ହାର୍ଡୱେର

ହାର୍ଡୱେର ହେଉଛି କମ୍ପ୍ୟୁଟର ପ୍ରଣାଳୀର ସେହି ସବୁ ଉପାଦାନ ଯାହା ସ୍ଥାବର, ଅର୍ଥାତ ଯାହାକୁ ସ୍ପର୍ଶ କରିହୁଏ, ଯେମିତିକି କମ୍ପ୍ୟୁଟର ମନିଟର, କି-ବୋର୍ଡ଼, ମାଉସ, ପ୍ରିଣ୍ଟର ଆଦି । ଗୋଟିଏ ସାଧାରଣ କମ୍ପ୍ୟୁଟର ହାର୍ଡ୍ୱେର୍ ସାଧାରଣତଃ ଚାରି ପ୍ରକାର ପଦାର୍ଥରେ ଗଢ଼ା, ଯେମିତିକି :

  1. ଅର୍କଗଣିତ ତର୍କ ସଂସ୍ଥା ( Arithimetic Logic Unit)
  2. ନିୟନ୍ତ୍ରଣ ସଂସ୍ଥା (Control Unit)
  3. ସ୍ମ୍ରୁତି (Memory)
  4. ନିବେଶ ଓ ନିଗମ ଉପକରଣ (Input and Ouput devices)

ଏ ସବୁ ଉପର ହାର୍ଡ୍ୱେର୍ "ତାର"(busses)ଦ୍ୱାରା ନିଜ ନିଜ ଭିତରେ ସଂଯୁକ୍ତ ହୋଇଥାନ୍ତି । ଏଇ ସବୁ ଉପକରଣରେ ଲକ୍ଷ ଲକ୍ଷ ଇଲେକ୍ଟ୍ରୋନିକ୍ସ ଟ୍ରାଞ୍ଜିଷ୍ଟର ଅଛି ଯାହାକୁ କି ଅନ ବା ଅଫ ଅବସ୍ଥାରେ ରଖି ହୁଏ । ପ୍ରତ୍ୟେକ ଟ୍ରାଞ୍ଜିଷ୍ଟର ଗୋଟିଏ ଦ୍ୱିଆଧାରି (Binary) ସଂଖ୍ୟାକୁ ଦର୍ଶାଏ ଜେମିତିକି '୧' ବା '୦'।

ଆଧାର

Tags:

କମ୍ପ୍ୟୁଟରକମ୍ପ୍ୟୁଟର ମନିଟର

🔥 Trending searches on Wiki ଓଡ଼ିଆ:

କୁନ୍ତଳା କୁମାରୀ ସାବତଓଡ଼ିଶାର ଦଶହରାଇଣ୍ଟରନେଟବିର୍ସା ମୁଣ୍ଡାଋତୁସ୍ରାବଭାରତୀୟ ଜାତୀୟ କଂଗ୍ରେସଗଣନ ସଂଖ୍ୟାଆଲ୍‌କା ୟାଗ୍ନିକ୍‌ହିନ୍ଦୁ ଧର୍ମୟୁନିଫର୍ମ ରିସୋର୍ସ ଲୋକେଟରଗୁଗଲବାଲିଯାତ୍ରାସିଦ୍ଧାନ୍ତ ମହାପାତ୍ରସୂର୍ଯ୍ୟ ଦେବତାସୁଭାଷ ଚନ୍ଦ୍ର ବୋଷଜଗଦୀଶ ମହାନ୍ତିଦକ୍ଷିଣ କୋରିଆକ୍ରେଡିଟ କାର୍ଡ଼ପୃଥ୍ୱୀ (କ୍ଷେପଣାସ୍ତ୍ର)ରବି ପଟ୍ଟନାୟକସୋଫିଆ ଆଲାମକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଗୁଣ୍ଡିଚା ମନ୍ଦିରସୁନ୍ଦରଗଡ଼ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗରାଜକିଶୋର ରାୟସାରଦା ପ୍ରସାଦ ମିଶ୍ରଓଡ଼ିଆ କଥାଚିତ୍ର ଜଗତଭାରତୀୟ ଜନତା ପାର୍ଟିପିଙ୍କି ପ୍ରଧାନରୋହିତ ପୂଜାରୀଗ୍ରହମହିମା ଧର୍ମଏଚଆଇଭି/ଏଡସଫକୀର ମୋହନ ସେନାପତିଲକ୍ଷ୍ମୀକାନ୍ତ ମହାପାତ୍ରକୃପାସିନ୍ଧୁ ମିଶ୍ରଜୟୀ ରାଜଗୁରୁପିପିଲିରବିବାରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସାଲବେଗଇସଲାମ ଧର୍ମଏକାଦଶୀଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଜଗନ୍ନାଥ ପ୍ରସାଦ ଦାସପ୍ରତିଭା ରାୟବିଜୁ ଜନତା ଦଳବାରବାଟି ଦୁର୍ଗରାଜକିଶୋର ପଟ୍ଟନାୟକମିଳିତ ଜାତିସଂଘମସ୍କୋରବି ନାରାୟଣ ନନ୍ଦଓଡ଼ିଶାଗଇଁଠାମଧୁସୂଦନ ଦାସ୬ ମାର୍ଚ୍ଚସୁଦଶା ବ୍ରତଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରପରଦେଶୀ ବାବୁପାରିକୁଦଅଭିମନ୍ୟୁ ସାମନ୍ତସିଂହାରନବମୀହନୁମାନ ଜୟନ୍ତୀଅଚ୍ୟୁତାନନ୍ଦ ପ‌ତିଜୟ ଶ୍ରୀରାମଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର🡆 More