ହୋଲି: ଭାରତୀୟ ପର୍ବ

ହୋଲି (ଆହୁରି ମଧ୍ୟ: ଦୋଳ ପୁନେଇଁ, ଦୋଳଯାତ) ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ ।

ହୋଲି
ହୋଲି: ପୌରାଣିକ ଭିତ୍ତିଭୂମି, ସଂକ୍ଷେପରେ, ଆହୁରି ଦେଖନ୍ତୁ
ରାଧା ଓ ଗୋପୀଙ୍କ ସହ ରଙ୍ଗ ଖେଳୁଥିବା କୃଷ୍ଣ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ,
ତାରିଖଫାଲଗୁନ ପୂର୍ଣ୍ଣିମା
୨୦୨୩ ତାରିଖ୦୮ ମାର୍ଚ୍ଚ (ବୁଧବାର)
୨୦୨୪ ତାରିଖ୨୬ ମାର୍ଚ୍ଚ (ମଙ୍ଗଳବାର)

ପୌରାଣିକ ଭିତ୍ତିଭୂମି

ଦୋଳ‌ଯାତ (ବା ଦୋଳ‌ଯାତ୍ରା) ‌‌ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ ।

ସଂକ୍ଷେପରେ

ଏହା ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହାର ପରଦିନ ରଙ୍ଗଖେଳ ହୋଇଥାଏ । ଏଇ ଖେଳ ଏତେ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ଆନନ୍ଦ ନେଇଥାନ୍ତି ।

ଆହୁରି ଦେଖନ୍ତୁ

ଗ୍ୟାଲେରି

ଆଧାର

ଅଧିକ ତଥ୍ୟ

Tags:

ହୋଲି ପୌରାଣିକ ଭିତ୍ତିଭୂମିହୋଲି ସଂକ୍ଷେପରେହୋଲି ଆହୁରି ଦେଖନ୍ତୁହୋଲି ଗ୍ୟାଲେରିହୋଲି ଆଧାରହୋଲି ଅଧିକ ତଥ୍ୟହୋଲିପୂର୍ଣ୍ଣମୀଫାଲଗୁନହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ପ୍ରଥମ ବିଶ୍ୱଯୁଦ୍ଧକୋଣାର୍କ ସୂର୍ଯ୍ୟ ମନ୍ଦିରଦ୍ରୌପଦୀ ମୁର୍ମୁଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଖାରବେଳଗୁଣନପରଦେଶୀ ବାବୁବୈଦେହୀଶ ବିଳାସବାଟମଙ୍ଗଳାବ୍ୟାସଦେବସମୀର ରଞ୍ଜନ ଦାଶବିର୍ସା ମୁଣ୍ଡାସୁଧାକର ନନ୍ଦଶ୍ରୀରାଧାଗୌରହରି ଦାସନାନପାଇଥନ୍ (ପ୍ରୋଗ୍ରାମିଂ ଭାଷା)କୋଷଭାଷାଛଉ ନାଚଓଡ଼ିଶାର କଳାବର କୋଳିପୁନର୍ମିଳନମସ୍କୋଶ୍ରୀମନ୍ଦିର ବେଢ଼ା-ଦେବାଦେବୀଓଡ଼ିଶାର ଇତିହାସସଉରାସୁରେଶ କୁମାର ରାଉତରାୟଗଣନ ସଂଖ୍ୟାଗୌତମ ବୁଦ୍ଧକଳାକଳେବର ଚଉତିଶାରେବତୀ (କ୍ଷୁଦ୍ରଗଳ୍ପ)ଜର୍ମାନୀଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାରାଜଧାନୀ ପ୍ରତିଷ୍ଠା ଦିବସ୬ ମାର୍ଚ୍ଚଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବିଷ୍ଣୁଋଷିଆଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଦିବ୍ୟସିଂହ ଦେବମନମୋହନ ସାମଲପଖାଳରାଧାନାଥ ରାୟଦିଗରାଜ ବ୍ରହ୍ମାଚିନ୍ତାମଣି ବେହେରାଜହ୍ନରାମାୟଣବାଲେଶ୍ୱରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିହୃଷୀକେଶ ପଣ୍ଡାମାୟାଧର ମାନସିଂହମେରୁ ଯାତ୍ରାଶାରଳା ପୁରସ୍କାରଇମରାନ ଖାଁବାଲେଶ୍ୱର ଜିଲ୍ଲାନବମୀଦୁର୍ଗାଗଣେଶରାମବିଶ୍ୱନାଥ କରଜଗଦୀଶ ମହାନ୍ତିବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More