୧୭ ଜୁନ: ତାରିଖ

୧୦ ୧୧ ୧୨ ୧୩ ୧୪ ୧୫
୧୬ ୧୭ ୧୮ ୧୯ ୨୦ ୨୧ ୨୨
୨୩ ୨୪ ୨୫ ୨୬ ୨୭ ୨୮ ୨୯
୩୦  

  ୨୦୨୩ (ଶନିବାର)
  ୨୦୨୨ (ଶୁକ୍ରବାର)
  ୨୦୨୧ (ଗୁରୁବାର)
  ୨୦୨୦ (ବୁଧବାର)
  ୨୦୧୯ (ସୋମବାର)
  ୨୦୧୮ (ରବିବାର)
  ୨୦୧୭ (ଶନିବାର)
  ୨୦୧୬ (ଶୁକ୍ରବାର)
  ୨୦୧୫ (ବୁଧବାର)
  ୨୦୧୪ (ମଙ୍ଗଳବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୭ ଜୁନ ବର୍ଷର ୧୬୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୬୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୯୭ ଦିନ ବାକି ଅଛି ।

ଘଟଣାବଳୀ

  • ୧୭୭୫- ବଂକର ହିଲର ଯୁଦ୍ଧରେ ବ୍ରିଟିସ ସେନା ଆମେରିକାର ମହାଦ୍ୱୀପୀୟ ସେନାକୁ ପରାଜିତ କଲା କିନ୍ତୁ ତାକୁ ଏହି ଯୁଦ୍ଧରେ ଭାରୀ କ୍ଷତି ଉଠେଇବା ପଡ଼ିଥିଲା । ମହାଦ୍ୱୀପୀୟ ସେନା ଶିଘ୍ରାତୀ ଶିଘ୍ର ନିଜକୁ ପୁନର୍ସଂଯୋଜିତ କରି ନେଲା ଏବଂ ଆମେରିକାର ସ୍ୱାଧୀନତା ସଂଗ୍ରାମ ଜାରୀ ରହିଲା ।
  • ୧୮୮୫- ଷ୍ଟେଚ୍ୟୁ ଅଫ ଲିବର୍ଟୀ ଫ୍ରାନ୍ସରୁ ଯୁକ୍ତରାଷ୍ଟ୍ର ଆମେରିକା ଜଳପଥ ଯୋଗେ ନ୍ୟୁୟର୍କ ବନ୍ଦରରେ ଆସି ପହଁଚିଲା ।
  • ୧୯୩୮- ଜାପାନ , ଚୀନ ବିରୋଧରେ ଯୁଦ୍ଧ ଘୋଷଣା କଲା ।
  • ୧୯୪୪- ଆଇସଲୈଂଡକୁ ଡେନମାର୍କଠାରୁ ସ୍ୱଧୀନତତା ମିଳିଲା ।
  • ଜର୍ମନୀ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସମର୍ପଣ କଲା ।
  • ୨୦୧୨- ମିଶରର ଇତିହାସରେ ପ୍ରଥମ ଥର ରାଷ୍ଟ୍ରପତିପଦ ପାଇଁ ସାଧାରଣ ନିର୍ବାଚନ ହେଲା ।
  • ଚୀନର " ଶନଚୋ-୯" ଅଂତରିକ୍ଷ ଯାନ ପ୍ରକ୍ଷେପିତ କରାଯିବାପରେ ନିଶ୍ଚିତ କକ୍ଷାରେ ପହଁଚିବାରେ ସଫଳ ହେଲା ।

ଜନ୍ମ

  • ୧୯୭୩- ଲିଏଣ୍ଡର ପେସ- ଭାରତୀୟ ସର୍ବଶ୍ରେଷ୍ଠ ଟେନିସ ଖେଳାଳୀ
  • ୧୯୮୦- ଭେନସ ୱିଲିୟମ୍ସ୍- ସର୍ବଶ୍ରେଷ୍ଠ ଅମେରିକୀୟ ମହିଳା ଟେନିସ ଖେଳାଳୀ
  • ୧୯୮୧- ଅମୃତା ରାଓ, ହିନ୍ଦୀ କଥାଚିତ୍ର ଅଭିନେତ୍ରୀ

