ୱାନ୍ ୱେ ଟ୍ରାଫିକ୍: ୨୦୧୪ର ଓଡ଼ିଆ କଥାଚିତ୍ର

ୱାନ୍ ୱେ ଟ୍ରାଫିକ୍, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀକାନ୍ତ ଗୌତମ । ସେହି ଏହି କଥାଚିତ୍ରଟିର ସଂଳାପ, କାହାଣୀ, ଚିତ୍ରନାଟ୍ୟ ଏବଂ ଗୀତ ରଚନା କରିଥିଲେ । ସୁରେଶ ପଟ୍ଟନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବ୍ରହ୍ମା କୁମ୍ଭାର ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । କୁମାର ବାପି, କ୍ରୀଷ୍ଣା ବେଉରା, ଦେବାନନ୍ଦ, ପଙ୍କଜ ଜାଲ, ଇରା ମହାନ୍ତି, ଅଭୟ ମୁଳିଆ, ଅସୀମା ପଣ୍ଡା, ଋତୁ ପାଠକ, ବିନୋଦ ରାଠୋଡ଼, ସଞ୍ଜୁ ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।

ୱାନ୍ ୱେ ଟ୍ରାଫିକ୍
ନିର୍ଦ୍ଦେଶକସୁରେଶ ପଟ୍ଟନାୟକ
ପ୍ରଯୋଜକଶ୍ରୀକାନ୍ତ ଗୌତମ
ସଂଳାପଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟଶ୍ରୀକାନ୍ତ ଗୌତମ
କାହାଣୀଶ୍ରୀକାନ୍ତ ଗୌତମ
କଳାକାରସମ୍ଭବ ମାନସିଂହ, ତପସ୍ୟା ତ୍ରିପାଠୀ, ଶ୍ରୀତମ ଦାସ, ମେଘନା ମିଶ୍ର, ଶ୍ରୀକାନ୍ତ ଗୌତମ, ଇଲୁ ବାନାର୍ଜୀ, ପୁଷ୍ପା ପଣ୍ଡା
ସଙ୍ଗୀତବ୍ରହ୍ମା କୁମ୍ଭାର
ଚିତ୍ରଗ୍ରହଣପ୍ରଫୁଲ୍ଲ ସାହୁ
ସମ୍ପାଦକସୁରେଶ ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୨ ଡିସେମ୍ବର ୨୦୧୪
ଦେଶୱାନ୍ ୱେ ଟ୍ରାଫିକ୍: ଅଭିନୟ, ଗୀତ ଏବଂ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ଭବ ମାନସିଂହ ଏବଂ ତପସ୍ୟା ତ୍ରିପାଠୀ । ଶ୍ରୀତମ ଦାସ, ମେଘନା ମିଶ୍ର, ଶ୍ରୀକାନ୍ତ ଗୌତମ, ଶଶାଙ୍କ ବାସୁ ମଲ୍ଲିକ, ଇଲୁ ବାନାର୍ଜୀ, ପୁଷ୍ପା ପଣ୍ଡା, ନନ୍‌ସେନ୍ସ ମଣି, ହର ରଥ, ପୁର୍ଣ୍ଣେନ୍ଦୁ ଲାଲ ଦତ୍ତ, ଅର୍ପଣ, ସୁଜିତ ପାଇକରାୟ, ଅଙ୍କିତା ଭୌମିକ, ଚନ୍ଦନ, ଦେବଦତ୍ତ ଜାନ୍, ସୋମ୍ୟ ମଲ୍ଲିକ, ଆଲୋକ ରାୟ, ପଙ୍କଜ, ସୋମ୍ୟ ଦାସ, ଦିପ୍ତି, ପ୍ରିୟା, ସ୍ମୃତି ମିଶ୍ର, ପ୍ରିୟା ନାୟକ, ମୀରା, ସସ୍ମିତା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ

  • ସମ୍ଭବ ମାନସିଂହ
  • ତପସ୍ୟା ତ୍ରିପାଠୀ
  • ଶ୍ରୀତମ ଦାସ
  • ମେଘନା ମିଶ୍ର
  • ଶ୍ରୀକାନ୍ତ ଗୌତମ
  • ଶଶାଙ୍କ ବାସୁ ମଲ୍ଲିକ
  • ଇଲୁ ବାନାର୍ଜୀ
  • ପୁଷ୍ପା ପଣ୍ଡା
  • ନନ୍‌ସେନ୍ସ ମଣି
  • ହର ରଥ
  • ପୁର୍ଣ୍ଣେନ୍ଦୁ ଲାଲ ଦତ୍ତ
  • ଅର୍ପଣ
  • ସୁଜିତ ପାଇକରାୟ
  • ଅଙ୍କିତା ଭୌମିକ
  • ଚନ୍ଦନ
  • ଦେବଦତ୍ତ ଜାନ୍
  • ସୋମ୍ୟ ମଲ୍ଲିକ
  • ଆଲୋକ ରାୟ
  • ପଙ୍କଜ
  • ସୋମ୍ୟ ଦାସ
  • ଦିପ୍ତି
  • ପ୍ରିୟା
  • ସ୍ମୃତି ମିଶ୍ର
  • ପ୍ରିୟା ନାୟକ
  • ମୀରା
  • ସସ୍ମିତା

