୪ ଫେବୃଆରୀ: ତାରିଖ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୪ ଫେବୃଆରୀ ବର୍ଷର ୩୫ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୦ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୧ ଦିନ ) ।

୧୦
୧୧ ୧୨ ୧୩ ୧୪ ୧୫ ୧୬ ୧୭
୧୮ ୧୯ ୨୦ ୨୧ ୨୨ ୨୩ ୨୪
୨୫ ୨୬ ୨୭ ୨୮ ୨୯
  ୨୦୨୪ (ରବିବାର)
  ୨୦୨୩ (ଶନିବାର)
  ୨୦୨୨ (ଶୁକ୍ରବାର)
  ୨୦୨୧ (ଗୁରୁବାର)
  ୨୦୨୦ (ମଙ୍ଗଳବାର)
  ୨୦୧୯ (ସୋମବାର)
  ୨୦୧୮ (ରବିବାର)
  ୨୦୧୭ (ଶନିବାର)
  ୨୦୧୬ (ଗୁରୁବାର)
  ୨୦୧୫ (ବୁଧବାର)

ଘଟଣାବଳୀ

  • ୧୮୪୭ : ପ୍ରଥମ ଆମେରିକୀୟ ଟେଲିଗ୍ରାଫ କମ୍ପାନୀ ମେରିଲାଣ୍ଡରେ ସ୍ଥାପିତ।
  • ୧୮୯୯ : ଫିଲିପାଇନ୍ସ-ଆମେରିକା ମଧ୍ୟରେ ଯୁଦ୍ଧ ଆରମ୍ଭ।
  • ୧୯୨୦ : ପ୍ରଥମ ଥର ଲଣ୍ଡନରୁ ଦକ୍ଷିଣ ଆଫ୍ରିକା ବିମାନ ଉଡାଣ ଆରମ୍ଭ।
  • ୧୮୪୮ : ଶ୍ରୀଲଙ୍କା ସ୍ୱାଧୀନ ହେଲା।
  • ୧୯୧୬ : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା
  • ୧୯୯୫ : ଜିମ୍ବାୱେ ପ୍ରଥମଥର ଟେଷ୍ଟ କ୍ରିକେଟରେ ବିଜୟ ଲାଭ କଲା।
  • ୨୦୧୪ : ସ୍କଟଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନ ସମ୍ମତ।

ଜନ୍ମ

ମୃତ୍ୟୁ

  • ୧୯୩୪: ମଧୁସୂଦନ ଦାସ, କବି, ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା (ଜନ୍ମ: ୨୮ ଅପ୍ରେଲ ୧୮୪୮)
  • ୧୮୭୪ : ସତ୍ୟେନ୍ଦ୍ର ନାଥ ବୋଷ, ଭାରତୀୟ ପଦାର୍ଥ ବିଜ୍ଞାନୀ (ଜନ୍ମ : ୧ ଜାନୁଆରୀ ୧୮୯୪)

ପର୍ବପର୍ବାଣି

ବାହାର ଲିଙ୍କ

Tags:

୪ ଫେବୃଆରୀ ଘଟଣାବଳୀ୪ ଫେବୃଆରୀ ଜନ୍ମ୪ ଫେବୃଆରୀ ମୃତ୍ୟୁ୪ ଫେବୃଆରୀ ପର୍ବପର୍ବାଣି୪ ଫେବୃଆରୀ ବାହାର ଲିଙ୍କ୪ ଫେବୃଆରୀଗ୍ରେଗୋରୀ ପାଞ୍ଜି

🔥 Trending searches on Wiki ଓଡ଼ିଆ:

ଜ୍ୟୈଷ୍ଠଅମରପୋଇଲଣ୍ଡନଓଡ଼ିଶାପ୍ରାଣବନ୍ଧୁ କରଅଷ୍ଟ୍ରେଲିଆବଡ଼ଦିନରେଭେନ୍‌ସା କଲିଜିଏଟ ସ୍କୁଲବଣ୍ଡ (ଅର୍ଥ)୨୪ ଅପ୍ରେଲରାଜ୍ୟ ସଭାରାଉରକେଲାଭାରତୀୟ ଜାତୀୟ କଂଗ୍ରେସବିଜୟ କୁମାର ପ୍ରଧାନଗଣନ ସଂଖ୍ୟାଧରିତ୍ରୀଆଶ୍ୱିନଆଜରବାଇଜାନକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତ ସରକାରମହାଦେଶସୌର ଜଗତକାଳୀଚରଣ ପଟ୍ଟନାୟକ୨୫ ନଭେମ୍ବରଏମିତି ଭାଇ ଜଗତେ ନାହିଁବିବାହAnifrolumab୧୩ ଅପ୍ରେଲଭଗବତୀ ଚରଣ ପାଣିଗ୍ରାହୀରାମଚନ୍ଦ୍ର ବେହେରାବନ୍ଦେ ଉତ୍କଳ ଜନନୀମୟୂରଭଞ୍ଜ ଜିଲ୍ଲାଜ୍ଞାନପୀଠ ପୁରସ୍କାରରାମକୃଷ୍ଣ ନନ୍ଦଶନିଦ୍ରୌପଦୀ ମୁର୍ମୁବି. ଆର. ଆମ୍ବେଦକରଓଡ଼ିଶାର ଭୂଗୋଳରମାଦେବୀ ଚୌଧୁରୀସୁନନ୍ଦା ଦାସଆହେ ଦୟାମୟ ବିଶ୍ୱ ବିହାରୀ୧୧ ଅପ୍ରେଲ୧୮୬୬ଭୀମ ଭୋଇଡାଉନ ସିଣ୍ଡ୍ରୋମଅନ୍ତରା ଚକ୍ରବର୍ତ୍ତୀଫକୀର ମୋହନ ସେନାପତିରାଜକିଶୋର ରାୟଦୀନନାଥ ପାଠୀଗ୍ରହଜର୍ମାନୀଗୋପବନ୍ଧୁ ଦାସଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରାଜ୍ୟବୌଦ୍ଧ ଧର୍ମକଳିଙ୍ଗ ଯୁଦ୍ଧମଧୁସୂଦନ ଦାସବୌଦ୍ଧ ଜିଲ୍ଲାଭୁବନେଶ୍ୱର ରେଳ ଷ୍ଟେସନଚାନ୍ଦବାଲିଭୁବନେଶ୍ୱରଜୀବ ବିଜ୍ଞାନଚନ୍ଦ୍ରମଇଭାରତୀୟ ମୁଦ୍ରାଭୂମିକମ୍ପଶିବଇଟାଲୀ🡆 More