୧୦ମ ଲୋକ ସଭା

ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୦ମ ଲୋକ ସଭାପାଇଁ ୧୯୯୧ ମସିହାରେ ସାଧାରଣ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ସଭାର କାର୍ଯ୍ୟକାଳ ଥିଲା ୨୦ ଜୁନ ୧୯୯୧ରୁ ୧୦ ମଇ ୧୯୯୬ । ଏହି ଲୋକ ସଭା ପାଇଁ ୧୯୯୧ ମସିହାରେ ମଇ-ଜୁନ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୯୧ର ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୪ ଜଣ ସଦସ୍ୟ ଲୋକ ସଭାକୁ ମନୋନୀତ ହୋଇଥିଲେ ।

ଏହି ଲୋକ ସଭାରେ କଂଗ୍ରେସ ଦଳ ସମୁଦାୟ ୨୪୭ଟି ଆସନ ଗ୍ରହଣ କରିଥିଲା, ଯାହାକି ପୂର୍ବ ଲୋକ ସଭା ଅର୍ଥାତ ୯ମ ଲୋକ ସଭାଠାରୁ ୪୭ଟି ଆସନ ଅଧିକ ଥିଲା । ଏହି ନିର୍ବାଚନ ପରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ପି. ଭି. ନରସିଂହ ରାଓ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । ତାଙ୍କର କାର୍ଯ୍ୟକାଳ ଥିଲା ୨୧ ଜୁନ ୧୯୯୧ରୁ ୧୬ ମଇ ୧୯୯୬ । ଏହାପରେ ୧୧ଶ ଲୋକ ସଭା ୧୯୯୬ ମସିହା ସାଧାରଣ ନିର୍ବାଚନ ପରେ ୧୫ ମଇ ୧୯୯୬ରେ ଗଠିତ ହୋଇଥିଲା ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

  • ବାଚସ୍ପତି:
    • ଶିବରାଜ ପାଟିଲ (୧୦ ଜୁଲାଇ ୧୯୯୧ରୁ ୨୨ ମଇ ୧୯୯୬)
  • ଉପ-ବାଚସ୍ପତି:
    • ଏସ୍. ମଲ୍ଲିକାର୍ଜୁନାୟ (୧୩ ଅଗଷ୍ଟ ୧୯୯୧ରୁ ୧୦ ମଇ ୧୯୯୬)
  • ମହା ସଚିବ
    • କେ ସି ରସ୍ତୋଗି (୨୦ ଜୁନ ୧୯୯୧ରୁ ୩୧ ଡିସେମ୍ବର ୧୯୯୧)
    • ସି କେ ଜୈନ (୧ ଜାନୁଆରୀ ୧୯୯୨ରୁ ୩୧ ମଇ ୧୯୯୪)
    • ଆର୍. ସି. ଭରଦ୍ୱାଜ (୩୧ ମଇ ୧୯୯୪ରୁ ୩୧ ଡିସେମ୍ବର ୧୯୯୫)
    • ଏସz. ଏନ୍. ମିଶ୍ର (୧ ଜାନୁଆରୀ ୧୯୯୬ରୁ ୧୦ ମଇ ୧୯୯୬)

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ

ବିଭିନ୍ନ ରାଜନୈତିକ ଦଳରୁ ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-

S.No. Party Name Number of MPs
ଭାରତୀୟ ଜାତୀୟ କଂଗ୍ରେସ ୨୫୨
ଭାରତୀୟ ଜନତା ପାର୍ଟି ୧୨୧
ଜନତା ଦଳ ୬୩
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ୩୬
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୧୪
ଏ.ଆଇ.ଏ ଡି.ଏମ୍.କେ ୧୨
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା
ତେଲୁଗୁ ଦେଶମ୍ ପାର୍ଟି
ଟି.ଡି.(ଭି)
୧୦ ଆର୍.ଏସ୍.ପି
୧୧ ଜନତା ଦଳ
୧୨ ଶିବ ସେନା
୧୩ ବହୁଜନ ସମାଜ ପାର୍ଟି
୧୪ ଫରୱାର୍ଡ଼ ବ୍ଳକ (ମାର୍କ୍ସବାଦୀ)
୧୫ ନୋମିନେଟେଡ୍
୧୬ ସର୍ବଭାରତୀୟ ମୁସଲମାନ ଦଳ
୧୭ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ
୧୮ ଏଆଇଏମ୍ଆଇଏମ୍
୧୯ ଅସାମ ଗଣ-ପରିଷଦ
୨୦ ସିପିଆ (ଏମ୍ ଲ୍)
୨୧ ସାସିଆଲିଷ୍ଟ ଜାତୀୟ କଂଗ୍ରେସ
୨୨ କଂଗ୍ରେସ
୨୩ ହରିଆଣା ବିକାଶ ଦଳ
୨୪ ସ୍ୱାଧୀନ
୨୫ କେରଳ କଂଗ୍ରେସ
୨୬ ମଣିପୁର ପିପୁଲ୍‌ସ୍ ପାର୍ଟି
୨୭ (ଏନ୍.ପି.ସି.)
୨୮ ସମତ ଦଳ
୨୯ ସିକ୍କିମ ସଂଗ୍ରାମ ପରିଷଦ