ମୃତ୍ୟୁ

  • ୧୬୩୨- ମୁମତାଜ ମହଲ, ମୁଗଲ ବାଦଶାହ ଶାହଜହାଁ ଙ୍କର ପତ୍ନୀ
  • ୧୮୫୮- ରାଣୀ ଲକ୍ଷ୍ମୀ ବାଈ, ୧୮୫୭ରେ ଘଟିତ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ନାୟିକା ଝାଁସୀ ରାଜ୍ୟର ରାଣୀ
  • ୧୯୯୦- ଜ୍ଞାନୀନ୍ଦ୍ର ବର୍ମା, ଅନୁବାଦକ (ଜନ୍ମ: ୧୯୧୬)

ପର୍ବପର୍ବାଣି

ବାହାର ଲିଙ୍କ

Tags:

୧୭ ଜୁନ ଘଟଣାବଳୀ୧୭ ଜୁନ ଜନ୍ମ୧୭ ଜୁନ ମୃତ୍ୟୁ୧୭ ଜୁନ ପର୍ବପର୍ବାଣି୧୭ ଜୁନ ବାହାର ଲିଙ୍କ୧୭ ଜୁନ

🔥 Trending searches on Wiki ଓଡ଼ିଆ:

ପ୍ରାଣବନ୍ଧୁ କରନବୀନ ପଟ୍ଟନାୟକୟୁ ଟ୍ୟୁବରାବଣଜୟୀ ରାଜଗୁରୁ୫ ଜୁନଡଙ୍ଗାଦିଗରାଜ ବ୍ରହ୍ମାନିତ୍ୟାନନ୍ଦ ଶତପଥୀକଟକଗୋଦାବରୀଶ ମିଶ୍ରଜଳ ପ୍ରଦୂଷଣଓଡ଼ିଶା ଉଚ୍ଚ ନ୍ୟାୟାଳୟମୁଁ ରାଜା ତୁ ରାଣୀରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଇନ୍‌ଫ୍ଲୁଏଞ୍ଜାନବକୃଷ୍ଣ ଚୌଧୁରୀନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଚାରି ଧାମଜାପାନୀ ଭାଷାଲାଟିନ ଭାଷାକଳାହାଣ୍ଡି ଜିଲ୍ଲାସାଧୁ ମେହେରଘଟଗାଁଗୋପୀନାଥ ମହାନ୍ତିଓଡ଼ିଆ କଥାଚିତ୍ର ଜଗତଓଡ଼ିଶାଭଦ୍ରକ ଜିଲ୍ଲାସାରଳା ଦାସଅଂଶୁଘାତନବମୀସିଦ୍ଧାନ୍ତ ମହାପାତ୍ରସୁରମା ପାଢ଼ୀନୂଆ ଦିଲ୍ଲୀପୁରୀଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାପିପିଲିଉପେନ୍ଦ୍ର ଭଞ୍ଜବେଦପ୍ରତିଭା ରାୟନଟବର ଶତପଥୀଭୂମିକମ୍ପରାମଶଙ୍କର ରାୟଏକାଦଶୀସୁଭାଷ ଚନ୍ଦ୍ର ବୋଷଚାନ୍ଦିପୁରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଋଷିଆଭଗବତୀ ଦେଉଳପ୍ରସନ୍ନ କୁମାର ଦାସକରଣ (ଜାତି)ରବୀନ୍ଦ୍ରନାଥ ଠାକୁରସୀତା ବିବାହଦିଲୀପ ତିର୍କୀସାଇ ଭୋସଲେଜୟ ଶ୍ରୀରାମସ୍ୱୋର୍ଡ ମାଛନବଯୌବନ ବେଶମନୋରଞ୍ଜନ ଦାସବିବାହଭଗବତ ଗୀତା୧୬ ମଇବାଳୁଙ୍ଗା ଟୋକାଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଟକ ଜିଲ୍ଲା🡆 More