୮ ଅକ୍ଟୋବର: ତାରିଖ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ଅକ୍ଟୋବର ବର୍ଷର ୨୮୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୪ ଦିନ ବାକି ଅଛି ।

୧୦ ୧୧ ୧୨
୧୩ ୧୪ ୧୫ ୧୬ ୧୭ ୧୮ ୧୯
୨୦ ୨୧ ୨୨ ୨୩ ୨୪ ୨୫ ୨୬
୨୭ ୨୮ ୨୯ ୩୦ ୩୧  
  ୨୦୨୩ (ରବିବାର)
  ୨୦୨୨ (ଶନିବାର)
  ୨୦୨୧ (ଶୁକ୍ରବାର)
  ୨୦୨୦ (ଗୁରୁବାର)
  ୨୦୧୯ (ମଙ୍ଗଳବାର)
  ୨୦୧୮ (ସୋମବାର)
  ୨୦୧୭ (ରବିବାର)
  ୨୦୧୬ (ଶନିବାର)
  ୨୦୧୫ (ଗୁରୁବାର)
  ୨୦୧୪ (ବୁଧବାର)

ଘଟଣାବଳୀ

  • ୧୮୧୮ : ଦୁଇଜଣ ବ୍ରିଟିଶ୍ ବକ୍ସିଂ ଖେଳାଳୀ ପ୍ରଥମ ଥର ପାଇଁ ଗ୍ଲୋବସ୍ ବ୍ୟବହାର କଲେ ।
  • ୧୮୬୫ : ସାନ୍ତାକୃଜ୍ ପର୍ବତରେ ଭୂମିକମ୍ପ ଯୋଗୁଁ ଧ୍ୱସ୍ତବିଧ୍ୱସ୍ତ ।
  • ୧୮୭୩ : ଅାମେରିକାରେ ନିର୍ମିତ ହେଲା ପ୍ରଥମ ମହିଳା କାରାଗାର ।
  • ୧୯୨୮ : ଅମେରିକାରେ ପୂର୍ବବିଭାଗ ଫୁଟବଲ୍ ଦଳ ପ୍ରତିଷ୍ଠା ।
  • ୧୯୩୨ : ଭାରତରେ ବାୟୁସେନା ବିଭାଗ ପ୍ରତିଷ୍ଠା ।
  • ୧୯୫୫ : ବିଶ୍ୱର ସର୍ବାଧିକ କ୍ଷମତାସମ୍ପନ୍ନ ବିମାନ 'ସାରାଗୋଟା'ର ଯାତ୍ରା ଆରମ୍ଭ ।
  • ୧୯୬୨ : ଆଲଜେରିଆ ଜାତିସଂଘରେ ଯୋଗ ଦେଲା ।
  • ୧୯୮୦ : ଋଷ୍-ସିରିୟା ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ।
  • ୧୯୮୨ : ପୋଲାଣ୍ଡ ୬ଟି ରାଷ୍ଟ୍ର ସହ ବ୍ୟବସାୟିକ ସମ୍ପର୍କ ଛିନ୍ନ କଲା ।
  • ୨୦୦୫ : କାଶ୍ମୀର ଭୂମିକମ୍ପରେ ହଜାର ହଜାର ଲୋକ ମୃତ ।
  • ୨୦୧୪ : ଜାପାନର ଇସାମୁ ଓକାସାକି ଓ ହିରୋସି ଓମାନୋ ଏବଂ ଅମେରିକୀୟ ବୈଜ୍ଞାନିକ ସୁଜି ନକାମୁରାଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏଲ୍‌ଇଡି ଲାଇଟ୍ ଅବିଷ୍କାର ପାଇଁ ନୋବେଲ ପୁରସ୍କାର ।

ଜନ୍ମ

ଦେହାନ୍ତ

ପର୍ବପର୍ବାଣି

ବାହାର ଲିଙ୍କ

Tags:

୮ ଅକ୍ଟୋବର ଘଟଣାବଳୀ୮ ଅକ୍ଟୋବର ଜନ୍ମ୮ ଅକ୍ଟୋବର ଦେହାନ୍ତ୮ ଅକ୍ଟୋବର ପର୍ବପର୍ବାଣି୮ ଅକ୍ଟୋବର ବାହାର ଲିଙ୍କ୮ ଅକ୍ଟୋବରଗ୍ରେଗୋରୀ ପାଞ୍ଜି

🔥 Trending searches on Wiki ଓଡ଼ିଆ:

ଦାଶରଥି ଦାସକାଳୀଚରଣ ପଟ୍ଟନାୟକଇସଲାମ ଧର୍ମଓଡ଼ିଶାର ଦଶହରାଖୋର୍ଦ୍ଧାଓ ଅନ୍ଧଗଳିସରଳା ଦେବୀସୀତାକାନ୍ତ ମହାପାତ୍ରମନୋଜ ଦାସଓଡ଼ିଆ ସାହିତ୍ୟସଂଗୀତଏକାଦଶୀଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜକମଳା ଦାସରାଜ୍ୟ ସଭାଓଡ଼ିଶାର ସଂସ୍କୃତିଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁରେନ୍ଦ୍ର ମହାନ୍ତିଲାଟିନ ଭାଷାରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୋଫିଆ ଆଲାମଖୋର୍ଦ୍ଧା ଜିଲ୍ଲାInotuzumab ozogamicinପ୍ରସନ୍ନ କୁମାର ଦାସଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାନବଯୌବନ ବେଶଚିତ୍ତରଞ୍ଜନ ଦାସଶ୍ରୀତମ ଦାସୟାଓଇସାରଦା ପ୍ରସାଦ ମିଶ୍ରପ୍ରସନ୍ନ ଦାସ (ବହୁବିକଳ୍ପ)ମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଶୋକ ସମ୍ରାଟପୁନର୍ମିଳନଇନ୍‌ଫ୍ଲୁଏଞ୍ଜାଜୟୀରାମ ସାମଲସ୍ତନ୍ୟପାନଆହାର ଯୋଜନାଇଣ୍ଡୋନେସିଆଜାଭା (ପ୍ରୋଗ୍ରାମିଂ ଭାଷା)ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନୀଳକଣ୍ଠ ଦାସରଜଚଳନ୍ତି ଠାକୁରନବୀନ ପଟ୍ଟନାୟକଏ. ପି. ଜେ. ଅବଦୁଲ କଲାମଦୁର୍ଗାମାଳତୀ ଚୌଧୁରୀସଉରାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକବିସୂର୍ଯ୍ୟ ବଳଦେବ ରଥଯୌଥ ପରିବାରଇରା ମହାନ୍ତିକଲେରା୨ (ସଂଖ୍ୟା)ସାଲବେଗପଠାଣି ସାମନ୍ତଗଇଁଠାବୌଦ୍ଧ ଧର୍ମଶବ୍ଦ (ଧ୍ୱନି)ଦକ୍ଷିଣ କୋରିଆଇନକ୍ଲିସିରାନଚିଲିକା ହ୍ରଦଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଆଲାନ ଟ୍ୟୁରିଙ୍ଗରୋହିତ ପୂଜାରୀଗୌତମ ବୁଦ୍ଧଯକ୍ଷ୍ମା🡆 More