ୟୁରାନସ

ୟୁରାନସ ସୌରଜଗତର ଏକ ଅଂଶବିଶେଷ । ସୂର୍ଯ୍ୟଠାରୁ ଦୂରତା ଭିତ୍ତିରେ ଏହା ସପ୍ତମ ଗ୍ରହ । ଅରୁଣ ବା ୟୁରାନସ ବ୍ୟାସ ହିସାବରେ ସୌରମଣ୍ଡଳର ତୃତୀୟ ଏବଂ ଦ୍ରବ୍ୟମାନରେ ଚତୁର୍ଥ ବଡ଼ ଗ୍ରହ । ଦ୍ରବ୍ୟମାନରେ ଏହା ପୃଥିବୀଠାରୁ ୧୪.୫ ଗୁଣ ଅଧିକ ଭାରୀ ଏବଂ ଆକାରରେ ୬୩ ଗୁଣ ଅଧିକ ବଡ଼ । ୟୁରାନସକୁ ଖାଲି ଆଖିରେ ମଧ୍ୟ ଦେଖାଯାଇ ପାରେ । ଏହାର ଏତେ ଦୂରରେ ଥିବାରୁ ଏବଂ ମଧ୍ୟମଧରଣର ଆଲୋକ ଦେଉଥିବାରୁ ଏହାକୁ ପ୍ରାଚୀନ ବିଦ୍ୱାନମାନେ ଗ୍ରହ ନ କହି ତାରାର ସଂଜ୍ଞା ଦେଇଥିଲେ । ଟେଲିସ୍କୋପଦ୍ୱାରା ଖୋଜାଯାଇଥିବା ଗ୍ରହମାନଙ୍କ ମଧ୍ୟରେ ଏହା ପ୍ରଥମ । ବିଲିଅମ୍ ହରସେଲ୍ଙ୍କଦ୍ୱାରା ମାର୍ଚ୍ଚ ୧୩ ୧୭୮୧ରେ ଏହାକୁ ଖୋଜାଯାଇଥିଲା ।

ଆବର୍ତ୍ତନ ପରିକ୍ରମଣ

ୟୁରାନସ ପ୍ରତି ୮୪ ପୃଥ୍ୱୀ ବର୍ଷରେ ଥରେ ସୂର୍ଯ୍ୟର ପରିକ୍ରମଣ ଶେଷକରେ ଅର୍ଥାତ୍ ଇଉରେନସେର ଏକବର୍ଷ ପୃଥିବୀର ୮୪ ବର୍ଷ ସଙ୍ଗେ ସମାନ । ସୂର୍ଯ୍ୟଠାରୁ ଏହାର ଦୂରତା ପ୍ରାୟ ୩ ଅର୍ବ କି.ମି. ଇଉରେନସେର ଆବର୍ତ୍ତନ ସମୟ ପ୍ରାୟ ୧୭ ଘଣ୍ଟା ୧୪ ମିନିଟ ।

ଆଧାର

Tags:

ଅରୁଣପୃଥିବୀପ୍ରତୀକ ୟୁରାନସସୂର୍ଯ୍ୟସୌରଜଗତସୌରମଣ୍ଡଳ

🔥 Trending searches on Wiki ଓଡ଼ିଆ:

ଶିଶୁ ଅନନ୍ତ ଦାସଭୀମ ଭୋଇପ୍ରତିଭା ରାୟମୃତ୍ୟୁଞ୍ଜୟ ରଥସୀତା ବିବାହଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପବିତ୍ର ମୋହନ ଜେନାରାବଣଛାୟାଜହ୍ନଗ୍ରୀକ ଭାଷାଲିଙ୍ଗରାଜ ମନ୍ଦିରକାହ୍ନୁଚରଣ ମହାନ୍ତିରମାକାନ୍ତ ରଥଓଡ଼ିଶାରେ ଦେବୀପୂଜାର ଐତିହ୍ୟଭଗବତ ଗୀତାମହାନଦୀଜୟ ଜଗନ୍ନାଥଅର୍ଜୁନ ଚରଣ ସେଠୀବ୍ୟାସଦେବଆର୍ଯ୍ୟଭଟ୍ଟସରଳା ଦେବୀପ୍ରଧାନ ପୃଷ୍ଠାଓଡ଼ିଶାର କଳାଶିବାଜୀହିନ୍ଦୁ ଧର୍ମବନମାଳୀ ଦାସଋତୁସ୍ରାବଇଂରାଜୀ ଭାଷାହାଡ଼ଫୁଟିରାମାୟଣଗୁରୁପ୍ରସାଦ ମହାନ୍ତିବ୍ୟାଙ୍କବାବା ବଳିଆକଲେରାକ୍ରିକେଟପୋଡ଼ ପିଠାରାଜ୍ୟ ସଭାଅନନ୍ତ ପଟ୍ଟନାୟକପ୍ରସନ୍ନ ଆଚାର୍ଯ୍ୟକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଏକାଦଶୀମଥୁରା ମଙ୍ଗଳଭାରତୀୟ ଜନତା ପାର୍ଟିଶାରଳା ପୁରସ୍କାରଅଇଘରାୟୁ ଟ୍ୟୁବଆଇଜାକ ନିଉଟନକଳାକଳେବର ଚଉତିଶାତରଳ ଝାଡ଼ାwiki.phtmlଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିନବମୀଓଡ଼ିଆ କଥାଚିତ୍ର ଜଗତପୌରସଂସ୍ଥାଥାଲାସେମିଆରେବା ରାୟବନ୍ଦେ ଉତ୍କଳ ଜନନୀବୈଷୟିକ ବିଜ୍ଞାନଆଲ୍‌କା ୟାଗ୍ନିକ୍‌ଦିବ୍ୟସିଂହ ଦେବକୁନ୍ଦୁଲି ଗଣଦୁଷ୍କର୍ମ ମାମଲାନମିତା ଅଗ୍ରୱାଲ🡆 More