ଆଧାର

ବାହାର ଆଧାର

Tags:

୧୦ମ ଲୋକ ସଭା ଗୁରୁତ୍ୱପୂର୍ଣ୍ଣ ସଦସ୍ୟ୧୦ମ ଲୋକ ସଭା ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ୧୦ମ ଲୋକ ସଭା ଆଧାର୧୦ମ ଲୋକ ସଭା ବାହାର ଆଧାର୧୦ମ ଲୋକ ସଭାରାଜ୍ୟ ସଭାଲୋକ ସଭା

🔥 Trending searches on Wiki ଓଡ଼ିଆ:

ଟୁଇଟରସୀତାକଳାପାହାଡ଼ରଥଗୋଦାବରୀଶ ମିଶ୍ରଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଧଜ୍ଞାନପୀଠ ପୁରସ୍କାରସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତର ଜାତୀୟ ପତାକାବିଶ୍ୱନାଥ କରଆହାର ଯୋଜନାଇସଲାମ ଧର୍ମରାଜ ଯୋଗଇରା ମହାନ୍ତିରାମ ନବମୀଓ ଅନ୍ଧଗଳିବଲାଙ୍ଗୀର ଜିଲ୍ଲାବୈକୁଣ୍ଠନାଥ ପଟ୍ଟନାୟକମନୋରଞ୍ଜନ ଦାସଭକ୍ତ ଚରଣ ଦାସବିବାହମିଳିତ ଜାତିସଂଘବ୍ରତକବିସୂର୍ଯ୍ୟ ବଳଦେବ ରଥଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓସେବିମହାପାତ୍ର ନୀଳମଣି ସାହୁଗୋଲୋକ ବିହାରୀ ଧଳସୁନାଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସକରଣ (ଜାତି)୧୨ ଅପ୍ରେଲଭୂମିକମ୍ପକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଳ ପ୍ରଦୂଷଣଗଇଁଠାଶ୍ରୀଜଙ୍ଗରାସାୟନିକ ମୌଳିକଭାରତୀୟ ଜାତୀୟ କଂଗ୍ରେସଆଚାର୍ଯ୍ୟ ହରିହରବିଭୂତି ପଟ୍ଟନାୟକସିଦ୍ଧାନ୍ତ ମହାପାତ୍ରପ୍ରାଚୀ ନଦୀତାରିଣୀ ମନ୍ଦିର, ଘଟଗାଁଅନନ୍ତ ପଟ୍ଟନାୟକମାଣବସା ଗୁରୁବାରଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାଗଜାନନ ବେଶସୁଧାକର ନନ୍ଦସାଇ ଭୋସଲେବନ୍ଦେ ଉତ୍କଳ ଜନନୀଗାୟତ୍ରୀବାଳା ପଣ୍ଡାହିନ୍ଦୁ ଧର୍ମଗୋପାଳ ଚନ୍ଦ୍ର ପ୍ରହରାଜବିଧାନ ସଭା ସଭ୍ୟପଥ ଓ ପୃଥିବୀଭୁବନେଶ୍ୱରଧର୍ମଲିନକ୍ସ ବଣ୍ଟନଇଣ୍ଡୋନେସିଆଦିଲୀପ ତିର୍କୀ୩ (ସଂଖ୍ୟା)ବି. ଆର. ଆମ୍ବେଦକରବଳରାମ ଦାସ🡆 More