡ ସହରକୁ ଫେରି ଯାଇଥିଲେ । ୩ ବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଖୁବ କମ ତଥ୍ୟ ମିଳୁଥିବାରୁ ଏ ବିଷୟରେ ଅନେକ କଳ୍ପନା-ଜଳ୍ପନା ହୋଇଛି ।

ସେକ୍ସପିଅରଙ୍କ ଐତିହାସିକ ବିଷୟଠାରୁ ନେଇ ହାସ୍ୟରସାତ୍ମକ ବିଷୟ ପର୍ଯ୍ୟନ୍ତ ନାଟକ ସବୁ ରଚନା କରିଥିଲେ । ତାଙ୍କର ବିଷାଦତ୍ମକ ରଚନା ସବୁ ମଧ୍ୟରେ ମ୍ୟାକବେଥ, ହାମଲେଟ, ଓଥେଲୋ ଆଦି ଅନ୍ତର୍ଭୁକ୍ତ, ଯାହାକୁ ଇଂରାଜୀ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ରଚନା ସବୁ ମଧ୍ୟରେ ବିବେଚନା କରାଯାଏ ।

ଜୀବନୀ

ବାଲ୍ୟ ଜୀବନ

ସେକ୍ସପିଅରଙ୍କ ଜନ୍ମ ଆଭୋନ୍ ନଦୀ କୂଳରେ ଥିବା ଷ୍ଟ୍ରାର୍ଟଫୋଡ଼ ସହରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ଜନ ସେକ୍ସପିଅର ଓ ମାତାଙ୍କ ନାମ ମ୍ୟାରୀ ଆର୍ଡ଼େନ । ତାଙ୍କର ପ୍ରକୃତ ଜନ୍ମ ତିଥୀ ଯଦିଓ ଅଜଣା ତଥାପି ପାରମ୍ପରିକ ଭାବେ ଏହା ୨୩ ଅପ୍ରେଲରେ ପାଳନ କରାଯାଏ । ତାଙ୍କର ଶିକ୍ଷା ଷ୍ଟ୍ରାର୍ଟଫୋଡ଼ ସହରର ଏକ ସ୍କୁଲରେ ହୋଇଥିଲା । ୧୮ ବର୍ଷ ବୟସରେ ତାଙ୍କ ବିବାହ ୨୬ ବର୍ଷ ବୟସ୍କା ଆନ୍ନା ହାଥାୱେଙ୍କ ସହ ହୋଇଥିଲା । ତାଙ୍କର ଏକ କନ୍ୟା ଓ ଦୁଇଗୋଟି ଜାଆଁଳା ପୁତ୍ର ଜନ୍ମ ହୋଇଥିଲେ । ଏହାପରର ଜୀବନ ଲଣ୍ଡନରେ ଥିଏଟରରେ ତାଙ୍କ ଆବିର୍ଭାବ ପର୍ଯ୍ୟନ୍ତ ରହସ୍ୟାବୃତ୍ତ । ଅନେକ ଗୁଡ଼ିଏ କିମ୍ବଦନ୍ତୀ କେବଳ ତାଙ୍କର ଲଣ୍ଡନ ଯିବାର କାରଣ ଅନୁମାନ କରିଥାଏ ।

ବୃତ୍ତି ଓ କର୍ମମୟ ଜୀବନ

ଅନ୍ତିମ ଜୀବନ

ନାଟକ

କବିତା

ବିବାଦ

ଆହୁରି ଦେଖନ୍ତୁ

ଟୀକା

ଆଧାର

ବାହାର ଲିଙ୍କ

Tags:

ୱିଲିଅମ ସେକ୍ସପିଅର ଜୀବନୀୱିଲିଅମ ସେକ୍ସପିଅର ନାଟକୱିଲିଅମ ସେକ୍ସପିଅର କବିତାୱିଲିଅମ ସେକ୍ସପିଅର ବିବାଦୱିଲିଅମ ସେକ୍ସପିଅର ଆହୁରି ଦେଖନ୍ତୁୱିଲିଅମ ସେକ୍ସପିଅର ଟୀକାୱିଲିଅମ ସେକ୍ସପିଅର ଆଧାରୱିଲିଅମ ସେକ୍ସପିଅର ବାହାର ଲିଙ୍କୱିଲିଅମ ସେକ୍ସପିଅର

🔥 Trending searches on Wiki ଓଡ଼ିଆ:

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଜାପାନକେନ୍ଦୁଝର ଜିଲ୍ଲାଫତୁରାନନ୍ଦ୨୦୦୫ଉଚ୍ଚ ରକ୍ତଚାପଓଡ଼ିଶାର ଦୋଳଯାତ୍ରାମେକ୍ସିକୋପୂର୍ଣ୍ଣ ଚନ୍ଦ୍ର ସେଠୀଓଡ଼ିଆ କବି ମାନଙ୍କର ତାଲିକାବୀଣାପାଣି ମହାନ୍ତିସୁଭାଷ ଚନ୍ଦ୍ର ବୋଷପ୍ରଶାନ୍ତ ନନ୍ଦଅମୃତାୟନପୁରୁଣିWiki Foundationଅଚ୍ୟୁତାନନ୍ଦ ଦାସଏଲୋସରସକୃଷ୍ଣଡ୍ରିମ୍ ଗାର୍ଲସଂସଦୀୟ ଗଣତନ୍ତ୍ରପ୍ରାଣବନ୍ଧୁ କରଅଗଷ୍ଟନଗର କୀର୍ତ୍ତନଗ୍ରେଭସ ରୋଗରଘୁନାଥ ମୁର୍ମୁସୂଚନା ଅଧିକାର ଆଇନ ୨୦୦୫କାଳିନ୍ଦୀ ଚରଣ ପାଣିଗ୍ରାହୀ୧୪ ମାର୍ଚ୍ଚମନୋଜ ଦାସଓଡ଼ିଆ ଲିପିବିବାହଫକୀରପୁରକବିମାର୍କଣ୍ଡେୟ ପୁରାଣଛ ମାଣ ଆଠ ଗୁଣ୍ଠଗୋପବନ୍ଧୁ ଦାସନବ ଚରଣ ମାଝିଗୋଲୋକ ବିହାରୀ ଧଳଜହ୍ନମରାଠୀ ଭାଷାଅଷ୍ଟ୍ରେଲିଆଅର୍କ କେଶରୀ ଦେଓଭାରତୀୟ ସମ୍ବିଧାନଅରବିନ୍ଦ ମୁଦୁଲିମହାପାତ୍ର ନୀଳମଣି ସାହୁଅମ୍ଳାନ ଦାସଦାମୋଦର ରାଉତସିଲିଗୁଡ଼ିନିର୍ମାଲ୍ୟରାମାୟଣବ୍ରୋଙ୍କିଏକ୍ଟାସିସ୍ମେନିଞ୍ଜାଇଟିସ୍ସଚ୍ଚିଦାନନ୍ଦ ରାଉତରାୟପଖାଳଓଡ଼ିଆ ଚଉତିଶାପ୍ରଧାନ ପୃଷ୍ଠାବେଲ ପଣାଭାରତ ସରକାରରୁଦ୍ର ପାଣିଗ୍ରାହୀବିଶ୍ୱନାଥ କରପୁରାଣପାକସ୍ଥଳୀ କର୍କଟରାଶି ଓ ନକ୍ଷତ୍ରକାନ୍ଦଣା ଗୀତହରେ କୃଷ୍ଣବିଟକଏନଭୀମ ପୃଷ୍ଟିଓଡ଼ିଆ ରାମାୟଣ୧ ଜୁଲାଇ🡆 More