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବ୍ରହ୍ମା କୁମ୍ଭାର । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, କ୍ରୀଷ୍ଣା ବେଉରା, ଦେବାନନ୍ଦ, ପଙ୍କଜ ଜାଲ, ଇରା ମହାନ୍ତି, ଅଭୟ ମୁଳିଆ, ଅସୀମା ପଣ୍ଡା, ଋତୁ ପାଠକ, ବିନୋଦ ରାଠୋଡ଼, ସଞ୍ଜୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ

କ୍ରମଗୀତସମୟ
1."ଜୀବନ ତ" 
2."କଟର କଟର କେଁ" 
3."ଲେମ୍ବୁ ଅତି ଚିପୁଡ଼ିଲେ ପିତା" 
4."ୱାନ୍ ୱେ ଟ୍ରାଫିକ୍" 
5."ଅଳ୍ପ ଆମ ଗଳ୍ପ" 

ଆଧାର

ବାହାର ଆଧାର

Tags:

ୱାନ୍ ୱେ ଟ୍ରାଫିକ୍ ଅଭିନୟୱାନ୍ ୱେ ଟ୍ରାଫିକ୍ ଗୀତ ଏବଂ ସଙ୍ଗୀତୱାନ୍ ୱେ ଟ୍ରାଫିକ୍ ଆଧାରୱାନ୍ ୱେ ଟ୍ରାଫିକ୍ ବାହାର ଆଧାରୱାନ୍ ୱେ ଟ୍ରାଫିକ୍ଶ୍ରୀକାନ୍ତ ଗୌତମ

🔥 Trending searches on Wiki ଓଡ଼ିଆ:

ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁନ୍ତଳା କୁମାରୀ ସାବତବିଜୁ ଜନତା ଦଳମଙ୍ଗଳ ପାଣ୍ଡେଦୁଃଖୀରାମ ସ୍ୱାଇଁ୧୫୭୨ଶିବଫେସବୁକ ମେସେଞ୍ଜରଚିନ୍ତାମଣି ବେହେରାନୋଟା (ଭାରତ)ରଥଯାତ୍ରାବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟଜୀବ ବିଜ୍ଞାନଭୁବନେଶ୍ୱରବୀର ସୁରେନ୍ଦ୍ର ସାଏଭଗବତୀ ଚରଣ ପାଣିଗ୍ରାହୀପୋଙ୍ଗଲଗଣନ ସଂଖ୍ୟାଇରା ମହାନ୍ତିଚିତ୍ତରଞ୍ଜନ ଦାସଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଓଡ଼ିଆ କାବ୍ୟ କବିତାବଲାଙ୍ଗୀରଇସଲାମ ଧର୍ମଓଡ଼ିଆ ନାଟକଉତ୍କଳ ସମ୍ମିଳନୀବାଲେଶ୍ୱର ଜିଲ୍ଲାବ୍ରହ୍ମୋତ୍ରୀ ମହାନ୍ତିଗଣ୍ଡାଓଡ଼ିଶା ସରକାରମୋହନ ଭୋଗତପସ୍ୱିନୀସୁଭାଷ ଶତପଥୀଆଲେକ୍‌ଜାଣ୍ଡର୍ ମହାନଦ୍ରାଘିମାଜ୍ଞାନକୋଷ୧୯୮୯ଆହେ ଦୟାମୟ ବିଶ୍ୱ ବିହାରୀଭୂଗୋଳରବି ସିଂଜଗନ୍ନାଥ ମନ୍ଦିରବିରଜା ମନ୍ଦିରଉପେନ୍ଦ୍ର ଭଞ୍ଜବିଜ୍ଞାନମଙ୍ଗଳମାଳତୀ ଚୌଧୁରୀଶୀତଳ ଷଷ୍ଠୀ ଯାତ୍ରାପୌଷସାରଳା ମହାଭାରତମହାତ୍ମା ଗାନ୍ଧୀଇମେଲଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଗୌରୀଶଙ୍କର ରାୟଓଡ଼ିଶାର ଭୂଗୋଳଇଂଲଣ୍ଡ୨୧ବୀଜାଣୁଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିପଖାଳ ଦିବସବନ୍ଦେ ଉତ୍କଳ ଜନନୀ୨୫ ନଭେମ୍ବରପଇସାଗୁଗଲସାତକଡ଼ି ହୋତା୨ ଜୁନ🡆 More