୧ମ ଲୋକ ସଭା: ଭାରତ ସଂସଦର ପ୍ରଥମ ନିମ୍ନ ଗୃହ |

ପ୍ରଥମ ଲୋକ ସଭା ୧୭ ଅପ୍ରେଲ ୧୯୫୨ରେ ଗଠିତ ହୋଇଥିଲା । ଏହି ଲୋକ ସଭା ଭାରତର ୧୯୫୧ର ସାଧାରଣ ନିର୍ବାଚନ ପରେ ଗଢ଼ା ଯାଇଥିଲା ଏବଂ ୫ବର୍ଷ ଧରି ରହିବାପରେ ୪ ଅପ୍ରେଲ ୧୯୫୭ରେ ଏହାର କାର୍ଯ୍ୟକାଳ ସମାପ୍ତ ହୋଇଥିଲା ।

ଲୋକ ସଭାର କାର୍ଯ୍ୟକର୍ତ୍ତା

ଭାରତୀୟ ସମ୍ବିଧାନର ୯୩ତମ ପ୍ରସଙ୍ଗ ଅନୁସାରେ ଲୋକ ସଭାରେ ନିର୍ବାଚିତ ଏବଂ ମନୋନୀତ କାର୍ଯ୍ୟକର୍ତ୍ତା ରହିବା ଅନିର୍ବାଯ୍ୟ । ନିର୍ବାଚିତ ସଭ୍ୟମାନେ ହେଲେ ବାଚସ୍ପତି, ଉପ-ବାଚସ୍ପତି ଏବଂ ମନୋନୀତ କାର୍ଯ୍ୟକର୍ତ୍ତାମାନେ ହେଲେ ସଚିବଗଣ । ନିମ୍ନରେ ୧ମ ଲୋକ ସଭାର କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଭ୍ୟଙ୍କର ତାଲିକା ଦର୍ଶାଯାଇଛି ।

କ୍ରମିକ ସଂଖ୍ୟା Position Name From To Days in office
ବାଚସ୍ପତି ଗଣେଶ ବାସୁଦେବ ମାବଲଙ୍କର

ଏମ୍. ଏ. ଅୟାଙ୍ଗର

୮ ମଇ ୧୯୫୨

୮ ମାର୍ଚ୍ଚ ୧୯୫୬

୨୭ ଫେବୃଆରୀ ୧୯୫୬

୧୦ ମଇ ୧୯୫୭

୧,୩୯୦

୪୨୮

ଉପ-ବାଚସ୍ପତି ଏମ୍. ଏ. ଅୟାଙ୍ଗର

ସରଦାର ହୁକୁମ ସିଂହ

୩୦ ମଇ ୧୯୫୨

୨୦ ମାର୍ଚ୍ଚ ୧୯୫୬

୭ ମଇ ୧୯୫୬

୪ ଅପ୍ରେଲ ୧୯୫୭

୧,୩୭୭

୩୮୦

ମହା ସଚିତ ଏମ୍. ଏନ୍. କୌଲ ୧୭ ଅପ୍ରେଲ ୧୯୫୨ ୪ ଅପ୍ରେଲ ୧୯୫୭ ୧,୮୧୩
ଲୋକ ସଭାର ମୁଖ୍ୟ ଜବାହାରଲାଲ ନେହେରୁ ୧୭ ଅପ୍ରେଲ ୧୯୫୨ ୪ ଅପ୍ରେଲ ୧୯୫୭ ୧,୮୧୩
ବିରୋଧୀ ଦଳର ନେତା (ଘୋଷଣା ହୋଇନଥିଲା) ଏ କେ ଗୋପାଳନ୍ ୧୭ ଅପ୍ରେଲ ୧୯୫୨ ୪ ଅପ୍ରେଲ ୧୯୫୭ ୧,୮୧୩

ବିରୋଧୀ ଦଳ ନେତା ପଦବୀ ୧୯୭୭ ମସିହାରେ ପାରିତ ହେଲା ଏବଂ ଏହି ପଦରେ ଥିବା ସଦସ୍ୟଙ୍କୁ ଦରମା ମଧ୍ୟ ପ୍ରଦାନ କରାଗଲା ।

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଲିପିଶାନ୍ତନୁ କୁମାର ଆଚାର୍ଯ୍ୟଔଷଧୀୟ ଗଛଲତାମାନଙ୍କର ତାଲିକା୨୯ ଅପ୍ରେଲଦାସକାଠିଆବି. ଆର. ଆମ୍ବେଦକରରାସାୟନିକ ମୌଳିକକଲମ୍ବିଆକୃଷ୍ଣମ୍ୟାଲେରିଆନବକଳେବର୨୩ ଅପ୍ରେଲମିଳିତ ଜାତିସଂଘଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାକାଜୁହେନା ଫୁଲଅଶୋକାଷ୍ଟମୀବନ୍ଧୁ ମହାନ୍ତିଅଖିଳ ନାୟକଫିଲିପାଇନ୍ସଆଲେକ୍‌ଜାଣ୍ଡର୍ ମହାନନବୀନ ପଟ୍ଟନାୟକରାମଚନ୍ଦ୍ର ବେହେରାଜୟନ୍ତୀ ପଟ୍ଟନାୟକସେପ୍ଟେମ୍ବରଅଭିରାମ ପରମହଂସଗୁରୁ ପ୍ରସାଦ ମହାନ୍ତିକଟକପଣା ସଂକ୍ରାନ୍ତିମୋରୋକ୍କୋବିଅରଜାପାନଭାନୁଜୀ ରାଓଭାରତର ଜାତୀୟ ପତାକାସତ୍ୟବାଦୀ ବନ ବିଦ୍ୟାଳୟଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଜଗନ୍ନାଥ ମନ୍ଦିରବ୍ୟାସଦେବକାଳିନ୍ଦୀ ଚରଣ ପାଣିଗ୍ରାହୀମାଟିର ମଣିଷଚନ୍ଦନଲାଗି ବେଶମହାତ୍ମା ଗାନ୍ଧୀଦଣ୍ଡ ନାଟହିନ୍ଦୁ ଧର୍ମକଦଳୀଗଛପ୍ରାଣୀମନୋଜ ଦାସଭୀମ ପୃଷ୍ଟିଓଡ଼ିଆ ସାହିତ୍ୟଆସିକାନଟବର ସାମନ୍ତରାୟସାଦୃଶ୍ୟଓଡ଼ିଶାମକର (ରାଶି)ଚଇତି ଘୋଡ଼ା ନାଚରାଧାମୋହନ ଗଡ଼ନାୟକଇଣ୍ଡୋନେସିଆଇବାଣ୍ଡ୍ରୋନିକ ଏସିଡଖଣ୍ଡାୟତଚଉତିଶାନମିତା ଅଗ୍ରୱାଲଗୁରୁବାର୧ (ସଂଖ୍ୟା)ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଓଡ଼ିଆ ଯୁବକ ପାଠାଗାର🡆 More