ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ଏକ ପାଠାଗାର । ଏହା ରାଜଧାନୀର ସଚିବାଳୟ ମାର୍ଗରେ ଅବସ୍ଥିତ । ଏହି ପାଠାଗାରର ପରିକଳ୍ପନା ଦେଶର ପ୍ରଥମ ପଞ୍ଚବର୍ଷୀୟ ଯୋଜନାର(୧୯୫୧-୫୬) ଅନ୍ତର୍ଗତ ଥିଲା । ୧୯୫୯ରେ ତିଆରି ହେଇଥିବା ଏହି ଅନୁଷ୍ଠାନଟି ରାଜ୍ୟ ଗ୍ରନ୍ଥାଗାର ଓ ଭୁବନେଶ୍ୱର ସ‌ହରର ପାଠାଗାର ଭାବେ ବ୍ୟବ‌ହାର ହେଉଛି । ୧୯୬୭ ମସିହାରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏହାକୁ ଗାନ୍ଧୀ ଭବନ ଓ ୧୯୮୭ ମସିହାରେ ଏହି ପାଠାଗାରର ନବୀକରଣ କରାଯାଇ ଏହାକୁ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ନାମରେ ନାମିତ କରାଯାଇଥିଲା । ବର୍ତ୍ତମାନ ଏହି ପାଠାଗାରରେ ୨ ଲକ୍ଷରୁ ଅଧିକ ବ‌ହି ଅଛି ।

Harekrushna Mahtab State Library
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର
General information
LocationBhubaneswar, Odisha
Coordinates20°16′32″N 85°50′02″E / 20.275666°N 85.833818°E / 20.275666; 85.833818
Website
hkmsl.gov.in

ଏହି ଅନୁଷ୍ଠାନକୁ ଭାରତର ଶ୍ରେଷ୍ଠ ପାଠାଗାର ପୁରସ୍କାର ମଧ୍ୟ ମିଳିଛି ।

ଆଧାର

Tags:

ଓଡ଼ିଶାପାଠାଗାରଭୁବନେଶ୍ୱରମହାତ୍ମା ଗାନ୍ଧୀହରେକୃଷ୍ଣ ମହତାବ

🔥 Trending searches on Wiki ଓଡ଼ିଆ:

ବ୍ରହ୍ମୋତ୍ରୀ ମହାନ୍ତିଜ୍ଞାନପୀଠ ପୁରସ୍କାରଆହେ ଦୟାମୟ ବିଶ୍ୱ ବିହାରୀବଳରାମ ଦାସଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରପଖାଳ ଦିବସଓଡ଼ିଆ ସାହିତ୍ୟର ଇତିହାସଭୀମ ଭୋଇଓଡ଼ିଶାର ଲୋକନୃତ୍ୟଗୋଲୋକ ବିହାରୀ ଧଳଫକୀର ମୋହନ ସେନାପତିମୋଗଲ ସାମ୍ରାଜ୍ୟଗଣନ ସଂଖ୍ୟାମିଳିତ ଜାତିସଂଘଦାସକାଠିଆସୁକୁମାର ସେନଅଚ୍ୟୁତାନନ୍ଦ ଦାସସାତକଡ଼ି ହୋତାଯଦୁମଣି ମହାପାତ୍ରଖ୍ରୀଷ୍ଟ ଧର୍ମଗ୍ରହ୨୦୧୪ଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୋଗକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟଖାଦ୍ୟସ୍ୱାମୀ ବିବେକାନନ୍ଦଉତ୍କଳ ବ୍ରାହ୍ମଣଇଣ୍ଡୋନେସିଆଜଳବିଦ୍ୟୁତ୍ଉଦ୍‌ଜାନଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଲବଣ ସତ୍ୟାଗ୍ରହବିର୍ସା ମୁଣ୍ଡାଆଷାଢ଼ୟୁରୋପଇରା ମହାନ୍ତିବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଳିଙ୍ଗ ଯୁଦ୍ଧଶବ୍ଦ (ପଦ)ଅଶୋକ ସମ୍ରାଟ୧୯୭୦ଓଡ଼ିଶା ବିଧାନ ସଭାସୌଭାଗ୍ୟ କୁମାର ମିଶ୍ରଗଙ୍ଗା ଦଶହରାଜାପାନହଂକଂକାହ୍ନୁଚରଣ ମହାନ୍ତିମୋହନ ଭୋଗତରଳ ଝାଡ଼ାଆଲେକ୍‌ଜାଣ୍ଡର୍ ମହାନଉପବାସବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟ୪ ଅପ୍ରେଲଜଳ ପ୍ରଦୂଷଣଭଦଭଦଳିଆଉଇକିକମନ୍ସନିତ୍ୟାନନ୍ଦ ମହାପାତ୍ରଜିନା ସାମଲ୭ ଫେବୃଆରୀକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୭ ଅପ୍ରେଲ୪ ଜାନୁଆରୀକୋଣାର୍କ ସୂର୍ଯ୍ୟ ମନ୍ଦିରସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More